Latest Odisha News

BREAKING NEWS

Browsing Tag

Odia Sahitya

କବି କାଳୁ ଚରଣ ପ୍ରଧାନ ପାଇବେ ସାହିତ୍ଯ ଚର୍ଚ୍ଚା ପୁରସ୍କାର

ଯାଜପୁର: ଓଡ଼ିଶାର ଗାଁ ଗହଳିର ଲୁକ୍କାୟିତ ସାହିତ୍ୟ ପ୍ରତିଭାକୁ ଉତ୍ସାହିତ କରି ସେମାନଙ୍କୁ ଲୋକଲୋଚନକୁ ଆଣିବାପାଇଁ ଉଦ୍ଦିଷ୍ଟ 'ସାହିତ୍ୟ ଚର୍ଚ୍ଚା ସମ୍ମାନ' ଏ ବର୍ଷ ଗଂଜାମ ଜିଲ୍ଲା ଗୁଣ୍ଠପଡା ଗ୍ରାମର ଅନାଲୋଚିତ କବି  କାଳୁ ଚଳଣ ପ୍ରଧାନଙ୍କୁ ପ୍ରଦାନ କରାଯିବ । ସାହିତ୍ୟ ଚର୍ଚ୍ଚା…

ପ୍ରେମପତ୍ର

ଆଜି ଆମ ସମସ୍ତଙ୍କର ପ୍ରିୟ କଥାକାର ଡ. ପ୍ରତିଭା ରାୟଙ୍କ ଜନ୍ମଦିନ! ଏଇ ଅବସରରେ ଆସନ୍ତୁ ପଢିବା ତାଙ୍କର ଏକ ଚମତ୍କାର ଗଳ୍ପ... ପ୍ରତିଭା ରାୟ (୧୯୪୪) ସମକାଳୀନ ଓଡ଼ିଆ କଥାସାହିତ୍ୟର ସର୍ବାଧିକ ଜନାଦୃତ ଲେଖିକା; ଯିଏ ଭାରତୀୟ ମୂଲ୍ୟବୋଧକୁ ଉପଜୀବ୍ୟ କରି ସାଧାରଣ ମଣିଷର ବ୍ୟଥା-ବେଦନାକୁ…

ନବକାକଳିର ମକର ସଂଖ୍ୟାର ଲୋକାର୍ପଣ

ଭୁବନେଶ୍ୱର:-ସତ୍ୟବିହାର ସ୍ଥିତ ଶ୍ରୀ ତ୍ରୟମ୍ବକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନବକାକଳି ସାହିତ୍ୟ ପତ୍ରିକାର ମକର ସଂଖ୍ୟାର ଲୋକାର୍ପଣ କରୋନା ସତର୍କତା ସହିତ ପାଳିତ ହୋଇ ଯାଇଅଛି ୲ ଏଥିରେ ମୁଖ୍ୟ ଅତିଥି ଭାବେ ପ୍ର. ବୈଷ୍ଣବ ଚରଣ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡଃ ଅଭୟ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: କବି ଓ ଗାୟକ ଲକ୍ଷ୍ମୀଧର ପଣ୍ଡା

ସାମ୍ପ୍ରତିକ ଯୁବ ଏବଂ ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡା । ଜଣେ ଉଜ୍ଜ୍ୱଳ ପ୍ରତିଭା ସମ୍ପର୍ଣ୍ଣ ଗାୟକ ସହ ଜଣେ ବିଶିଷ୍ଟ କବି ଭାବରେ ମଧ୍ୟ ସେ ପାଲା ଜଗତରେ ପରିଚିତ । ପାଲା ଦୁନିଆରେ ଜଣେ ଆଦର୍ଶ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ...  ଡିଲେଶ୍ୱର ରଣା ଛାତିଏ ପାଣିରେ ଠିଆ ହେଇ କେବେ ଗୀତ ଗାଇଛ ? ଗାଇନ, ଗାଇବା ଶିଖିଯ' ନହେଲେ କନ୍ଦା ଖ' ! କନ୍ଦା କଥାରୁ ମନେ ପଡ଼ିଲା କଲମୁ, ଢୁଲୁ, ପୁରୁନ୍,ପୁଥି,ଗାଢ଼ କନ୍ଦାରେ ଭର୍ତ୍ତି ଆମ ଗାଁ ସୁନାମୁଖୀ ସାଗର ଫି' ସକାଳେ…

ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତିି । ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି, “ଓଡ଼ିଆ ସାହିତ୍ୟ ଲାଗି ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ…

କିଛି କଥା ବାକି ଥାଉ…

କିଛି କଥା ବାକି ଥାଉ... ଶ୍ୱେତା ରାଉତ ଶତାବ୍ଦୀ ଆରମ୍ଭରୁ ଝୁଣ୍ଟି ପଡି ଚାଲୁଥିଲି ଏକା ଏକା ଠିକଣା ଜାଣିନଥିବା ଗନ୍ତବ୍ୟର ଅନ୍ୱେଷଣରେ କାଇଁ କେହି ତ କହିନଥିଲେ ମୋ ପାଇଁ ପାଲଟିଯିବାକୁ ଆଲୋକବର୍ତ୍ତିକା ! କେହି ତ ଦେଖି ପାରୁନଥିଲେ ପଥର ମୂର୍ତ୍ତିର ଲୁହ! କେହି ତ ପାଣି ଛାଟି ଉଠାଇ…

ବୋଉ – ଏକ ଦେବୀଟିଏ

ବୋଉ – ଏକ ଦେବୀଟିଏ ସୁଶିର କୁମାର ସ୍ୱାଇଁ ଧ୍ୟାନମଗ୍ନ ଋଷି ପରି ବୋଉ ମୋର ସବୁଦିନେ ଆମପାଇଁ ଅତ୍ୟନ୍ତ ଗମ୍ଭୀର ସତେ ଅବଅବା ଜାନୁଆରୀ ସକାଳର ମେଞ୍ଚାଏ କାକର । ବୋଉ ଗୋଟେ ଖରାବେଳ ନିଛାଟିଆ ରାସ୍ତା ପିଉଥାଏ ଧୂ ଧୂ ଖରାର ଜହର ତା ଛାତିରେ ଆଙ୍କିଅଛି କେତେ ମୁହିଁ ପଦରେଖା ଚିତ୍ର ।…