Latest Odisha News

BREAKING NEWS

Browsing Tag

rajnikant

କରୋନା ମୁକାବିଲା: ସିଏମ୍ ରିଲିଫ ଫଣ୍ଡ୍‌କୁ ୫୦ ଲକ୍ଷ ଟଙ୍କା ଦେଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ମୁମ୍ବାଇ: କୋଭିଡ୍‌ ରୋଗୀଙ୍କ ଲାଗି ସହାୟତାର ହାତ ବଢାଇଲେ ସୁପରଷ୍ଟାର ରଜନୀକାନ୍ତ। ଏ ନେଇ ସୋମବାର ସେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିଥିଲେ। ଦେଶ କରୋନାଭାଇରସର ଦ୍ୱିତୀୟ ତରଙ୍ଗ ସହ ମୁକାବିଲା କରୁଥିବା ବେଳେ ସୁପରଷ୍ଟାର୍‌ ରଜନୀକାନ୍ତ ସିଏମ୍‌ ରିଲିଫ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ହାଇଦ୍ରାବାଦ: ଫିଲ୍ମ ଅନ୍ନାଥେର ୮ ଜଣ କ୍ରିଉ ମେମ୍ବର କରୋନାରେ ସଂକ୍ରମିତ ହେବା ପରେ ହାଇଦ୍ରାବାଦ ଫେରିଥିଲେ ସୁପରଷ୍ଟାର ରଜନକାନ୍ତ । ହେଲେ ଆଜି ସକାଳୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପରେ ଅନିୟମିତତା ଯୋଗୁଁ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

ବସ୍ କଣ୍ଡକ୍ଟରରୁ ସିନ‌େ ଜଗତର ସୁପରଷ୍ଟାର ରଜନୀକାନ୍ତ; ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ

ଚଳଚ୍ଚିତ୍ର ଜଗତର ଭଗବାନ ବ‌ୋଲାଉଥିବା ରଜନୀକାନ୍ତ ଆଜି ୭୦ ବର୍ଷ ବୟସର‌େ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରର‌େ ବଲିଉଡର ବଡବଡ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଅଭିନନ୍ଦନ ଜଣାଇଛନ୍ତି। ହେଲ‌େ ଫିଲ୍ମ ଜଗତର ଯେଉଁ ସ‌ୋପାନର‌େ ଆଜି ସ‌େ…

ରାଜନୀତିରେ ଏଣ୍ଟ୍ରି କରିବେ ରଜନୀକାନ୍ତ: ଖୁବ୍ ଶୀଘ୍ର ନେବେ ନିଷ୍ପତ୍ତି

ଚେନ୍ନାଇ: ରାଜନୀତିରେ ପ୍ରବେଶ ନେଇ ଖୁବ୍ ଶୀଘ୍ର ଘୋଷଣା କରିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ଆଜି ଏନେଇ ସୂଚନା ଦେଇଛନ୍ତି ରଜନୀକାନ୍ତ । ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ରଜନୀକାନ୍ତ । ଏହି ବୈଠକରେ ଆଗାମୀ ତାମିଲନାଡୁ ନିର୍ବାଚନରେ ଦଳ…

ମୁଖ୍ୟମନ୍ତ୍ରୀ ଭାବେ ରାଜନୀତିରେ ପ୍ରବେଶ କରିବେ କି ଅଭିନେତା ରଜନୀକାନ୍ତ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଚେନ୍ନାଇରେ ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ସେମାନେ ଆଗାମୀ ନିର୍ବାଚନ ପାଇଁ ଶାସକ AIADMK ସହିତ ମିଳିତତାକୁ ମଧ୍ୟ ନିଶ୍ଚିତ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଏଥର…

ରଜନୀକାନ୍ତ ଭରିଲେ ୧୩ଲକ୍ଷ ଟଙ୍କା; ପଢ଼ନ୍ତୁ କାହିଁକି

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ଶୁକ୍ରବାର ଦିନ ୧୩ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିଛି । ଚେନ୍ନାଇରେ ସ୍ଥିତ ତାଙ୍କ ବିବାହ ହଲର ବକେୟା ଟିକସ ବାବଦକୁ ଗ୍ରେଟର ଚେନ୍ନାଇ କର୍ପୋରେସନକୁ ରଜନୀକାନ୍ତ ଦେଇଛନ୍ତି ୬.୩୯ ଲକ୍ଷ ଟଙ୍କା । ତାଙ୍କ ରାଘବେନ୍ଦ୍ର ମଣ୍ଡପଙ୍କ ପାଇଁ ପ୍ରଥମ…

କରୋନାଭାଇରସକୁ ନେଇ ସର୍ଟ ଫିଲ୍ମ ; ଅଭିନୟରେ ଅମିତାଭ, ରଜନୀକାନ୍ତ ଓ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: କରୋନା ମୁକାବିଲାରେ ଆଗେଇ ଆସିଛି ଅଭିନୟ ଜଗତ । ଅର୍ଥରାଶି, ଉପକରଣ ସହାୟତା ଓ ସଚେତନତା ମୂଳକ ଭିଡିଓ ଜରିଆରେ ଅଭିନୟ ଜଗତ ଭାରତ ସରକାରଙ୍କୁ କରୋନା ବିରୋଧୀ ଲଢେଇରେ ସମର୍ଥନ କରିଆସିଛି । ମେଗାଷ୍ଟାର ଅମିତାଭ ବଚ୍ଚନ, ଥଲାଇଭା ରଜନୀକାନ୍ତ, ଦିଲଜିତ୍ ଦୋସାଂଜ ଓ କ୍ୱାଣ୍ଟିକୋ ଫେମ୍…