କବିତା: ପ୍ରଭୁ ହେ…
ବିମଳା ଶଂକର ଦାଶ
ପ୍ରଭୁ ହେ...ତୁମେ ତ କରୁଣା ନିର୍ଝର
ତଥାପି ଦାସକୁ କଲ ପର
ଭକ୍ତକୁ ରଖି ନିଜଠୁ ଦୂର ....ହେଲ କି ନିଷ୍ଠୁର....(ପଦ)
ପ୍ରଭୁ ହେ....
ପ୍ରତି ପ୍ରଭାତରେ ପୂଜୁଥାଏ ନିତି
ଭକତି ଭାବରେ ହଜି
ସଂଜ ନଇଁ ଗଲେ ନୟନ ଯୁଗଳ
ଅଶ୍ରୁଜଳେ ଯାଏ ଭିଜି
ଆକୁଳେ ଭକତ ପଚାରେ…