ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍’ !
ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…