Latest Odisha News

BREAKING NEWS

Browsing Tag

SOP

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ…

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ…

ଅଷ୍ଟମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ନେଇ ଜାରି ହେଲା SOP

ଭୁବନେଶ୍ୱର : ଦଶହରା ଛୁଟି ପରେ ସ୍କୁଲରେ ଅଷ୍ଟମ ଓ ଏକାଦଶର ପାଠପଢ଼ା ହେବା ନେଇ ପ୍ରକାଶ ପାଇଲା ଏସଓପି । ସକାଳ ୯ ଟାରୁ ଦିନ ୧୨ ଟା ୩୦ ଯାଏଁ ଅଷ୍ଟମ କ୍ଲାସର ପାଠ ପଢ଼ାହେବ। ଏକାଦଶ ଶ୍ରେଣୀ ପାଠପଢ଼ା ଦିନ ୧୦ ଟାରୁ ସାଢେ ଗୋଟାଏ ଯାଏଁ ହେବ । ଅଷ୍ଟମ କ୍ଲାସ ପିଲାଙ୍କୁ ଆଉ ମଧ୍ୟହ୍ନ ଭୋଜନ ଦିଆଯିବ…

“ନିଟ୍‌-୨୦୨୦” ପରୀକ୍ଷା ପାଇଁ କେନ୍ଦ୍ରର ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଆୟୋଜିତ ହେବ ନିଟ-୨୦୨୦ ପରୀକ୍ଷା । ତେବେ କରୋନା କାଳରେ ଏହି ପରୀକ୍ଷା ପରିଚାଳନା ନିମେନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ‘ଅଲ୍ ଇଣ୍ଡିଆ ମେଡିକାଲ୍ ଏଣ୍ଟ୍ରାନ୍ସ୍‌ ଏକ୍ଜମିନେସନ୍-୨୦୨୦’ ଦେବାକୁ ଆଗ୍ରହୀ…

କଟକର ୩ ହସ୍ପିଟାଲ ପାଇଁ ଏସ୍‌ଓପି ଜାରି

କଟକ: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ କରୋନା ତାରା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ କଟକର ବିଭିନ୍ନ ମେଡିକାଲ ପାଇଁ ଏସ୍‌ଓପି ଜାରି ହୋଇଛି । ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବଂ ଶିଶୁ ଭବନ ପାଇଁ ଏସ୍‌ଓପି ଜାରି ହୋଇଛି ।…

ପଙ୍ଗପାଳ ମୁକାବିଲା ପାଇଁ ନିୟମାବଳୀ ଜାରି କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଛତିଶଗଡରେ ପଙ୍ଗପାଳଙ୍କ ଆତଙ୍କ । ସେଠାକାର କୋରିୟା ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପଙ୍ଗପାଳ ମୁକାବିଳା ପାଇଁ ନିୟମାବଳୀ ଜାରି କରିଛନ୍ତି । ପଙ୍ଗପାଳ ନେଇ କୃଷି ଭବନରେ ସମୀକ୍ଷା ବୈଠକ…

ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏସ୍‌ଓପି’ ଘୋଷଣା

ଚଣ୍ଡିଗଡ: ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଜୁଲାଇ ମାସରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପେରେଟିଭ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଛନ୍ତି ପଞ୍ଜାବ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ ଡଃ ପରବିନ୍ଦର୍ ସିଂହ । ଏହି…