Latest Odisha News

BREAKING NEWS

Browsing Tag

Migrant Labourer

ଗୁମ୍ମା ଘାଟିରେ ଓଳଟିଲା ବସ୍‌, ୪ ପ୍ରବାସୀ ଶ୍ରମିକ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ୩୨୬ ନମ୍ବର ରାଜପଥ ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକକୁ ନେଇ ଯାଉଥିବା ଏକ ବସ୍ ଓଲଟିପଡିଛି । ଏଥିରେ ୪ ଶ୍ରମିକ ଗୁରୁତର ହୋଇଛନ୍ତି । ରାୟଗଡା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ…

‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’: ଲାଭବାନ ହେବେ ୬ ରାଜ୍ୟର ଶ୍ରମିକ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିଛନ୍ତି । ସେମାନେ ରୋଜଗାର ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଜୁନ ୨୦ ତାରିଖରେ ଲଞ୍ଚ କରାଯିବ ।…

କରୋନା ବିପତ୍ତି ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ଭୂମିକା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ମହାମାରୀ ଓ ତଦ୍‌ଜନିତ ସୁଦୀର୍ଘ ଲକ୍ ଡାଉନ୍ ଯୋଗୁ ଦେଶରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରମିକ, ଛୋଟ ବେପାରୀ, ମୂଲ ମଜୁରୀ ଲାଗି ଚଳୁଥିବା…

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ଭଡା ଦେବେ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଏବେ ତାଲା ବନ୍ଦ ପଡିଛି । ଚାରିଆଡେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ଏହାରି ଭିତରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ତେବେ ଫେରିବା ବାଟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେମାନେ । ଏହାକୁ ନଜରରେ ରଖି…

ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତ ସରକାର କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ସବୁ ଶ୍ରେଣୀର ଜନଗଣ ଗଭୀର ସମସ୍ୟାରେ ପଡିଛନ୍ତି । ଦେଶର ଶ୍ରମଜୀବିଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । ସାରା ଦେଶରେ କାର୍ଯ୍ୟରତ…

ରବିବାର ଓଡିଶା ପହଞ୍ଚିବ ୨୧ ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର : କୋଭିଡ୧୯ ଓ ଲକ୍‌ଡାଉନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ୨୧ଟି ଶ୍ରମିକ ସ୍ପେଶାଲ ଟ୍ରେନ ରବିବାର ଓଡିଶାର ବିଭିନ୍ନ ଅଂଚଳରେ ପହଞ୍ଚିବ । ଏଥି ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଦିନରେ ରାଜ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ…

ସୁରତରେ ପୋଲିସ ମାଡରେ ପ୍ରବାସୀ ଓଡିଆ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ସୁରତ ପୋଲିସ ନାଁରେ ସାଂଘାତିକ ଅଭିଯୋଗ । ପ୍ରବାସୀ ଓଡିଆ ଯୁବକଙ୍କୁ ପିଟିପିଟି ମାରି ଦେଇଥିବାର ଅଭିଯୋଗ । ମୃତ ଯୁବକଙ୍କ ନାଁ ସତ୍ୟ ସ୍ୱାଇଁ । ତାଙ୍କ ଘର ଗଂଜାମ ଜିଲ୍ଲା ଭଂଜନଗର ଅନ୍ତର୍ଗତ ଗରୁଡ ଗାଁରେ । ସୂଚନା ଅନୁଯାୟୀ, ସତ୍ୟ ସୁରତରେ ରହି କାମ କରୁଥିବା ବେଳେ ଆମ୍ରୋଲି…

ଦୁବାଇରୁ ପ୍ରବାସୀଙ୍କୁ ନେଇ ଆଜି ଭୁବନେଶ୍ୱର ଆସିବ ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର : ଦୁବାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସୁଛି । ରାତି ପ୍ରାୟ ୯ଟାରେ ଏହା ଭୁବନେଶ୍ୱରରେ ପହଞ୍ଚିବ । ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବିମାନରେ ୧୫୧ ଜଣ ଯାତ୍ରୀ ଆସୁଛନ୍ତି । ବିମାନ ଅବତରଣ ପରେ ୨୦ ଜଣ…

କରୋନା ଯୋଦ୍ଧା : ପ୍ରବାସୀଙ୍କ ପାଇଁ ସାହାରା ପାଲଟିଲେ ଭିନ୍ନ ଜଣେ ଅଧିକାରୀ କଲ୍ୟାଣୀ

ଭୁବନେଶ୍ୱର : ବୁଧବାର ବାଲେଶ୍ୱର ବାଲିଆପାଳରୁ ଆସିଥିଲା ପ୍ରବାସୀ ଓଡିଆଙ୍କୁ ଅଧିକାରୀଙ୍କ ଦୁର୍ବ୍ୟବହାରର ଚିତ୍ର । ବିଡିଓ ଛବିରାଣୀ ସାହୁ ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ଉପରେ ରାଗ ତମ ତମ ହୋଇ ଚିଲାଉଥିଲେ । ପାଣି ମାଗିବାରୁ ରାଗିପାଚି କହିଥିଲେ ମୁଁ ଜଣେ ଓଏଏସ୍ ଅଫିସର ତମ ଭଳି ଦାଦନ…