Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଭଦ୍ରକରେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା: ରାଜରାସ୍ତାକୁ ଓଲ୍ହାଇଲା ବିଜେପି

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣୀ ମହୋତ୍ସବ ଶେଷ ହେବା ପରେ ନେହେରୁ ଷ୍ଟାଡିଅମରେ ଅଳିଆ ଆବର୍ଜନାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିଥିବା ଘଟଣା ଏବେ ଭିନ୍ନ ମୋଡ଼ ନେଉଛି । ଏନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ଏହି ଘଟଣାକୁ ନେଇ ଆଜି ବିକ୍ଷୋଭ…

ଆଶ୍ଚର୍ଯ୍ୟ: ଶବ ନାହିଁ, ହେଲେ ରୀତିନୀତି ଅନୁଯାଇ ହେଲା ଶବଦାହ

ଭଦ୍ରକ: ୬ ଖଣ୍ଡ ବାଉଁଶରେ ବନ୍ଧା ହୋଇଛି କୋକେଇ । ବନ୍ଧୁ ବାନ୍ଧବ ସହିତ ସାହି ପଡିଶା ମଧ୍ୟ ଘର ସାମ୍ନାରେ ରୁଣ୍ଡ ହୋଇଛନ୍ତି । କୋକେଇ ଉପରେ ବନ୍ଦା ହୋଇଛି ପାଳ ଦଉଡି । ନାତି, ନାତୁଣୀ ମାନେ ଘିଅ ସଳିତା ଧରି ଜଳେଇବା ସହ ଶବକୁ ୪ କାନ୍ଦ ଦେଇ ଖଇ କଉଡ଼ି ପକେଇ ‘ରାମ ନାମ ସତ୍ୟ ହେ, ହରି ନାମ…

ଟ୍ରକ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଥିବା ବେଳେ ୧୬ନମ୍ୱର ଜାତୀୟ ରାଜପଥ ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପିଟିଲା ଟ୍ରକ। ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ସୂଚନା ଅନୁସାରେ, ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ…

ମହଙ୍ଗା ପଡିଲା ଲାଞ୍ଚ ଟଙ୍କା, ଭିଜିଲାନ୍ସ ଜାଲରେ ଆରଆଇ ବାବୁ

ଭଦ୍ରକ: ଘରବାରି ପଟ୍ଟା କରାଇଦେବା ନାମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଂଥ ତହସିଲ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନା । ଲାଞ୍ଚ ଟଙ୍କା ନେବାବେଳେ ସିଧାସଳଖ ମାଡିବସିଥିଲା ଭିଜିଲ୍ସ ଟିମ୍ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ଶ୍ରୀ ଜେନାଙ୍କ…

ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା: ଜଳିବ ୭ ଫୁଟ୍ ଉଚ୍ଚତା ସହ ୧୩ ଫୁଟ୍ ଚଉଡାର ବିରାଟ ଦୀପ

ଭଦ୍ରକ: ଆସନ୍ତା ୨୨ ତାରିଖରେ ଭାରତର ଇତିହାସରେ ଯୋଡା ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏହି ଦିନ ଅଯୋଧ୍ୟାର ବହୁପ୍ରତୀକ୍ଷିତ ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ ବର୍ତ୍ତମାନ ସାରା ଭାରତ ଏବଂ ବିଶ୍ବରେ ଥିବା ହିନ୍ଦୁ ସମାଜ…

ବିକଶିତ ଭାରତ କାର୍ଯ୍ୟକ୍ରମକୁ ଧସେଇ ପଶିଲେ ଦୁବୃର୍ତ୍ତ ; ବ୍ୟାନର ଚିରିଲେ, କାଚ ଭାଙ୍ଗିଲେ  

ଭଦ୍ରକ; ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ଚୁଡାକୁଟି ପଞ୍ଚାୟତ ରାଲିରେ ଜୋର ଜବରଦସ୍ତ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି କିଛି ଦୁବୃର୍ତ୍ତ ।  ସୂଚନା ଅନୁସାରେ ଧାମନଗରରେ ବିଜେପିର ବିକଶିତ ଭାରତ ସଙ୍କଳ୍ପ ରଥ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଅତର୍କିତ ଭାବରେ ବସର…

ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ, ଲୁଟିନେଲେ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସ

ଭଦ୍ରକ: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଠାକୁରଙ୍କ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସକୁ ନେଇ ଚାଲିଗଲେ ଦୁର୍ବୃତ । ଘଟଣା ଘଟିଛି ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ । ସକାଳୁ ପୂଜାରୀ ଆସି…

ସପ୍ତମାତୃକା ବେଶର ଶେଷ ଦିନରେ ମହାଲଷ୍ମୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ସପ୍ତମ ଦିନ । ସପ୍ତମ ଦିନ ତଥା ଶେଷ ଦିବସରେ ଭକ୍ତ ମାନଙ୍କୁ ମାଆ ଭଦ୍ରକାଳୀ ମହାଲଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ମାଆଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ମାଆଙ୍କ ପୀଠରେ ଭକ୍ତ ମାନଙ୍କର ଭିଡ଼…

ସପ୍ତପାତୃକା ବେଶରେ ମା’, ଷଷ୍ଠ ଦିନରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକ ର ଆରାଧ୍ୟ ଦେବି ମାଆ ଭଦ୍ରକାଳୀ ସକଳ ଶକ୍ତିର ଆଧାର । ସେ ଆଦ୍ୟାଶକ୍ତି, ସର୍ବବ୍ୟାପିନି, ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମାଆ ଶାନ୍ତ, ପୁଣି ସୌମ୍ୟା ଓ ପରମବୈଷ୍ଣବୀ । ମାଆ ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା ପାଇଥାନ୍ତି । ହେଲେ ଜଗତ କଲ୍ୟାଣ…

ସପ୍ତମାତୃକାର ପଞ୍ଚମ ଦିନରେ ମାଁ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ…