Latest Odisha News

BREAKING NEWS

ରିଲିଜ ହେଲା ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ର ଟ୍ରେଲର, ୧୪ ବର୍ଷ ପରେ ବଡ ପରଦାକୁ ଫେରିଲେ ଫରଦିନ

ନୂଆଦିଲ୍ଲୀ: ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ଡେବ୍ୟୁ ୱେବ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ସିରିଜ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତା ଫିଲ୍ମରୁ ଅଭିନେତାଙ୍କ ପ୍ରଥମ ଲୁକ ସେୟାର କରିଥିବା ବେଳେ ବର୍ତ୍ତମାନ…

ଆଉ ଟାଟୁ କରିପାରିବେନି ପୋଲିସ କର୍ମଚାରୀ, ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଏଣିକି ଦେହରେ ଆଉ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଟାଟୁକୁ ନେଇ ଆସିଲା ନୂଆ ଗାଇଡଲାଇନ । ଦେହ ମୁହଁ ଓ ହାତରେ ଟାଟୁ କରିପାରିବେନି ସୁରକ୍ଷାବାନିନୀ ଓ ପୋଲିସ କର୍ମଚାରୀ । ଯେଉଁମାନେ ଏହି ଟାଟୁ କରିଛନ୍ତି ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।…

ହାଇକୋର୍ଟରୁ ଝଟକା ପରେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ଵାରସ୍ତ ହେଲେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ. ଚନ୍ଦ୍ରଚୁଡଙ୍କୁ ଏହି ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ…

‘ଆମେ ଚୀନର କିଛି ଅଞ୍ଚଳର ନାଁ ବଦଳାଇଦେବା ତେବେ କ’ଣ ସେହି ସ୍ଥାନ ଆମର ହୋଇଯିବ’

ନୂଆଦିଲ୍ଲୀ: ଚୀନ୍ ଅରୁଣାଚଳ ପ୍ରଦେଶର ୩୦ ଟି ସ୍ଥାନର ନାମ ବଦଳାଇବା ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମଙ୍ଗଳବାର ଅରୁଣାଚଳ ପ୍ରଦେଶର ନାମସାଇ ଅଞ୍ଚଳରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ ରାଜନାଥ ସିଂ କହିଛନ୍ତି ଯେ, ଯଦି ଭାରତ ମଧ୍ୟ…

ପୁରୁଣା ବସ୍ ଷ୍ଟାଣ୍ଡର ଅଧୁନୀକରଣ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ସମଲେଶ୍ୱରୀ ମାର୍କେଟ ସଂଘ ଏହି ବନ୍ଦ ଡାକରା ଦେଇଛି । ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରାଯାଇଥିବାବେଳେ ପୁରୁଣା…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି । ଏହି ତିଥିରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି କରାଯିବ । ଏନେଇ ୪ ଘଣ୍ଟା ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି । ଏହି ସମୟ…

ଛତିଶଗଡରେ ମୋରମ ଖଣିକୁ ଖସିଲା ବସ୍; ୧୨ ମୃତ, ୨୦ରୁ ଅଧିକ ଗୁରୁତର

ରାୟପୁର: ଛତିଶଗଡ଼ ଦୁର୍ଗ ଜିଲ୍ଲା ଖାପ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ଗତ ରାତିରେ ଭାରସାମ୍ୟ ହରାଇ ଏକ ବସ୍‌ ୪୦ ଫୁଟ୍ ତଳ ମୋରମ ଖଣିକୁ ଖସି ପଡ଼ିଛି । ଏଥିରେ ୧୨ ଜଣଙ୍କ ର ମୃତ୍ୟୁ ହୋଇଥିବାବେଳେ, ୨୦ରୁ ଅଧିକ ଗୁରୁତର ହୋଇଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ମଙ୍ଗଳବାର ରାତି…

ଏମିତି ଉପାୟ ଆପଣାନ୍ତୁ , କେବେ ହେବନି ପିମ୍ପଲ୍

ଭୁବନେଶ୍ବର: ରାତିରେ ଶୋଇବା ପୂର୍ବରୁ ଏମିତି କିଛି କରନ୍ତୁ, ଆପଣଙ୍କ ଚେହେରା ଚମକିବ କୋରିଆନ୍ ସ୍କିନ ପରି  । ଚେହେରାକୁ ସୁନ୍ଦର ରଖିବା ପାଇଁ ଲୋକମାନେ ଅନେକ ପଦକ୍ଷେପ ଆପଣାନ୍ତି । କିଏ କଳା ଦାଗ ପାଇଁ ତ କିଏ ପିମ୍ପଲ୍ ପାଇଁ ।  କିନ୍ତୁ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଲୋକମାନେ ବିଫଳ…

ମାଲକାନଗିରି: କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ମାଲକାନଗିରି: ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ଏସୟୁଭିରୁ ପୁଲିସ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି। ମାଲକାନଗିରି ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତଥା ସହକାରୀ ଜିଲ୍ଲାପାଳ ଅଲେଖ ଭୋଇଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ୍ ମଙ୍ଗଳବାର ଚଲାନଗୁଡାରେ ପାଟ୍ରୋଲିଂ କରୁଥିଲେ। ଉଭୟ ରାଜ୍ୟରେ…

ନିର୍ବାଚନରେ ଜଳଖିଆ ଓ ବାଟ ଖର୍ଚ୍ଚ ବାବଦରେ ଦର ଧାର୍ଯ୍ୟ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିସହିତ ଭାରତର ନିର୍ବାଚନ ଆୟୋଗ…