Latest Odisha News

BREAKING NEWS

Browsing Tag

New Delhi

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଲୋମଟାଙ୍କୁରା ବୟାନ; ବାପା କରୁଥୁଲେ ଯୌନଶୋଷଣ

ନୂଆଦିଲ୍ଲୀ : ପିଲାବେଳେ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ଏକଥା ନିଜେ କହିଛନ୍ତି, ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ସ୍ୱାତୀ କହିଛନ୍ତି, ମୋ ପିଲାବେଳେ ମୋ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ସେ ଯେବେବି ଘରକୁ ଆସୁଥିଲେ, ମୁଁ ଡରି ଯାଉଥିଲି, ଭୟରେ ଶେଜ…

ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ

ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା…

ବିନା ଖାଦ୍ୟରେ କଟିଲାଣି ୫୦ ବର୍ଷ

କୋଲକାତା: କେହି କେହି ଖାଦ୍ୟ ଖାଇବା ପାଇଁ ବଞ୍ଚିଥାନ୍ତି ତ ଆଉ କେହି ବଞ୍ଚିବା ପାଇଁ ଖାଦ୍ୟ ଖାଇଥାନ୍ତି । ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି, ଖାଦ୍ୟ ବିନା  ଜୀବନ ଅସମ୍ଭବ ଏହା ବିଜ୍ଞାନ ସମ୍ମତ । ହେଲେ ଏଇ ମହିଳାଜଣକ ବିଜ୍ଞାନ ସମ୍ମତ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି ।   ମହିଳା …

କର୍ଣ୍ଣେଲ ରାଙ୍କକୁ ପଦୋନ୍ନିତ ହେବେ ୧୦୮ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ: ପୁରୁଷ ସେନା ଅଧିକାରୀଙ୍କ ସହିତ ମହିଳା ସେନା ଅଧିକାରୀଙ୍କୁ ସମକକ୍ଷ କରିବାକୁ  ନୂଆ ପ୍ରକ୍ରିୟା ।  ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା…

ରେଡଫୋର୍ଟ ନୂଆ ଲାଇଟ ଆଣ୍ଡ ସାଉଣ୍ଡ ସୋ’ରୁ ବାଦ ପଡିଲେ ନେହରୁ ଓ ଗାନ୍ଧୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଡଫୋର୍ଟରେ ଉଦଘାଟିତ ନୂଆ ସାଉଣ୍ଡ ସୋରୁ ବାଦ ପଡିଛନ୍ତି ନେହେରୁ ଓ ଗାନ୍ଧୀ  । ରେଡଫୋର୍ଟରେ ଉଦଘାଟିତ ହୋଇଯାଇଛି  ଜୟ ହିନ୍ଦ ନାମକ ନୂତନ ଆଲୋକ ଏବଂ ସାଉଣ୍ଡ ସୋ’ । ହେଲେ ଏହି ସୋରୁ ବାଦ ପଡିଛି, ଜବାହରଲାଲ ନେହେରୁ ଏବଂ ମହାତ୍ମା ଗାନ୍ଧୀ ।  ଅନ୍ୟପକ୍ଷେ…

୬୧ ଟଙ୍କା ରିଚାର୍ଜ କରନ୍ତୁ, ୫ଜି ଇଣ୍ଟରନେଟ ସୁବିଧା ପାଆନ୍ତୁ

ନୂଆ ଦିଲ୍ଳୀ : ଜିଓ ସିମ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ  ହେଲା ଘୋଷଣା ।ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ ।କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି…

ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ସରଗମ୍‌ କୌଶଲ

ନୂଆଦିଲ୍ଲୀ: ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ  । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ…

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳ ୧୦ଟା ୧୫ ମିନିଟ୍‌ରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ଦିଲ୍ଲୀରେ ପହଞ୍ଚି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଭବନ କଲ୍‌ଚରାଲ…

କିଡନୀ ପ୍ରତ୍ୟାରୋପଣ କରିବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ଗଲେ ସିଙ୍ଗାପୁର

ନୂଆଦିଲ୍ଲୀ : କିଡନୀ ପ୍ରତ୍ୟାରୋପଣ ଲାଗି ଆରଜେଡି ସୁପ୍ରିମୋ ଲାଲୁ ଯାଦବ ନିଜ ପରିବାର ସହ ସିଙ୍ଗାପୁର ଯାତ୍ରା କରିଛନ୍ତି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଡିସେମ୍ବର ପ୍ରଥମ ସପ୍ତାହରେ କିଡନୀ ପ୍ରତ୍ୟାରୋପଣ କରାଯିବ । ସିଙ୍ଗାପୁରରେ ବାସ କରୁଥିବା ଲାଲୁଙ୍କ ଝିଅ ରୋହିଣୀ…

ଚାନ୍ଦୀନି ଚୌକରେ ଅଗ୍ନିକାଣ୍ଡ, ୫୦ ଦୋକାନ ପୋଡି ପାଉଁଶ

ନୂଆଦିଲ୍ଲୀ:  ରାତିସାରା ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଜଳୁଥିଲା ଦୋକନା ଘର । ଏକାଥରକେ ୫୦ ଦେକାନ ଜଳି ପାଉଁଶ ହୋଇଗଲା । ଅଗ୍ନିଶମ ବିଭାଗ ଚେଷ୍ଟା କରି ବି ନିଆଁକୁ ଆୟତ୍ତ କରିପାରିଲାନି ।   ରାତିସାରା ୪୦ରୁ ଅଧିକ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏପରି…