Latest Odisha News

BREAKING NEWS

ଆଜି ଇଦ୍, ଚଳଚଞ୍ଚଳ ମସଜିଦ

ଭୁବନେଶ୍ବର: ସାରା ଦେଶରେ ପାଳନ ହେବ ଆଜି ଇଦ୍। ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ,ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ। କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଇଦ୍ ଚାନ୍ଦ ଦେଖାନଯିବାରୁ ଏଥର ରମଜାନ ୩୦ ଦିନ ପାଳନ ହୋଇଛି । ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା…

ପ୍ରଚାର ପାଇଁ ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ ତାରିଖ। ରାଜନୈତିକ ଦଳ ପ୍ରଚାର ପ୍ରସାର ଅଭିଯାନକୁ ଖୁବ ଚଞ୍ଚଳ କରିଲେଣି। ୨୦୨୪ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ରାଜନୈତିକ ଦଳ ପାଇଁ ଷ୍ଚାର ପ୍ରଚାରକ ପ୍ରଚାର କରୁଥିବା ବେଳେ ହେବି ୱେଟ ନେତା ମଧ୍ୟ ଜୋରସୋରରେ ଚଲାଇଛନ୍ତି ପ୍ରଚାର ଅଭିଯାନ। ତେବେ…

ପ୍ୟାରିସ ଅଲିମ୍ପିକ୍ସ: ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ୱର୍ଣ୍ଣ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ଦେବ ୪୨ ଲକ୍ଷ

ମୋନାକୋ: ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ଏବଂ ଫିଲ୍ମଡର ୪୮ ଇଭେଂଟରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ପାଖାପାଖି ୪୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ଦେବ । ଭାରତର ନୀରଜ ଚୋପ୍ରା ଭଲ ପ୍ରଦର୍ଶନ କରି ଏହି ପୁରସ୍କାର ହାତେଇ ପାରନ୍ତି । ଗତ ଅଲିମ୍ପିକ୍ସରେ ସେ ଜ୍ୟାଭେଲିନ…

ଜେଲରେ କେଜ୍ରିୱାଲ: ବିଜେପିର ଲାଭ ନା କ୍ଷତି ?

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରୀ । ଦିଲ୍ଲୀ ଲୋକସଭା ନିର୍ବାଚନରେ ଆସିବ କି ଆପ୍ ସୁନାମୀ ? ଆମ ଆଦମୀ ପାର୍ଟିକୁ ମିଳିବ କି ସହାନୁଭୁତି ଭୋଟ୍ ? ଫଳାଫଳ ଦେଖିବ କି କେଜ୍ରିୱାଲ କରିସ୍ମା ? ବିଜେପିର ଲାଭ କେତେ, କ୍ଷତି କେତେ ? ଇଡି ଅସ୍ତ୍ର ଅଭିଯୋଗ, ଓଲଟା କ୍ଷତି…

ମୁଁ ବିଜେପିରେ ଅଛି, ଖୁବଶୀଘ୍ର ରାଉଲକେଲା ପ୍ରାର୍ଥୀତ୍ୱ ସ୍ଥିର କରିବ ଦଳ: ଦିଲୀପ ରାୟ

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟ ଦିଲ୍ଲୀରୁ ଫେରିବା ପରେ ରାଉରକେଲାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଦିଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ ପ୍ରାର୍ଥୀ ଜୁଏଲ୍ ଓରାମ ମଧ୍ୟ ରହିଥିଲେ। ସାଧାରଣ ଲୋକ ଓ ବିଜେପି…

ରୋହିତ, କୋହଲି ନୁହେଁ ଏହି ଖେଳାଳିଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ବୁମରାହ

ମୁମ୍ବାଇ: ଭାରତର ଏକ ନମ୍ବର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଆଇପିଏଲରେ ମଧ୍ୟ ଘାତକ ବୋଲିଂ ପ୍ରଦର୍ଶନ ଜାରୀ କରିଛନ୍ତି । ଏବେ ବି ବ୍ୟାଟ୍ସମାନମାନେ ତାଙ୍କ ୟର୍କରର ଜବାବ ଖୋଜୁଛନ୍ତି । ତେବେ ବୁମରାହ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ତାର ଖୁଲାସା କରିଛନ୍ତି ।…

ଓଡ଼ିଶା ପାଇଁ ୫୯ ଜଣିଆ ପ୍ରଚାର କମିଟି ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜର ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି। ଆଜି ବିଜେଡ଼ି ୩୮ ଜଣିଆ କମିଟି ଗଠନ କରିଥିବା ବେଳେ କଂଗ୍ରେସ ତା’ର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି। ଏଥିରେ ୫୯ ଜଣଙ୍କ ନାମ ରହିଛି। ଉକ୍ତ କମିଟିରେ ଭକ୍ତ ଚରଣ ଦାସ…

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଭେନ୍ୟୁ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ମିଳିତ ଭାବେ ଆୟୋଜିତ ହେବ । ଅକ୍ଟୋବରରୁ ଏହା ଆରମ୍ଭ ହେବ । ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବା ବେଳେ ଏବେ କିନ୍ତୁ କେଉଁ ଭେନ୍ୟୁଗୁଡିକରେ ଏହା ଖେଳାଯିବ ତାହା ସ୍ପଷ୍ଟ ହୋଇଛି ।…

କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମକୁ ପହଞ୍ଚିଲା ଇଭିଏମ

ଖୋର୍ଦ୍ଧା: ପାଖେଇ ଆସୁଛି ନିର୍ବାଚନ। ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଛି ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ଇଭିଏମ। ଜଟଣୀ, ଜୟଦେବ, ଭୁବନେଶ୍ୱର…

ଏହି ଉଦ୍ୟାନରେ ବାଘମାନଙ୍କୁ କାହିଁକି ରଖାଯାଏ ଉପବାସ

ନୂଆଦିଲ୍ଲୀ: ଆମେ ବାଘମାନଙ୍କୁ ପୃଥିବୀର ସବୁଠାରୁ ବିପଦପୂର୍ଣ୍ଣ ଏବଂ ନିଷ୍ଠୁର ପ୍ରାଣୀ ବୋଲି ବିବେଚନା କରୁ। କାରଣ ବାଘମାନେ ଅନ୍ୟ ପଶୁପକ୍ଷୀ ମାନଙ୍କୁ ଶିକାର କରିଥାନ୍ତି । ଏମାନେ ଶିକାର କରିବା ସମୟରେ କୌଣସି ପ୍ରକାର ଦୟା ଦେଖାନ୍ତି ନାହିଁ ।ବାଘ ସମ୍ପୁର୍ଣ୍ଣ ମାସାଂଶୀ ପ୍ରାଣି ଏବଂ…