Latest Odisha News

BREAKING NEWS

Browsing Tag

Nandighosh

ରଥଖଳାରେ ରଥଯାତ୍ରା ପ୍ରସ୍ତୁତି: ଚୂଡ଼ାନ୍ତ ପର୍ଯ୍ୟାୟରେ ତିନିରଥର ‘ଗୁଜ ଖୋଦେଇ’ କାର୍ଯ୍ୟ

ପୁରୀ: ପୁରୀର ବଡ଼ଦାଣ୍ଡ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଯେତେ ଯେତେ ଅଗ୍ରସର ହେଉଛି ସେତିକି ମାତ୍ରାରେ ରଥଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ସେତିକି ମାତ୍ରାରେ ସୃଷ୍ଟି ହେଉଛି । ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଭାବନାରେ ରଥଯାତ୍ରା ହେବାର ସକାରତ୍ମକ ଭାବନା ମଧ୍ୟ ବୃଦ୍ଧି ପାଇ ଚାଲିଛି ।…

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ପାରମ୍ପରିକ…

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ରଥ ନିର୍ମାଣର ଚମତ୍କାରିତା…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ନିୟୋଜିତ ହେଉଥିବା ତିନିରଥର ପାରମ୍ପରିକ ନିର୍ମାଣ ଶୈଳୀ ପ୍ରକୃତରେ ଓଡ଼ିଆ କାରିଗରଙ୍କ ଉକ୍ରୃଷ୍ଟ ନିର୍ମାଣ ପ୍ରତିଭାର ନିର୍ଭୁଲ ସ୍ୱାକ୍ଷର । ବଡ଼ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ, ସାନଭାଇ…