ଚୀନ ପରେ ଭାରତରେ ଚିହ୍ନଟ ହୋଇଥିବା BF.7 ଭେରିଆଣ୍ଟ ଓମିକ୍ରନଠୁ ମାରାତ୍ମକ!
ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଚାଇନାରେ କୋଭିଡ ମାମଲା ବଢିବାର କାରଣ ହେଉଛି ଓମିକ୍ରନର ସବ୍-ଭାରିଆଣ୍ଟ BF.7। ଏହି ଭେରିଆଣ୍ଟର ସଂକ୍ରମଣ ହାର ବହୁତ ଅଧିକ। ଡାକ୍ତରଙ୍କ କହିବାନୁସାରେ, ଏହି ସମସ୍ତ ଭେରିଆଣ୍ଟ ଗୁଡ଼ିକ ଓମିକ୍ରନର ସବୁଠାରୁ ବିପଦପୂର୍ଣ୍ଣ ରୂପ। ଏହା ମଧ୍ୟ ଟିକା ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକୁ ଅତିକ୍ରମ … Continue reading ଚୀନ ପରେ ଭାରତରେ ଚିହ୍ନଟ ହୋଇଥିବା BF.7 ଭେରିଆଣ୍ଟ ଓମିକ୍ରନଠୁ ମାରାତ୍ମକ!
Copy and paste this URL into your WordPress site to embed
Copy and paste this code into your site to embed