Latest Odisha News

BREAKING NEWS

Browsing Tag

USA

ଆମେରିକାର ସ୍କୁଲ୍‌ରେ ଗୁଳିକାଣ୍ଡ; ୨ ଛାତ୍ର ମୃତ, ଶିକ୍ଷକ ଆହତ

ଓ୍ବାଶିଂଟନ : ପୁଣି ଆମେରିକାର ସ୍କୁଲରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ୨ଜଣ ଛାତ୍ର ମୃତ, ଜଣେ ଶିକ୍ଷକ ଆହତ। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି…

ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପୁଣି ପ୍ରପୋଜ

ବର୍ଜିନିଆ:  ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପ୍ରପୋଜ ।  ବେଳାଭୂମିରେ ପତ୍ନୀଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଲେ ଆଉ ପ୍ରପୋଜ କଲେ ଜଣେ ୫୮ ବର୍ଷିୟ ବ୍ୟକ୍ତି  ।  ଆପଣ ଭାବୁଥିବେ ବୋଧହୁଏ ବିବାହ ବାର୍ଷିକୀରେ ପୂର୍ବ ସ୍ମୃତି ରୋମନ୍ଥନ କରୁଥିଲେ  । କିନ୍ତୁ ନା, ସେମିତି କିଛି ବି ନୁହେଁ ।…

ପାଓ୍ୱାର ଟାଓ୍ୱାରରେ ଲାଗିଲା ବିମାନ, ୯୦ହଜାର ଅନ୍ଧାରରେ କାଟିଲେ ରାତି

ଓ୍ୱାଶିଂଟନ: ଆମେରିକାରେ ବିଦ୍ୟୁତ ଟାଓ୍ୱାରରେ ଲାଗିଲା ବିମାନ । ପ୍ରାୟ ୯୦ ହଜାର ଲୋକ ଅନ୍ଧାରରେ କାଟିଥିଲେ ରାତି । ମୋଣ୍ଟେଗୋମରି କାଉଣ୍ଟିରେ ଏକ ଛୋଟ ବିମାନ ଇଲେକ୍ଟ୍ରିକ୍ ତାରରେ ଝୁଲିପଡିଥିଲା । ଫଳରେ କରେଣ୍ଟ କଟ୍ ହୋଇ ସହର ପୂରା ଅନ୍ଧାର ହୋଇଯାଇଥିଲା । ବିମାନରେ ୨ଜଣ ଥିଲେ ବି ସେମାନେ…

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ…

ତାଇଓ୍ୱାନକୁ ଦଖଲ କରିବାକୁ ସି ଜିନପିଙ୍ଗ୍ ଦେଖୁଛନ୍ତି ସ୍ବପ୍ନ!

ତାଇଓ୍ବାନକୁ ଦଖଲ କରିବ କି ଚୀନ? ଏ ପ୍ରଶ୍ନ କୁ ନେଇ ସାରା ବିଶ୍ବରେ ଏବେ ଚର୍ଚା, ଆଲୋଚନା ଚାଲିଛି । ତେବେ ଏହି ଆଲୋଚନାକୁ ଚାଇନା ପୁଣି ଖୋରାକ ଯୋଗାଉଛି । ଏବେ ତାଇଓ୍ବାନକୁ ଦଖଲ କରିବା ପାଇଁ ପୁଣି  ଚାଇନା ନୂଆ ପ୍ଲାନ କରିଛି । ଏଥିପାଇଁ ପ୍ରଥମେ ଧମକ ଦେବା ପରେ ଏବେ ତାଇଓ୍ବାନ …

ଚନ୍ଦ୍ରକୁ କବଜା କରିବାକୁ ଚାହୁଁଛି ଚୀନ! ଚୋରି କରୁଛି ଟେକ୍ନୋଲୋଜି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଡାଳେ ଡାଳେ ଗଲେ ଚୀନ ପତ୍ରେ ପତ୍ରେ ଯାଉଛି ।  ଚନ୍ଦ୍ରକୁ ଏକଚାଟିଆ ଅଧିକାର ସାବ୍ୟସ୍ତ ଲାଗି ଚୀନ୍ ବୈଜ୍ଞାନିକମାନେ ରାତିଦିନ ଏକ କରି ଗବେଷଣା କରୁଛନ୍ତି ।  ଏପରିକି ଅନ୍ୟ ଦେଶର ଟେକ୍ନୋଲୋଜି ମଧ୍ୟ ଚୋରି କରୁଛନ୍ତି । ଏଭଳି  ଆଶଙ୍କା କରିଛନ୍ତି ନାସା…

ସୋମବାର ମୋଦି-ବାଇଡେନ ଭିଡିଓ କନଫରେନ୍ସ ଜରିଆରେ କରିବେ ଆଲୋଚନା

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦ୍ୱିପାକ୍ଷିକ ସହଯୋଗ ଏବଂ ଦକ୍ଷିଣ ଏସିଆ ଇଣ୍ଡୋ-ପାସିଫିକ ବିଷୟକୁ ନେଇ ଆଲୋଚନା…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତରେ ଜମୁଛି ଅନ୍ତର୍ଜାତୀୟ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଆର୍ଥିକ ପ୍ରତିବନ୍ଧକ ଲଗାଇବା ପଛର ପ୍ରମୁଖ ନାୟକ ହେଉଛନ୍ତି ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦଲ୍ଲୀପ ସିଂ । ଏବେ ଦଲ୍ଲୀପ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି…

ଆମେରିକାର ସୁପରମାର୍କେଟରେ ଗୁଳିକାଣ୍ଡ, ପୋଲିସ ସହ ୬ ମୃତ

ଓ୍ୱାଶିଂଟନ: ଆମେରିକାର କଲୋରଡୋ ଅନ୍ତର୍ଗତ ବୋଲଡରର ଏକ ସୁପରମାର୍କେଟରେ ହୋଇଥିବା ଗୁଳିକାଣ୍ଡରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୋଲିସ ଅଧିକାରୀ ଯାଞ୍ଚ ଆରମ୍ଭ କରିଥିବା ବେଳେ ମୃତ୍ୟୁ…

ନିଜ ଦେଶ ଛାଡି ଆମେରିକା ପାଇଁ କ୍ରିକେଟ୍ ଖେଳିବେ ଏହି ଖେଳାଳି !

ଭୁବନେଶ୍ୱର: ଦିନିକିଆ କ୍ରିକେଟରେ ତାଙ୍କ ନାଁରେ ରହିଛି ଦ୍ୱିତୀୟ ଦୃତ୍ତତମ ଶତକ । ଆଇପିଏଲରେ ବି ସେ ନିଜ ଦବଦବା ଦେଖାଇ ସାରିଛନ୍ତି । ତଥାପି ନିଜ ଦେଶ ଛାଡି ଅନ୍ୟ ଦେଶ ତଥା ଆମେରିକା ପାଇଁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଜଣେ ମହାନ୍ କ୍ରିକେଟର୍ । ନ୍ୟୁଜିଲ୍ୟାଣ୍ଡର କୋରି…