Latest Odisha News

BREAKING NEWS

Browsing Tag

Sourav Ganguly

ବିଶ୍ୱକପକୁ ନେଇ ଚର୍ଚ୍ଚା ବଢ଼ାଇଲା ଯୁବରାଜଙ୍କ ଚିନ୍ତା: ସେହୱାଗ୍ ଓ ସୌରଭ ଗାଙ୍ଗୁଲି କଲେ ଆଲୋଚନା

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳ ଏବେ ୨୦୨୩ ଏସିଆ କପରେ ବ୍ୟସ୍ତ ଅଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପରେ ଟିମ୍ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ୍ ଖେଳିବାକୁ ପଡ଼ିବ, ଯାହାକୁ ନେଇ ଟିମ୍ ଇଣ୍ଡିଆର ଘୋଷଣା ମଧ୍ୟ ହୋଇସାରିଛି। ବିଶ୍ବକପକୁ ଆଉ ମାତ୍ର…

ସୌରଭ ଗାଙ୍ଗୁଲିଙ୍କ ଝିଅଙ୍କୁ କରୋନା

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କ ଝିଅ ସାନା ଗାଙ୍ଗୁଲିଙ୍କୁ କରୋନା। ତାଙ୍କର କରୋନା ଜନିତ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ପୂର୍ବତନ ଅଧିନାୟକ ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କର କରୋନା…

ସୌରଭ ଗାଙ୍ଗୁଲିଙ୍କୁ କରୋନା

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କରୋନା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି କୋଭିଡ୍ ଟେଷ୍ଟ କରାଇଥିଲେ ଗାଙ୍ଗୁଲି । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ଗାଙ୍ଗୁଲିଙ୍କୁ କୋଲକାତା ସ୍ଥିତି…

ବିଜେପିରେ ମିଶିବେ କି ସୌରଭ ଗାଙ୍ଗୁଲି!

କୋଲକାତା: ଅନୁମାନ କରାଯାଉଛି ଯେ ବିଜେପି ଚାହୁଁଛି ଯେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆସନ୍ତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତୁ। ଏ ନେଇ ତାଙ୍କର ପୂର୍ବତନ ସାଥୀ ତଥା ମୋୟନା ଆସନରୁ ସାଫ୍ରନ୍ ଦଳର ପ୍ରାର୍ଥୀ ଅଶୋକ ଦିଣ୍ଡା କହିଛନ୍ତି ଯେ…

ଭାଇରାଲ୍ ପୋଷ୍ଟମୋର୍ଟମ: ବିସିସିଆଇ ଛାଡି ରାଜନୀତିରେ ପାଦ ଥାପିବେ କି ସୌରଭ ଗାଙ୍ଗୁଲି ?

ଭୁବନେଶ୍ୱର: ଅଭିନେତାରୁ ନେତା ସାଜିଛନ୍ତି ବଲିଉଡର ଦାଦା ମିଥୁନ ଚକ୍ରବର୍ତ୍ତୀ । ଆଉ ଏବେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ନାଁ ସାମ୍ନାକୁ ଆସିଛି । ଏପରିକି ତାଙ୍କ ନାଁରେ ପୋଷ୍ଟର ବି ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ହେଲେ ଗୋଟିଏ ନୁହେଁ ବରଂ ଏକାଧିକ ରାଜନୈତିକ ଦଳର…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଦାଦା

କୋଲକାତା: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରବିବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଅବଶ୍ୟ, ପରବର୍ତ୍ତୀ କିଛି ଦିନ ପାଇଁ ତାଙ୍କୁ ଘରେ ବିଶ୍ରାମ ନେବାକୁ ପଡିବ।ଏହାସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ନିୟମକୁ…

ପୁଣି ‌ସୌରଭ ଗାଙ୍ଗୁଲିଙ୍କର କରାଗଲା ଆଞ୍ଜିଓପ୍ଲାଷ୍ଟି

କୋଲକାତା:  କୋଲକାତା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି । ଆଜି ତାଙ୍କର ପୁଣି ଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଏହାସହ ହୃତ୍‌ପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ…

ପୁଣି ବିଗିଡିଲା ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା, ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଡାକ୍ତରଖାନାରେ ଭର୍ତ୍ତି 

କୋଲକାତା : ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ । ବିସିସିଆଇର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ସେ ଛାତିରେ ଯନ୍ତ୍ରଣା ଅନୁଭବ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି

କୋଲକାତା: ସୁସ୍ଥ ହୋଇ ଘରକୁ ଫେରିଲେ ବିସିସିଆଇ ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ଆଜି ତାଙ୍କୁ କୋଲକାତା ସ୍ଥିତ ଉଡଲ୍ୟାଣ୍ଡସ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ଫ୍ୟାନଙ୍କ ସାମନାକୁ ଆସିଥିଲେ ଗାଙ୍ଗୁଲି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଚିକିତ୍ସା…

ଆଜି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେନି ଗାଙ୍ଗୁଲି

କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ନାହିଁ। ଏହା ପଛର କାରଣ ହେଉଛି ନିଜେ ସୌରଭ ଗାଙ୍ଗୁଲି, ଯିଏ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହୁଁଛନ୍ତି। ହସ୍ପିଟାଲ…