Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଶୀତଳ ଷଷ୍ଠୀ ଅବସରରେ ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ‘ଗୁଆଲି ଉତ୍ସବ’

ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ ।

ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ସମେତ ସାହିମାନଙ୍କରେ ଥିବା ସମସ୍ତ ଶୈବ ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହାର ତତ୍ପର ଦିନ ଅର୍ଥାତ ଜ୍ୟେଷ୍ଠ କୃଷ୍ଣ ଷଷ୍ଠୀ ରେ ଯାହା କି ଶୀତଳ ଷଷ୍ଠୀ ନାମରେ ପରିଚିତ ଏହି ଦିନରେ ମହାଦେବଙ୍କ ଗୁଆଲି ଯାତ୍ରା ହୋଇଥାଏ ।

Leave A Reply

Your email address will not be published.