Latest Odisha News

BREAKING NEWS

Browsing Tag

Pm Narendra Modi

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଥିମ୍ଫୁରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତରେ ସ୍ଥାନୀୟ ଲୋକ ଖୁସି ଅଛନ୍ତି। ଜଣେ ଶିଶୁ କହିଛନ୍ତି ଯେ, ପିଏମ ମୋଦୀ ଆମ ଦେଶକୁ ଆସିଛନ୍ତି, ଆମେ ଏଥିରେ ବହୁତ ଖୁସି।…

ଲୋକସଭାରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ। ଏହାର ଜବାବରେ ସୋନିଆ ଗାନ୍ଧୀ କହିଥିଲେ, 'ମୋର…

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର, ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ। ପ୍ରାୟ ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଏହି ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍ଏ‌ଆଇ ସିଇଓ ଅଲ୍ଟମ୍ୟାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍‌ଏଆଇର ସିଇଓ ସାମ ଅଲ୍ଟମ୍ୟାନ। ଭାରତ ଗସ୍ତରେ ଆସିଥିବା ଅପେନ୍‌ଏଆଇ ସିଇଓ ଆଇଆଇଆଇଟି ଦିଲ୍ଲୀରେ ଡିଜିଟାଲ ଇଣ୍ଡିଆ ଡାଏଲଗ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ…

ଦିଲ୍ଲୀରେ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ ଦଳର ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ଏନେଇ ମନମୋହନ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବେଶ୍ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ତାଙ୍କର ବହୁ…

‘ମୋଦି କେବେ ପ୍ରତିଶୋଧ ନେଇ ନାହାଁନ୍ତି’: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ଗୁଲାମ ନବୀ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ସଲମାନ ଖୁର୍ଶିଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ।…

ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ ! କହିଲେ, ତାନାଶାହ ପରି ଦେଶ ଚଳାଉଛନ୍ତି ପିଏମ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସଂସଦ ପରିସରରେ ପରୋକ୍ଷରେ ତାନାଶାହ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ଗଣମାଧ୍ୟମରେ ଖଡଗେ କହିଛନ୍ତି, ମୋଦି ନିଜେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଓ କେନ୍ଦ୍ରୀୟ ଏଜେନସିର ଅପବ୍ୟବହାର କରୁଛନ୍ତି, ଯେଉଁଠି…

ତୁର୍କୀକୁ ସମବେଦନା ଜଣାଇବା ବେଳେ ଭୁଜ ସ୍ମୃତି ମନେ ପକାଇ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର  ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତୁର୍କୀର ଏ ଛାତିଥରା ଦୃଶ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତୁର୍କୀର…

ବିଶ୍ୱରେ ଲୋକପ୍ରିୟ ନେତା ମୋଦି, ପଛରେ ପଡ଼ିଲେ ବାଇଡେନ୍ ଓ ସୁନକ

ନୂଆଦିଲ୍ଲୀ: ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା କିଏ ? ଦୁନିଆର ଲୋକପ୍ରିୟ ନେତାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ଅଛନ୍ତି । ଆମେରିକା, ୟୁକେ ଭଳି ରାଷ୍ଟ୍ରର ମୁଖ୍ୟ ଲୋକପ୍ରିୟତା କ୍ଷେତ୍ରରେ ମୋଦିଙ୍କ ପଛରେ ରହିଛନ୍ତି । ବିଜନେସ…

ପୁଣି ଘାରିଲାଣି କରୋନା ଚିନ୍ତା, ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ବଢ଼ିଲାଣି ଚିନ୍ତା । ବର୍ତ୍ତମାନ ଚୀନ ଓ ଆମେରିକା ସମେତ ବିଭିନ୍ନ ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିବେ । ଅପରାହ୍ଣ ୪ଟାରେ ଉଚ୍ଚସ୍ତରୀୟ ବୈଠକ ବସିବା ନେଇ…