Latest Odisha News

BREAKING NEWS

ପୁଣିଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃର୍ପାଶ୍ୱ ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ତଥା ସୌନ୍ଦର୍ଯ୍ୟ କରଣ ନିମନ୍ତେ ମେଘନାଦ ପାଚେରୀ ଠାରୁ ୭୫ ମିଟର ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠ ଏବଂ ଏହାର ଦୋକାନ ଘର ଗୁଡିକୁ ପୁରୀ ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି।

ଅନ୍ୟଅଟେ କରୋନା ଯୋଗୁ ସାରା ରାଜ୍ୟ ଲକଡାଉନ ଥିବାରୁ ପ୍ରାୟ ୨ମାସ ହେବ ଉଛେଦ କାର୍ଯ୍ୟ ବନ୍ଦ ରଖାଯାଇଥିଲା. ଉଛେଦ କାର୍ଯ୍ୟ ରେ ନିଯୋଜିତ ଥିବା କର୍ମଚାରୀ ମାନେ ସମସ୍ତ କୋଭିଡ କଟକଣା ମାନି କାର୍ଯ୍ୟ କରୁଥିବା  ପ୍ରଶାସନ ତରଫରୁ ସୂଚନା ମିଳିଛି।

Leave A Reply

Your email address will not be published.