Latest Odisha News

BREAKING NEWS

Browsing Tag

Nizamuddin Religious Congregation

କରୋନା ଅପଡେଟ୍‌; ଭାରତ ମର୍କଜରୁ ଦକ୍ଷିଣ ଆଫ୍ରିକା କବରିସ୍ତାନ୍ !

ଦକ୍ଷିଣ ଆଫ୍ରିକା: ନିଜାମୁଦ୍ଦିନ ମର୍କଜରେ ଯୋଗଦେଇଥିଲେ ଦକ୍ଷିଣ ଆଫ୍ରିକୀୟ ମୌଲାନା ୟୁସୁଫ୍ ଟୁଟଲା । ତେବେ ଭାରତରୁ ଦକ୍ଷିଣ ଆଫ୍ରିକା ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଶେଷର ତାଙ୍କ ଜୀବନ ଉପରେ କରୋନା ବିଜୟ ଲାଭ କରିଛି । https://t.co/9pa0sT9eGz | Coronavirus…

ନିଜାମୁଦ୍ଦିନ୍ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ଟେଷ୍ଟ୍ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ସମାବେଶରେ ଯୋଗଦେଇ ଓଡିଶା ପେରିଥିବା ସମସ୍ତ ବ୍ୟକ୍ତିଙ୍କୁ ନ ଡରି ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏଥିରେ ଯୋଗଦେଇଥିବା ସମସ୍ତଙ୍କୁ ୧୦୪ ଟୋଲ୍ ଫ୍ରି ନମ୍ବରରେ ତୁରନ୍ତ ଯୋଗାଯୋଗ କରିବାକୁ ସେ…

ନିଜାମୁଦ୍ଦିନ୍ ମର୍କଜ ସମାବେଶରୁ ଓଡିଶା ଆସିଥିବା ୨୮ ମଧ୍ୟରୁ ୩ କରୋନା ପଜିଟିଭ୍

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ହୋଇଥିବା ତବ୍‌ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଆସିଥିବା ୨୮ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ କୋଭିଡ୍‌୧୯ ନମୁନା କରୋନା ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ନିଜାମୁଦ୍ଦିନ୍ ମର୍କଜ୍‌ରୁ ଓଡିଶା ଆସିିଥିବା ୧୫ ଜଣଙ୍କ କୋଭିଡ୍‌ ନମୁନା ନେଗେଟିଭ୍‌; ଅନ୍ୟ ୭ ଜଣଙ୍କ ରିପୋର୍ଟକୁ…

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରୁ ଓଡିଶା ପହଂଚିଥିବା ୨୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୫ ଜଣଙ୍କର କୋଭିଡ୍‌୧୯ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିବା ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନ୍ୟ ସାତ ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟ…

ପରୀକ୍ଷଣ ପାଇଁ ପଠାଗଲା ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ଯାଜପୁର ବ୍ୟକ୍ତିଙ୍କ ନମୁନା

ଯାଜପୁର: ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶରେ ଯୋଗଦେଇଥିବା ପ୍ରତିନିଧିଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଂଝାରପୁର ବ୍ଳକର ଏହି ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…