ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରୁ ୨୫୧ ଜଣ ଫେରିଲେ ଘରକୁ
ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ୨୫୧ ଜଣ ବ୍ୟକ୍ତି ଘରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ମଇ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ନିଜ ଘରେ ଛଡ଼ା ଯାଇଥିବା ବେଳେ ଦୁଇ ସପ୍ତାହ ନିଜ ଘରେ ସଙ୍ଗରୋଧରେ ରହିବାବୁ ପରାମର୍ଶ…