Latest Odisha News

BREAKING NEWS

Browsing Tag

World Health Oraganisation

ଘାତକ କରୋନାର ନୂଆ ଭାରିଆଣ୍ଟ: ଡେଲଟାଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ପୁଣି ଥରେ ସାରା ବିଶ୍ୱରେ ହଇଚଇ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହାର ନାଁ ରହିଛି B.୧.୧.୫୨୯ । ଏହା ଦ୍ରୁତଗତରେ ବ୍ୟାପୁଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ । ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ ।…

ଚୀନ୍ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ଦେଲା WHO

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଚୀନ୍ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନର ସିନୋଫାର୍ମ ପ୍ରସ୍ତୁତ କୋଭିଡ୍ ଟିକାକୁ ଗ୍ରୀନ୍ ସିଗନାଲ ମିଳିଛି । ଏହା ହେଉଛି ଚୀନର ପ୍ରଥମ ଟିକା ଯାହାକୁ ମିଳିଛି WHO ମଞ୍ଜୁରୀ । ଏନେଇ ଏକ ସାମ୍ବାଦିକ…

କରୋନା ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଚୀନକୁ ଟିମ୍ ପଠାଇବ WHO

ଚୀନରେ କରୋନାର ଉତ୍ପତ୍ତି ସ୍ଥଳ କେଉଁଠି ? ଉହାନ୍ ମାଂସ ମାର୍କେଟ ନା ଲାବ୍ରୋଟୋରୀ ? ଚୀନ କହୁଥିବା କଥାର କେତେ ସତ ଅଛି ? ଗ୍ରାଉଣ୍ଡରୁ ତଥ୍ୟ ସଂଗ୍ରହ କରିବେ ବିଶେଷଜ୍ଞ । ଚୀନକୁ ଏକ ଟିମ୍ ପଠାଇବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ମହାମାରୀର ଛଅ ମାସ ପରେ ଏହାର ମୂଳ ଖୋଜିବାକୁ ଘୋଷଣା…

ଡେକ୍ସାମେଥାସୋନ ଉତ୍ପାଦନ ବଢ଼ାଇବାକୁ କହିଲା WHO

କରୋନା ଭାଇରସ ପାଇଁ ଏଯାଏ କୌଣସି ଟିକା ବାହାରିନି । କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ଏଭଳି ସ୍ଥିତିରେ ଫଳପ୍ରଦ ସାବ୍ୟସ୍ତ ହେଉଛି ଡେକ୍ସାମେଥାସୋନ (Dexamethasone) । ଏହାର ଉତ୍ପାଦନ ବଢ଼ାଇବା ପାଇଁ କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବ୍ରିଟେନରେ ଏହାର କ୍ଲିନିକାଲ ଟ୍ରାଏଲ ପରେ ଅଧିକ…