Latest Odisha News

BREAKING NEWS

Browsing Tag

odisha

ନିର୍ବାଚନ ପୂର୍ବରୁ ଓଏଏସ୍ ସ୍ତରରେ ବଦଳି କଲେ ସରକାର 

ଭୁବନେଶ୍ୱର:ଓଡ଼ିଶାରେ ଦେଖିବାକୁ ମିଳୁଛି ବଦଳିର ରୂପ। ରାଜ୍ୟସରକାର କରୁଛନ୍ତି ବିଭିନ୍ନ ପରିବର୍ତ୍ତନ। ସାଧାରଣ ନିର୍ବାଚନ ପାଇଁ ହାତରେ ଦିନ କେଇଟା ରହିଥିବା ବେଳେ ଏହାର ଠିକ୍ ପୂର୍ବରୁ ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର…

କୃଷକ ସାଥୀଙ୍କ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର:ଚାଷୀ ଭଉଣୀ ଭାଇମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର। କୃଷକ ସାଥୀଙ୍କ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟର କୃଷକ ସାଥିମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ,…

ସରିଗଲା ବିଧାନସଭା, ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ?

ଭୁବନେଶ୍ୱର:ସରିଗଲା ଷୋଡ଼ଶ ବିଧାନସଭା। ହଙ୍ଗାମା ହଟ୍ଟଗୋଳ ମଧ୍ୟରେ ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚ୍ଚା। ଏବେ ପ୍ରାୟତଃ ଦଳଗୁଡ଼ିକ ଗାଁ ମୁଁହା ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ଭରଷା ଜିତିବା ପାଇଁ କରାଯାଉଛି ସମସ୍ତ ପ୍ରକାରର ପ୍ରଚେଷ୍ଟା।…

କଂଗ୍ରେସରୁ ହାତ ଟିକେଟ ପାଇଁ ବଢ଼ୁଛି କି ଆଶାୟୀଙ୍କ ସଂଖ୍ୟା?

ଭୁବନେଶ୍ୱର:ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯାହା ପାଇଁ ସବୁ ରାଜନୈତିକ ଶିବିରରେ ଏବେ ଟିକେଟ କାହାକୁ ଦିଆଯିବ ସେ ନେଇ ଏବେ ଦଳର ସୁପ୍ରିମୋଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ। ରାଜ୍ୟରେ ବିଜେପି ଓ ବିଜେଡିକୁ ବାଦ୍ ଦେଲେ କଂଗ୍ରେସରୁ ଟିକେଟ ପାଇବା ପାଇଁ…

ଅଧିବେଶନର ଶେଷ ଦିନ: ପ୍ରଶ୍ନକାଳରେ ଭତ୍ତା ବୃଦ୍ଧି ପ୍ରସଙ୍ଗ ତାତି 

ଭୁବନେଶ୍ୱର:ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ପଞ୍ଚମ ଦିନରେ ଅଧିବେଶନ ପହଞ୍ଚିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି,…

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ 

ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ…

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ବଢ଼ିଲା ପଦବୀ ସଂଖ୍ୟା 

ଭୁବନେଶ୍ୱର: ପରିବର୍ତ୍ତନ ମୁଡ୍ ରେ ରାଜ୍ୟ ସରକାର। ଯେଉଁଥିରେ ସାମିଲ୍ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ପଦବି ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ୨ଟି ସ୍ବତନ୍ତ୍ର ସଚିବ (ଲେବଲ-୧୭) ପଦବି ରହିଥିଲା। ଯାହାକୁ ରାଜ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା…

ଓଡ଼ିଶା ଦେଇ ଅଯୋଧ୍ୟା ଯିବ ୪ ଆସ୍ଥା ଏକ୍ସପ୍ରେସ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଇ ଚାଲିବ ୪ଟି ଆସ୍ଥା ଏକ୍ସପ୍ରେସ। ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ। ମିଳିଥିବା ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା ୩୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ…

ଉତ୍ତର ଭାରତରେ ବଢିବ ଶୀତର ପ୍ରଭାବ, ମନାଲୀରେ ତୁଷାରପାତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭବ କରୁଛି। ଏହି ସପ୍ତାହରେ ଦିଲ୍ଲୀରେ କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏଥି ସହିତ ବୁଧବାର ରାଜଧାନୀରେ ଶୀତର ମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ…

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ହେବକି ଟିକିଏ ସମୟ ? ତୁମ ପାଖରେ ଯାଇ ବସନ୍ତି ( ଆମ ଘରେ ଲୋକଙ୍କ ଭାରି ଭିଡ଼ ଅନେକ ଜଞ୍ଜାଳ, ମା'ର ମେଜାଜ ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ ) ତୁମ ଘର ସିଡିରେ ଥିବା କୁଣ୍ଡରେ ନାନା ଜାତି ଫୁଲର ଚାରା ମୃଦୁ ପବନରେ…