Latest Odisha News

BREAKING NEWS

Browsing Tag

Sikkim

ସିକ୍କିମରେ ଭୟଙ୍କର ହିମସ୍ଖଳନରେ ୬ ପର୍ଯ୍ୟଟକ ମୃତ, ୧୫୦ ଜଣ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ସିକ୍କିମର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗ୍ୟାଙ୍ଗଟକରେ ମଙ୍ଗଳବାର ହିମସ୍ଖଳନ ହୋଇଛି । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ରୁ ଅଧିକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ମୃତ୍ୟୁବରଣ କରିଥିବା ୬ ପର୍ଯ୍ୟଟକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଏକ ଛୁଆ…

LACରେ ପୁଣି ସଂଘର୍ଷ, ସିକ୍କିମ୍ ଦେଇ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ୨୦ ଚୀନ ସୈନିକ ଆହତ

ଲଦାଖ: ଗୋଟିଏ ପଟେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ମଧ୍ୟରେ ଗତକାଲି ନବମ ପର୍ଯ୍ୟାୟ କୋରକମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ୧୫ ଘଣ୍ଟା ଧରି ଲଦାଖ ସୀମାରେ ଉତ୍ତେଜନା ହ୍ରାସ ନେଇ ଆଲୋଚନା ହୋଇଥିଲା ।  ପୂର୍ବ ଲଦାଖ ଏଲଏସିରେ ଉତ୍ତେଜନା ଲାଗି ରହିଥିବା ବେଳେ ସିକ୍କିମ ଦେଇ ଭାରତକୁ ଅନୁପ୍ରବଶ…

କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ । ଦେଶର ଅନେକ ସ୍ଥାନରେ ଆଜିଠୁ ସ୍କୁଲ ଖୋଲିଛି । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ସ୍କୁଲ ଖୋଲିଛି। ଏଥିସହିତ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ ଗାଇଡଲାଇନ୍…

ଜୁନ ୧୫ରୁ ସିକିମରେ ଖୋଲିବ ସ୍କୁଲ, କଲେଜ; ସରକାରଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା

ଗ୍ୟାଙ୍ଗ୍‌ଟକ: ଆସନ୍ତା ଜୁନ ୧୫ ତାରିଖରୁ ୯ମ ଶ୍ରେଣୀ ଏବଂ ତଦୂର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶୈକ୍ଷିକ ଅନୁଷ୍ଠାନ ମାନ ଖୋଲିବା ନିମନ୍ତେ ସିକିମ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଦେଶର କେବଳ କରୋନା ମୁକ୍ତ ରାଜ୍ୟ ରୁପେ, ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ସୁରକ୍ଷା କୁ…