Latest Odisha News

BREAKING NEWS

Browsing Tag

Sudarsan Patnaik

ରତ୍ନଭଣ୍ଡାର ଖୋଲିବାକୁ ପୁରୀ ଗଜପତିଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଖୋଲାଯାଉ ରତ୍ନଭଣ୍ଡାର । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଛନ୍ତି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି । ଚିଠିରେ ଉଲ୍ଲେଖ…

ମାସ୍କ ପିନ୍ଧି କରୋନା ସଂକ୍ରମଣଠୁଁ ସୁରକ୍ଷିତ ରୁହନ୍ତୁ; ଶିଳ୍ପୀ ସୁଦର୍ଶନଙ୍କ ଚମତ୍କାର ବାଲୁକାକଳା

ପୁରୀ: ମରଣାନ୍ତକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଯୋଗୁଁ ଏବେ ସାରା ବିଶ୍ୱବାସୀ ଆତଙ୍କିତ । ଏହି ଅବସରରେ ଘରୁ ନବାହାରି ଘରେ ସୁରକ୍ଷିତ ରହିବା ଲାଗି ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି । Protect yourself & others. “Let's…

କରୋନା ଲଢେଇରେ ପୋଲିସ, ଡାକ୍ତର, ନର୍ସଙ୍କ ସେବା: ବାଲୁକାକଳାରେ ସୁଦର୍ଶନ କଲେ ପ୍ରଶଂସା

ପୁରୀ: ମରଣାନ୍ତକ କରୋନା ମହାମାରୀ ଯୋଗୁଁ ଏବେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡ଼ିଛି । ଘାତକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଦୈନିକ ଶହ ଶହ ବ୍ୟକ୍ତି ପ୍ରାଣ ହରାଇବାରେ ଲାଗିଛନ୍ତି । ସମସ୍ତ ଘାତ ପ୍ରତିଘାତ ତଥା ପ୍ରତିବନ୍ଧକକୁ ଭ୍ରୁକ୍ଷେପ ନ’କରି ଏହି କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ; ବାଲୁକାକଳାରେ ସ୍ୱାଗତ କଲେ ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭାରତ ଗସ୍ତ ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ ଜଣାଇଛନ୍ତି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି । ଉକ୍ତ…

ବାଲୁକାକଳାରେ ‘ସହିଦ ବାଜି ରାଉତ’ଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ସ୍ୱାଧିନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବାଜି ରାଉତ ୧୯୨୬ ମସିହା ୫ ଅକ୍ଟୋବର ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।…

ହଜାରଟି ପ୍ଲାଷ୍ଟିକ୍ ବୋତଲ ସହ ବାଲୁକା ଶିଳ୍ପୀ ସୁଦର୍ଶନ ନିର୍ମାଣ କଲେ ଗଣେଶ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ୍ ବୋତଲରେ ଗଣେଶ ମୂର୍ତ୍ତି ନିର୍ମାଣ କରିବା ସହ ପ୍ଲାଷ୍ଟିକର ବ୍ୟବହାର ନକରିବା ଲାଗି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଗଣେଶ ଚତୁର୍ଥୀ ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ…

ବାଲୁକା କଳାରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟରମାନଙ୍କୁ ସଚେତନ ରହିବା ପାଇଁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନେ…