Latest Odisha News

BREAKING NEWS

Browsing Tag

Ollywood

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ…

ଅରିନ୍ଦମଙ୍କ ଅଭିନୀତ ସିନେମା “ରାମ୍”ରେ ନଜର ଆସିବେ ବଲିଉଡର ରାହୁଲ୍ ଦେବ୍

ଭୁବନେଶ୍ୱର: ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସିନେମା ଜଗତକୁ କମ୍‌ବ୍ୟାକ୍ କରୁଛନ୍ତି ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ । ଆଗାମୀ ଦଶହରାରେ ତାଙ୍କୁ ଏକ ଭିନ୍ନ ଚରିତ୍ର ‘ରାମ୍‌’ ଅବତାରରେ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ତାପସ୍…

ଆଉ ନାହାଁନ୍ତି ଟେଲି ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ୱର : ପୁଣି ଓଡ଼ିଆ ଅଭିନୟ ଜଗତ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ନାହାଁନ୍ତି ଧାରାବାହିକ ଅଭିନେତା ସୋମାଦତ୍ତ  । ହୃତଘାତରେ ମୃତ୍ୟ ହୋଇଥିବା ଖବର ମିଳିଛି  । ମୃତ୍ୟୁ ବେଳକୁ  ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ସହିଦ୍‌ନଗର…

ସନ୍ତାନର ବ୍ରାଣ୍ଡ ଆମ୍ବାସାଡର୍ ନିଯୁକ୍ତ ହେଲେ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ)ର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ । ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ…

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ପ୍ରଥମ ଥର ଲାଗି ହୋଲି ପର୍ବ ମଙ୍ଗଳବାର କିସରେ ପାଳିତ ହୋଇଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ,…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଲିପ୍ସା

ଭୁବନେଶ୍ବର : ବାଜିଲା ସାହାନାଇ । ପଡ଼ିଲା ହାତଗଣ୍ଠି  । ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା । ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପସା ମିଶ୍ରଙ୍କ ଆକାଶ ଆଚାର୍ଯ୍ୟଙ୍କ ବିବାହ ସମ୍ପନ୍ନ ହୋଇଛି  । ସାତ ଜନ୍ମର ସାଥି ଭାବେ ଆକାଶ…

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯାଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  ।  ରାଜଧାନୀର ଏକ ଘରୋଇ…

ଅଭିନେତା ପିଣ୍ଟୁନନ୍ଦ ଚିକିତ୍ସା ପାଇଁ ଯିବେ ଦିଲ୍ଲୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  । ଏହି ଚିକିତ୍ସା ପାଇଁ…

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଅତ୍ୟାଧୁନିକ ପ୍ରଣାଳୀରେ ହେବ ଚିକିତ୍ସା  

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି । ଲିଭର୍ ସିରିଓସିସ ରୋଗରେ ପୀଡିତ ଥିବା ସୂଚନା । ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସା ହେବା ନେଇ ସୂଚନା ରହିଛି  । ସୂଚନା ମୁତାବକ୍‌, ଅଭିନେତା ପିଣ୍ଟୁ ନନ୍ଦ କିଛି ଦିନ ତଳେ ଡାକ୍ତରଖାନାରେ…

ଥାନାରେ ହାଜର ହେବେ ହ୍ୟୁମାନ୍-ଶ୍ରେୟା, ହେବ ଆପୋଷ ସମାଧାନ

ଭୁବନେଶ୍ୱର : କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଶ୍ରେୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା  । ଆଜି ଥାନରେ ହାଜର ହେବେ ହ୍ୟୁମାନ ଶ୍ରେୟା  । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଶ୍ରେୟା ଆଣିଥିଲେ ସାଂଘାତିକ ଅଭିଯୋଗ  । ଶାରିରିକ ଓ ମାନସିକ  ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ…