ସାବାଡ ହେବେ ବାଲି ମାଫିଆ, ଏଣିକି ଅନଲାଇନରେ ବିକ୍ରି ହେବ ବାଲି
ମୁମ୍ବାଇ: ଥମୁନି ବାଲି ମାଫିଆଙ୍କ ରାଜୁତି। ଯାହାକୁ ରୋକିବା ପାଇଁ ନୂଆ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନିଆଯାଇଛି। 'ବିନା ଲାଭ ବିନା କ୍ଷତି'ରେ ଏହି ବିକ୍ରି ହେବ…