Latest Odisha News
Browsing Tag

Sushant Singh Rajput

ସୁଶାନ୍ତ ସିଂଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ ଦ ଜଷ୍ଟିସ୍’ ଉପରେ ଲାଗିବନି ପ୍ରତିବନ୍ଧକ

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ନ୍ୟାୟ ଦ ଜଷ୍ଟିସ୍' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି, ଯେଉଁଥିରେ…

ଆଜିଯାଏଁ ଖାଲି ପଡ଼ିଛି ସୁଶାନ୍ତଙ୍କ ବିଳାସ ପୂର୍ଣ୍ଣ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ବି ବିଶ୍ୱାସ କରିପାରୁ ନାହାଁନ୍ତି ଫ୍ୟାନ୍ସ । ସୁଶାନ୍ତ ସିଂଙ୍କ ମୃତ୍ୟୁ ୨ବର୍ଷ ବିତି ଯାଇଥିଲେ ମଧ୍ୟ ଫ୍ୟାନ୍ସଙ୍କ ମନରୁ ଭୁଲିନି ସୁଶାନ୍ତଙ୍କ ସ୍ମୃତି  । ତାଙ୍କର ପ୍ରତିଟି ଜିନିଷକୁ ନେଇ ଫ୍ୟାନ୍ସ ମାନେ ଆଜି ବି…

ବଲିଉଡ଼କୁ ଲାଗିଛି ସୁଶାନ୍ତ ସିଂଙ୍କ ଅଭିଶାପ: କେଆରକେ

ମୁମ୍ୱାଇ: ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଏଟର କମାଲ ଆର ଖାନ ତଥା କେଆରକେ ପୁଣି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ତାଙ୍କୁ ଏକ ପୁରୁଣା ବିବାଦୀୟ ଟ୍ୱିଟ ପାଇଁ ଗିରଫ କରାଯାଇଥିଲା ଏବଂ ସେ କିଛି ଦିନ ଜେଲରେ ମଧ୍ୟ ରହିଥିଲେ। ଜେଲରୁ ବାହାରିବା ପରେ କେଆରକେ ସୋସିଆଲ ମିଡିଆରେ…

ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ ମୃତ

ପାଟନା: ମଙ୍ଗଳବାର ସକାଳେ ବିହାରର ଲାଖାଇସରାଇ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କୁ ଫିଲ୍ମ ଷ୍ଟାର ସ୍ବର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ତାଙ୍କ ସହ କାର…

ଆକ୍ଟିଭ୍‌ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ; ତାଜୁବ ହେଲେ ଫ୍ୟାନ୍ସ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏବେ ବି ଜୀବିତ ଅଛନ୍ତି। ତେବେ କିଛିଦିନ ତଳେ ଯେତେବେଳେ ସୁଶାନ୍ତଙ୍କ ଫେସବୁକ୍ ଆକାଉଣ୍ଟ ଅଚାନକ ସକ୍ରିୟ ହୋଇଥିଲା ସେତେବେଳେ ତାଙ୍କ ପ୍ରଶଂସକ…

ମୃତ୍ୟୁ ପରେ ବି ବଢୁଛି ସୁଶାନ୍ତଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ଏକ ବର୍ଷ ବିତିଗଲାଣି। ଆଜିର ଦିନରେ ସୁଶାନ୍ତଙ୍କ ଆତ୍ମହତ୍ୟା କରିଥିବା ଗଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ସୁଶାନ୍ତ ସିନା ତାଙ୍କ ପ୍ରଶଂସକଙ୍କୁ ଛାଡି ଚାଲିଯାଇଛନ୍ତି ହେ‌ଲେ ତାଙ୍କ ପ୍ରଶଂସକ ତାଙ୍କୁ ଆଜି…

ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ସୁଶାନ୍ତ ସିଂଙ୍କ ଜୀବନ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ । ଆସନ୍ତାକାଲି ଏହା ମୁକ୍ତିଲାଭ କରିବାର ଅଛି । ରିଲିଜ ଉପରେ…

ଇଡି ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ; ଫିଲ୍ମ ‘ରାବ୍‌ତା’ ପାଇଁ ସୁଶାନ୍ତ ନେଇଥିଲେ ୧୭ କୋଟି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣି ଜୋରଦାର ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ଦେୟ ବିଷୟରେ ଇଡି ସୂଚନା ପାଇଛି। ସୂଚନାନୁସାରେ ସୁଶାନ୍ତଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା: ୨୨ତମ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନିଷିଦ୍ଧ ନିଶା ଔଷଧ ସେବନ ଏବଂ ବିତରଣ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜଣେ ମ୍ୟାନେଜମେଣ୍ଟ ପ୍ରଫେସନାଲକୁ ଗିରଫ କରିଛନ୍ତି। ଏନସିବି ଅଧିକାରୀମାନେ ୧୬/୨୦ କେସ୍ ନମ୍ବର ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍-ବାସିନ୍ଦା ଜୟ ମାଧୋକଙ୍କୁ ଗିରଫ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନକଲି ଖବର ପ୍ରଚାର ଅଭିଯୋଗରେ ‘ଆଡଭୋକେଟ୍’ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀର ଜଣେ ଓକିଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ନିଜକୁ ଓକିଲ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଇଛି। ଏନଡିଟିଭିରେ ପ୍ରକାଶିତ…