Latest Odisha News

BREAKING NEWS

ରାଜନୀତିରୁ ସନ୍ୟାସ ନେଲେ ଭେଟରାନ କଂଗ୍ରେସ ନେତା ବିରପ୍ପା ମୋଇଲି

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ତଥାୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରପ୍ପା ମୋଇଲି । ଚିକ୍କାବାଲାପୁର ଆସନରୁ ଟିକେଟ୍ ଆଶାୟୀ ଥିବା ବିରପ୍ପାଙ୍କୁ ଦଳ ଅଣଦେଖା କରି ରାଧା ରମେୟାଙ୍କୁ ପ୍ରାର୍ଥୀ କରିବାରୁ ସେ ଏଥିରେ ନିରାଶ ହୋଇ ଆଉ ନିର୍ବାଚନ ଲଢିବେନି…

୭୧ ହଜାର ପାର କଲା ସୁନା, ୮୩ ହଜାର ଛୁଇଁଲା ରୂପା

ନୂଆଦିଲ୍ଲୀ: ଆକାଶ ଛୁଆଁ ହେଉଛି ସୁନା ଦର । ଏପ୍ରିଲ ଆରମ୍ଭରୁ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ…

ଜରିମାନା, ବାସନ୍ଦ ଦଣ୍ଡରେ ଦଣ୍ଡିତ ହେଲେ ରୋନାଲ୍ଡୋ

ଆବୁଧାବି: ଚଳିତ ସାଉଦି ସୁପର କପ ଫୁଟବଲ ଟୁର୍ଣ୍ଣାମେଂଟ ଅବସରରେ ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନୋଲ୍ଡୋ ଜରିମାନା ଓ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ଅଲ ନାସର ଓ ଅଲ ହିଲାଲ ମଧ୍ୟରେ ଅନୁଷ୍‌ିଂତ ସେମିଫାଇନାଲ ମ୍ୟାଚ ଅବସରରେ ରୋନାଲ୍ଡୋ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅଲ…

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା, ରାୟ କାଏମ୍

କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ଓଏଚଆଡିସି ଋଣ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ । ଏହି ରାୟକୁ କାଏମ ରଖିଲେ…

ଫେସବୁକ୍ ର ସିଇଓ ହେଲେ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ମାର୍କ ଜୁକରବର୍ଗ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି । ଏଲନ ମକ୍ସ, ଅନିଲ ଅମ୍ବାନୀଙ୍କୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି ଜୁକରବର୍ଗ । ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗଙ୍କ ମେଟା ସେୟାର ଯୋଗୁ  ସମ୍ପତ୍ତି ବୃଦ୍ଧି ପାଇଥିବା କୁହାଯାଉଛି।…

ଇସ୍ତଫା ଦେଲେ ପିପିବିଏଲ ସିଇଓ ସୁରିନ୍ଦର ଚାୱାଲା

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ପେଟିଏମ ପେମେଣ୍ଟ ବ୍ୟାଙ୍କ । ଏହାରିଭିତରେ କମ୍ପାନୀକୁ ଲାଗିଛି ବଡ ଝଟକା । ପେଟିଏମ ପେମେଣ୍ଟସ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି ସୁରିନ୍ଦର ଚାୱାଲା । ଏନେଇ ପେଟିଏମ ପକ୍ଷରୁ ସୂଚନା ଦିଆଯାଇଛି । ସେୟାର…

ଟିଭି କେବୁଲ୍ ସଜାଡିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୁବଣ୍ଣପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ନୁଆଁପାଲି ଠାରେ ଘଟିଛି ଅଘଟଣ l ଟିଭି କେବୁଲ୍ ସଜାଡ଼ିବାକୁ ଯାଇ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବୀରମହାରାଜପୁର ଅଞ୍ଚଳର ଟିଠିପାଳି ଗ୍ରାମର ଜ୍ୟୋତି ରଞ୍ଜନ ଖମାରୀ ବୋଲି ଜଣାପଡିଛି ।…

ଆଇପିଏଲ ମେଗା ନିଲାମ: ଖେଳାଳି ରିଟେନ ନିୟମରେ ପରିବର୍ତନ ଚାହୁଁଛନ୍ତି ଫ୍ରାଂଚାଇଜ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ଚଳିତ ବର୍ଷ ଶେଷ ଭାଗରେ ମେଗା ଅକ୍ସନ ହେବ । ତେବେ ଏହି ନିଲାମ ପ୍ରକ୍ରିୟା ପୂର୍ବରୁ ଫ୍ରାଂଚାଇଜମାନେ ରିଟେନ ନିୟମରେ କିଛି ପରିବର୍ତନ ଚାହୁଁଛନ୍ତି । ଆଇପିଏଲର ଗତ ମେଗା ଅକ୍ସନ ୨୦୨୨ରେ ହୋଇଥିଲା । ସେ ସମୟରେ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ…

ନିର୍ବାଚନ ପ୍ରଚାର ସମୟରେ ଆହତ ହେଲେ ବାଂସୁରୀ ସ୍ୱରାଜ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ଆହତ ହେଲେ ବାଂସୁରୀ ସ୍ୱରାଜ । ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ୱରାଜ ପ୍ରଚାର ସମୟରେ ଆହତ ହୋଇଛନ୍ତି । ବାଂସୁରୀଙ୍କ ଆଖିରେ ଆଘାତ ଲାଗିଛି । ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ତୃତୀୟ ଥର ପାଇଁ…

ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା, ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ବାଣ୍ଟିବେ ଓଡିଆ ଅସ୍ମିତାର…

ପୁରୀ: ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା । ପୁରୀରୁ ବାହାରି ଏହି ଯାତ୍ରା କାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଯିବ । ଶ୍ରୀମନ୍ଦିର ନିକଟରୁ ଯାତ୍ରା ବାହାରି ବୀର ହରେକୃଷ୍ଣପୁର, ସୁଆଣ୍ଡୋ, ସତ୍ୟବାଦୀ, ଧଉଳି ଦେଇ ୧୪ ତାରିଖ ଦିନ ଅର୍ଥାତ୍ ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଦିନ…