ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରୁ ୧୦ ପିଜିଟିଭ୍ ଚିହ୍ନଟ, ସିଲ୍ ହେଲା ଆପାର୍ଟମେଣ୍ଟ

ଭୁବନେଶ୍ୱର: ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ବିଏମସି ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି । ଏହି ସମୟରେ ଆପାର୍ଟମେଣ୍ଟ ଭିତରୁ ବାହାରକୁ କେହି ଯାଇପାରିବେ ନାହି । ବାହାରୁ ଭିତରକୁ ପ୍ରବେଶ ମନା କରାଯାଇଛି । ବିଏମସି ସୂଚନା ଅନୁସାରେ ଆପାର୍ଟମେଣ୍ଟ ପରିସରକୁ ସାନିଟାଇଜ୍ କରାଯିବ । ଆପାର୍ଟମେଣ୍ଟରେ ବିଏମସି ପକ୍ଷରୁ ସମସ୍ତ ଜରୁରୀକାଳୀନ … Continue reading ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରୁ ୧୦ ପିଜିଟିଭ୍ ଚିହ୍ନଟ, ସିଲ୍ ହେଲା ଆପାର୍ଟମେଣ୍ଟ