Latest Odisha News

BREAKING NEWS

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ପାକ୍ ହାଇ ଭୋଲଟେଜ ସେମିଫାଇନାଲ ଆଜି

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲା ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି । ଏହି ହାଇ ଭୋଲଟେଜ ମୁକାବିଲାରେ ଭାରତର ପଲା ଭାରି ରହିବ ବୋଲି ଆଶା କରାଯାଉଛି ।

ଚଳିତ ଟୁର୍ନାମେଂଟରେ ଉଭୟ ଦଳ ଅପରାଜେୟ ଭାବେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଟିମର ନେତୃତ୍ୱ ପ୍ରିୟମ ଗର୍ଗ ନେଉଛନ୍ତି । ୨୦୧୮ସେମିରେ ଭାରତ୨୦୩ ରନରେ ପାକିସ୍ତାନକୁ ପରାସ୍ତ କରିଥିଲା ।

ଭାରତ ଏହି ମ୍ୟାଚରେ ବିଜୟ ହାସଲ କଲେ ୭ମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ ।

Leave A Reply

Your email address will not be published.