Latest Odisha News

BREAKING NEWS

ବ୍ରହ୍ମଗିରିରେ ଉମା ଉପାସନା ଲଢେଇ

ଭୁବନେଶ୍ୱର: କାହାକୁ ବାଛିବ ବ୍ରହ୍ମଗିରି ? ଦାଦାଙ୍କ ପରେ ପୁଣି ପଦ୍ମ ଫୁଟାଇବେ କି ଉପାସନା ? ପୁଣି ବିଜେପିକୁ ଦେବେ କି ବିଜୟ ଭେଟି ? ନା ବିଜେପିଠାରୁ ବ୍ରହ୍ମଗିରି ଛଡାଇ ନେବେ ଉମା ? କେତେ ସଫଳ ହେବ ବିଜେଡିର ବ୍ରହ୍ମଗିରି ରଣନୀତି ? ଉମା ସାମନ୍ତରାୟଙ୍କୁ ସିପାହି କରି ସଫଳତା ପାଇବ କି ଦଳ…

‘ତଭି ତୋ ସଭି ମୋଦୀ କୋ ଚୁନତେ ହୈ’: ୧୨ଟି ଭାଷାରେ ରିଲିଜ ହେଲା ବିଜେପିର ନିର୍ବାଚନୀ ଗୀତ

ନୁଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାତାଙ୍କ ପାଖରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ରାଜନୈତୀକ ଦଳ ମାନେ ଭିନ୍ନ ଭିନ୍ନ ପନ୍ଥା ଆପଣେଇଛନ୍ତି । ଏହାରି ଭିତରେ ଦେଶର ସର୍ବବୃହତ ରାଜନୈତିକ ଦଳ ବିଜେପି ‘ତଭି ତୋ ସବ ମୋଦୀ କୋ ଚୁନତେ ହୈ’ ଥିମରେ ୧୨ ଟି ଭାଷାରେ ଏକ ନୂଆ ଗୀତ ରିଲିଜ କରିଛି…

ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ୩୮ ଜଣିଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଇସ୍ତାହାର କମିଟି ଘୋଷଣା କଲା ବିଜେଡି। ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି। ଏହି…

ଘୋଷଣା ହେଲା ସମାଜବାଦୀ ପାର୍ଟି ନିର୍ବାଚନ ଇସ୍ତାହାର, ପୁରୁଣା ପେନ୍‌ସନ୍‌ ହେବ ଲାଗୁ !

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାରି କଲା ଘୋଷଣା ପତ୍ର। ଅଖିଳେଶ ଯାଦବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ସମାଜବାଦି ପାର୍ଟି ମୁଖ୍ୟାଳୟରେ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ୨୦ ପୃଷ୍ଠାର ଇସ୍ତାହାରରେ ଏହି ଦଳ ଅନେକ ପ୍ରସଙ୍ଗ ଉଲ୍ଲେଖ କରିଛି। ଏକ ସାମ୍ବାଦିକ…

ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ: ‘ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ’

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା କରାଯିବାର ଧମକ ଆସିଛି। ଫେସବୁକ୍ ମାଧ୍ୟମରେ ଦିଆଯାଇଥିବା ଧମକରେ, ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ ବୋଲି କୁହାଯାଇଛି। ଏହି ପୋଷ୍ଟ ଦେଖି ହିନ୍ଦୁ ସଂଗଠନର କର୍ମୀମାନେ କ୍ରୋଧିତ…

ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେଡିରେ ମିଶିଲେ ବଲାଙ୍ଗୀରର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଥିବା ସହ ଜଣେ ଶିକ୍ଷାବିତ ମଧ୍ୟ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ । ଦଳ ଅଣଦେଖା କରିବାରୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ…

ବିଜେଡିରେ ମିଶିଲେ ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି

ଭୁବନେଶ୍ବର: ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି । ସେ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି । ୨୦୦୯ ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ସେ ସୁନ୍ଦରଗଡ଼ ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ…

ନବରାତ୍ରୀର ପ୍ରଥମ ଦିନରେ ମାଛ ଓ ରୁଟି ଖାଇଲେ ତେଜସ୍ଵୀ ଯାଦବ, କହିଲେ କିଛି ଲୋକଙ୍କୁ ନିହାତି ଭାବରେ ରାଗ ଲାଗୁଥିବ

ପାଟଣା: ଦେଶରେ ବର୍ତ୍ତମାନ ନିର୍ବାଚନର ମାହୋଲ । ସମସ୍ତ ଦଳର ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ସାଧାରଣ ସଭା ଆୟୋଜନ କରି ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିଛନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଗଠବନ୍ଧନର ସହଯୋଗୀ ପ୍ରାର୍ଥୀଙ୍କ ସହିତ ରାଲି…

ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ, ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ଶଣାଣି ହୋଇଛି । ଏନେଇ କୋର୍ଟରେ ହାଜର ହୋଇଥିଲେ ଯୋଗଗୁରୁ ରାମଦେବ ବାବା ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣ । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ…

ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ଅମର ସିଂ ଚମକିଲା’

ମୁମ୍ବାଇ: ଦିଲଜିତ ଦୋସାଞ୍ଜ ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ 'ଅମର ସିଂ ଚମକିଲା' ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ର ଟି ଅମର ସିଂ ଚମକିଲାଙ୍କ ଜୀବନ କାହାଣି ଉପରେ ଆଧାରିତ । 'ଅମର ସିଂ ଚାମକିଲା' ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି।…