Latest Odisha News

BREAKING NEWS

Browsing Tag

Odia Literature

ଓଡିଆ କଥା ସାହିତ୍ୟରେ ଝଡର ଇଗଲ, ଅଖିଳ ମୋହନ ପଟ୍ଟନାୟକ

ମୁଁ ସୋନପୁରରେ ଜନ୍ମ ନେଇଛି। ସୋନପୁରରେ ମହାନଦୀ ଓ ମାଛ ଦେଖିଛି। ଦେଖିଛି ବି ଜହ୍ନରାତିରେ କେମିତି କୁହୁକର ଏକ ଚାଦର ପାଲଟିଯାଏ ମହାନଦୀ। ହେଲେ, ଆମ ନଦୀରେ ଯେ ମତ୍ସ୍ୟକନ୍ୟାମାନେ ଥାନ୍ତି ଓ ସେମାନଙ୍କ ସହିତ ଯେ କୌଣସି ଜହ୍ନରାତିରେ ଭେଟା ହୋଇ ଯାଇପାରେ, ସେ ସମ୍ଭାବନା ବିଷୟରେ ମୁଁ କେବେ ବି…

ସୋସିଆଲ ମିଡିଆ ଓ ଓଡିଆ ସାହିତ୍ୟ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ସାହିତ୍ୟ ଓ ସୋସିଆଲ ମିଡିଆର ସମ୍ପର୍କ ବିଷୟରେ କିଛି କହିବା ଆଗରୁ ମୁଁ ଗୋଟେ ବହି ଏବଂ ସିନେମା ଉପରେ କିଛି କହିବାକୁ ଚାହୁଁଛି। ବହିଟିର ଶୀର୍ଷକ ହେଉଛି “ଟେନ ଆର୍ଗ୍ୟୁମେଣ୍ଟସ ଫର ଡ଼ିଲିଟିଙ୍ଗ ୟୋର ସୋସିଆଲ ମିଡିଆ ଏକାଉଣ୍ଟ ରାଇଟ ନାଓ”।…

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି…

ହଠାତ ପାଉଁଶ ପାଲଟି ଯାଇଥିବା ମନୋଜ କୁମାର ପଣ୍ଡାଙ୍କ ଗପକୁ ନେଇ କେତୋଟି ଛୋଟ ଛୋଟ କଥା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗପର କାରିଗରୀ ବଲାଙ୍ଗୀର ଭଳି ଗୋଟେ ଉତ୍ତପ୍ତ ସହରରେ ସେ ନିଜ ଘରର ନାମ ରଖିଥିଲେ “ଇଗଲୁ”। ଇଟା ପଥରର ଏ ଘର ଭିତରେ ସେ ଥିଲେ ଏକ ବିଚିତ୍ରକର୍ମା ଏସ୍କିମୋ। ଏଇ ଇଗଲୁ ଭିତରେ ତାଙ୍କର ଶବ୍ଦର ଜଗତ। ମୋର ମନେ ଅଛି, ୧୯୯୨-୯୩ରେ ଯେତେବେଳେ ତାଙ୍କର…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ... ସନ୍ତୋଷ ମିଶ୍ର ପତିତ ଜନଙ୍କ ଉଦ୍ଧାର ପାଇଁ କି ପତିତପାବନ ହେଲ, ପତିତ ଦର୍ଶନ ଦେବା ପାଇଁ ପ୍ରଭୁ ରଥଯାତ୍ରା କରିଥିଲ, ଯେବେ ଥିବି ଯଦି ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ ...(୦) ବଡ଼ ଦେଉଳରେ ରତନ ବେଦିରେ ବସି ଥାଅ ସବୁ ଦିନ,…

ଭାବନାର ଭସାମେଘ…

ଭାବନାର ଭସାମେଘ ପ୍ରକାଶଚନ୍ଦ୍ର ପାଣିଗ୍ରାହୀ ଅଜଣା ଆଶଙ୍କାରେ ଜୀବନ ଭାରତ ନିର୍ମାଣର ବିଶ୍ୱକର୍ମା ରାଜରାସ୍ତାରେ । ଦାଦନର ଦୁଃଖରେ ଜର୍ଜରିତ ମା’ ମାଟି । ମନର ମାନସୀ ଅପହଞ୍ଚ ଇଲାକାରେ । ଅନ୍ଧାରୀ ଭବିଷ୍ୟତ ଆଡକୁ ଶୈଶବ ଓ ଶିକ୍ଷା । ଆଗାମୀ ଚିନ୍ତା ରେ ଅସ୍ତବ୍ୟସ୍ତ ଜନ ମାନସ…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

ନଦୀ ଆଉ ନାରୀ…

ନଦୀ ଆଉ ନାରୀ... ଶ୍ରୀକାନ୍ତ ଜେନା ଯେଉଁ ନଦୀ କଳ କଳ ଛଳ ଛଳ ହୋଇ ବହୁଥିଲା ପାଣିମୁନ୍ଦେ ଦୁଶେନାହିଁ ତପ୍ତ ବାଲୁକାରେ ଭରାଶଯ୍ୟା, ନଦୀବି ମଣିଷ ପରି ସଂଖୋଳିଛି ସୁଖ ସାଥେ ଦୁଃଖ ନିରୋଳା ସୁଖରେକା’ର ଦିନବିତେ ନପାଇକି ସଜ୍ଜା ? ପରବତେ ପିତ୍ରାଳୟ ଭୁଲିଯାଇ ଅଛିଏ ତଟିନୀ…

ଜୀବନ

ଜୀବନ ଅମିୟଭାନୁ ଧଳ ମୁଁ, ତମେ ଓ ଆମେ କେତେ କାଳ ଏଇମିତି ପ୍ରତ୍ୟେକ ମୂହୁର୍ତ୍ତର ପ୍ରଶ୍ୱାସରେ ମରୁଥିବା, -ପାପର ପିପାସା -ମନର ଓର୍‌ମାନ୍‌ -ଦେହର ଦାହ -ଲହୁ-ଲୁହ ମିଶ୍ରିତ କୋହ, କିଛି ସମୟର ରୋମାଞ୍ଚରେ ବାଣ୍ଟି କୁଣ୍ଟି ମେଣ୍ଟେଇବାର ସୁଖ ସ୍ୱପ୍ନ ଲାଗି ଚର୍ବଣ, ଚୋଷଣ, କର୍ଷଣ,…

ପବନ

ପବନ କମଳ କୁମାର ମହାନ୍ତି ପବନ ତ' ସେଦିନ ବହୁଥିଲା ତୀବ୍ର ମଇ ତିନ୍ ର ସକାଳ କି' ଓଡ଼ିଶାର କପାଳରେ ଲେଖୁଥିଲା ଆଉ ଏକ କରୁଣ କାବ୍ୟ ! ଫାଟିଯାଉଥିଲା ଛାତି ଯେତେ ପଚାରିଲେ ଫିଟୁ ନଥିଲା ଶୋକ ଆଉ କୋହର ଗଣ୍ଠି ମାଟି ସ୍ରବୁଥିଲା ଲହୁ ଆକାଶ ବର୍ଷୁଥିଲା ଲୁହ ବେଶୀ ବେଶୀ ଫଟାକପାଳକୁ…