Latest Odisha News

BREAKING NEWS

Browsing Tag

Puri Ratha Jatra

କାର୍ଟୁନ କହୁଛି ରଥଯାତ୍ରା କାହାଣୀ, ଫଟୋ ଭାଇରାଲ

ଭୁବନେଶ୍ୱର: କଥା କହୁଛି ଶ୍ରୀଜିଉଙ୍କ କାର୍ଟୁନ ଫଟୋ । ଫଟୋରେ ରହିଛି ୯ଦିନର ନବଦିନାତ୍ମକ ଯାତ୍ରା କାହାଣୀ । ନଅ ଦିନର ଯାତ୍ରା ରଥଯାତ୍ରା । ପୁଣି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡା । ଏହାରି ଭିତରେ ମା’ଲକ୍ଷ୍ମୀଙ୍କ ଅଭିମାନ ଆଉ ନନ୍ଦିଘୋଷ ରଥ ଭଙ୍ଗା । ବାହୁଡା ବାଟରେ ପୁଣି ଲକ୍ଷ୍ମୀ…

ବିନା ଭକ୍ତରେ ଜନ୍ମଦେବୀରୁ ରତ୍ନ ବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ :କରୋନା ସଂକ୍ରମଣ ଭୟ ଯୋଗୁଁ ଆଜି ବି ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରିନି ବଡ ଦାଣ୍ଡରେ । ଗୁଣ୍ଡିଚା ଦିନ ବିନା ଭକ୍ତରେ ମହାପ୍ରଭୁ ରତ୍ନବେଦୀରୁ ଆସିଥିଲେ ଜନ୍ମ ବେଦୀ । ଏବେ ଫେରିଗଲା ବେଳେ ବି ଭକ୍ତ ନାହାନ୍ତି । କେବଳ ହାତ ଗଣତି ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ଯିବ । ଘରେ…

ଆଜି ହେରା ପଞ୍ଚମୀରେ ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେବ ହେରା ପଞ୍ଚମୀ ନୀତି । ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ । ଏଥିପାଇଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଆସିବେ ମାଆ ଲକ୍ଷ୍ମୀ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବ ଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି ପ୍ରଭୁ ଜଗନ୍ନାଥ । ସାଙ୍ଗରେ…

ରଥଯାତ୍ରାରେ ୧୦-୧୨ ଲକ୍ଷ ଜନସମାଗମ ହେବ ବୋଲି ରାଜ୍ୟ ସରକାରଙ୍କ ଭ୍ରମାତ୍ମକ ତଥ୍ୟ ସବୁ ବିଗାଡି ଦେଇଥିଲା : ଗଜପତି

ଭୁବନେଶ୍ୱର: ଅନେକ ଦ୍ୱନ୍ଦ୍ୱ ଆଶା ଆଶଙ୍କା ଭିତରେ ଶେଷରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ପ୍ରଥମେ ୧୮ ତାରିଖରେ ରଥ ଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ପୁନଃବିଚାରର ଆବେଦନର ଶୁଣାଣି କରି କଟକଣା ଭିତରେ ରଥ ଯାତ୍ରା କରିବା ପାଇଁ ନିର୍ଦ୍ଦେ ଶ ଦେଇଥିଲେ କୋର୍ଟ…

ଆଡପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ । ରଥ ଉପରେ ନୀତିକାନ୍ତି ଶେଷ ହେବା ପରେ ସେବାୟତମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ନେଇ ଯାଇଛନ୍ତି । ପରମ୍ପରା ଅନୁଯାୟୀ, ଅପରାହ୍ନ ୫ଟା ୩୫ରେ ପୁଷ୍ପାଂଜଳି ପରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ଗୋଟି ପହଣ୍ଡିରେ ମନ୍ଦିର ଭିତରକୁ…

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ପୁଣି ହେବ କରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ । ପୁରୀ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ୧୦୦୦…

ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ତିନି ରଥ ଗତକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଲାଗିଛି । ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଦିନ ଦୁଇଟା ସୁଦ୍ଧା ପହଣ୍ଡି କରି ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । କରୋନା କଟକଣା ମଧ୍ୟରେ ସବୁ ରୀତିନୀତି କରାଯିବ । ଶ୍ରୀଜୀଉଙ୍କୁ ଆଡପମଣ୍ଡପରେ ଦର୍ଶନ ପାଇଁ…

ଆଜି ସନ୍ଧ୍ୟା ୭ରୁ ପୁରୀରେ କୋହଳ ହେଲା କର୍ଫ୍ୟୁ

ପୁରୀ: ରଥଟାଣା ପରେ ପୁରୀରେ କୋହଳ ହୋଇଛି କର୍ଫ୍ୟୁ । ସନ୍ଧ୍ୟା ୭ଟାରେ ପରେ କଟକଣା ହଟିଛି । ତେବେ ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ…

ଶେଷ ହେଲା ଗୁଣ୍ଡିଚା ଯାତ୍ରା, ସାଧୁବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ସରିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଆଇନ ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୋଲିସ ପ୍ରଶାସନ ଓ…

ଶରଧାବାଲିରେ ଶ୍ରୀଜିଉ, ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ

ପୁରୀ: ଶରଧାବାଲିରେ ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ଠାକୁରଙ୍କ ରଥ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଛି ତିନି ଠାକୁର । ଶରଧାବାଲିରେ ଶୋଭାପାଉଛି ତିନି…