Latest Odisha News
Browsing Tag

Rath Yatra

କଡ଼ା ସୁରକ୍ଷା ସତ୍ତ୍ୱେ ରଥରେ କିଭଳି ଚଢ଼ିଲେ ଅଣ ସେବାୟତ ? ସୋସିଆଲ୍ ମିଡିଆରେ ରିଲ୍ ଭାଇରାଲ୍

ପୁରୀ: ଘୋଷଯାତ୍ରା ବେଳେ ତମାମ୍ ଅବ୍ୟବସ୍ଥା ପରେ ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ରଥ ଉପରେ ଶ୍ରୀଜୀଉଙ୍କ ଭିଡିଓ ଓ ଫଟୋ । ଯେଉଁଥିରେ କିଛି ଅଣ ସେବାୟତ ରଥ ଉପରେ ଚଢ଼ିବା ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ…

ନୀଳାଦ୍ରି ବିଜେ, ନବ ଦିନାତ୍ମକ ଯାତ୍ରା ସାରି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କଲେ ଶ୍ରୀବିଗ୍ରହ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ନୀଳାଦ୍ରି ବିଜେରେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିଛନ୍ତି । ମଦନ ମୋହନଙ୍କ ପରେ ଶ୍ରୀ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର ଓ ପରେ ଭଉଣୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା ।…

ପୁରୀ ରଥଯାତ୍ରାରେ ୧୦ ଲକ୍ଷ ୫୦ ହଜାରରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ବଡ ଦାଣ୍ଡ ଉପରେ ୧୧ ଦିନ ଧରି ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଯୋଗାଇ ଦିଆ ଯାଇଥିଲା । ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ…

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୋଜନ ସେବା, ସୁନା ବେଶ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର…

ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି, ସିଂହଦ୍ୱାରର ହେବ ରୂପା ଛାଉଣୀ

ପୁରୀ: ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି । ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଗରୁଡ଼ସ୍ତମ୍ଭ ଉପରି ଭାଗ ପିଲାରରେ ଥିବା ଫାଟ ଅନୁଧ୍ୟାନ କରାଯିବ । ପୂର୍ବରୁ ଲାଗିଥିବା କ୍ରାକ ମିଟର ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ମରାମତି…

କାହିଁକି ଅଧା ବାଟରେ ଅଟକିଗଲା ରଥ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ‘ଠାକୁରଙ୍କ ଇଚ୍ଛା’

ପୁରୀ: ଘୋଷଯାତ୍ରା ପାଇଁ ଗତକାଲି ଠିକ୍ ସମୟରେ ନୀତି କାନ୍ତି ସରିଥିଲା । ହେଲେ କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ଯାହାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ । ଏନେଇ…

ବଡ଼ଦାଣ୍ଡରେ ଗଡ଼ିଲା ରଥ; ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା, ୧୫ ଆହତ

ପୁରୀ: ବଡ଼ଦାଣ୍ଡରେ ଅଘଟଣ । ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ପ୍ରଥମେ ଆରମ୍ଭ ହୋଇଥିଲା । ଗରମ ଓ ଗୁଳୁଗୁଳି ଭିତରେ ଭକ୍ତ ପ୍ରବଳ ଉତ୍ସାହର ସହ ତାଳଧ୍ୱଜକୁ ଟାଣି ନେଇଥିଲେ । ମରିଚିକୋଟ ଛକ ନିକଟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୫ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା…

କାହିଁକି ହୁଏ ରଥ ଯାତ୍ରା ? ଜାଣନ୍ତୁ ମହତ୍ତ୍ୱ

ପୁରୀ: ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ପୁରୀରେ ରଥ ଯାତ୍ରା ହୁଏ । ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ନେଇ ବାହାରି ଯାଆନ୍ତି କଳା ଠାକୁର । ଯେଉଁଥିରେ ସାମିଲ୍ ହେବାକୁ ଦେଶ ବିଦେଶରୁ ପୁରୀ ଛୁଟି ଆସିଥାନ୍ତି ଭକ୍ତଗଣ ।…

ଶ୍ରୀକ୍ଷେତ୍ର ଆକାଶ ମେଘ ଶୂନ୍ୟ, ଗୁଳୁଗୁଳିରେ ସନ୍ତୁଳି ହେବେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ର ପାଲଟିଛି । ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ଆଜି ଶ୍ରୀକ୍ଷେତ୍ରର ଆକାଶ ପ୍ରାୟ ମେଘ ଶୂନ୍ୟ ରହିଛି । ଫଳରେ ଖରାର ମାତ୍ରା ଏବଂ ଉଚ୍ଚ  ଆଦ୍ରତା ହେତୁ ଗୁଳୁଗୁଳି ଲାଗି ରହିଥିବା ସୂଚନା ଦେଇଛି…

ଭକ୍ତମୟ ବଡ଼ଦାଣ୍ଡ, ଭାବର ଠାକୁରଙ୍କୁ ରଥରେ ଦେଖିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ

ପୁରୀ: ରଥ, ପଥ ସବୁକିଛି ପ୍ରସ୍ତୁତ ହୋଇ ରହିଛି । ହଟିଆ ଠାକୁର କାଳିଆ କେତେବେଳେ ବଡ଼ଦାଣ୍ଡକୁ ଆସିବେ ଚାହିଁ ରହିଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସମୟ ଗଡ଼ିବା ସହ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଦିନ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ଦିନ ସାଢ଼େ…