ଏପ୍ରିଲ୍ ୨୧ରୁ ଯାତ୍ରା ଓ ଥିଏଟର ବନ୍ଦ
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ସୋମବାର ଦିନ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଯାତ୍ରା ଓ ଥିଏଟର ଉପରେ ପ୍ରତିବନ୍ଧକ ଲଗାଯାଇଛି
ଯାତ୍ରା/ଅପେରା/ମୁକ୍ତାକାଶ ରଙ୍ଗମଞ୍ଚକୁ ରାଜ୍ୟରେ ଅନୁମତି ଦିଆଯିବ ନାହିଁ ଏବଂ...
ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ପଜିଟିଭ୍
ରାଉରକେଲା : ସୁନ୍ଦରଗଡ଼ରେ ବ୍ୟାପୁଛି ମହାମାରୀ କରୋନା । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆଜି ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ଓ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।...
କୋଭିଡ୍ ସଂକ୍ରମଣକୁ ଦେଖି ପାର୍କ ଉପରେ କଟକଣା ଲଗାଇଲା ବିଏମସି
ଭୁବନେଶ୍ୱର: ରାଜଧାନୀରେ କୋଭିଡ୍ ସଂକ୍ରମଣ ବିଏମସି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ିବା ଦୈନିକ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ମାମଲା ସ୍ଥାନୀୟ ରହୁଛି । ସ୍ଥାନୀୟ ସଂକ୍ରମଣ ମାମଲାରେ ବୃଦ୍ଧିକୁ ଦେଖି ପାର୍କ...
ସମ୍ବଲପୁରରୁ ୨ ଲକ୍ଷ ଟଙ୍କାର ଟିମ୍ବର ଜବତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଖେତରାଜପୁର ସ୍ଥିତ କମଲି ବଜାରରେ ସୋମବାର ଦିନ ବେଆଇନ ଭାବେ କାର୍ଯ୍ୟ କରୁଥିବା ଏକ ସ' ମିଲ୍ ଉପରେ ପୋଲିସ ଚଢାଉ କରିଛି।
ଏହି ଚଢାଉ ସମୟରେ ୨ ଲକ୍ଷ ଟଙ୍କା ମୂଲ୍ୟର ୫.୮୮ ସିଫ୍ଟ କାଠ ସହିତ କିଛି...
ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେବ । ଏଥିସହ ଏସଆରସି...
ମୁଖ୍ୟମନ୍ତ୍ରୀଙ୍କୁ ଗୋଲକ ମହାପାତ୍ରଙ୍କ ପ୍ରଶ୍ନ, ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆନ୍ଧ୍ରକୁ...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଗୋଲକ ମହାପାତ୍ରଙ୍କ ପ୍ରଶ୍ନ ବାଣ । ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କେନ୍ଦ୍ରକୁ କାହିଁକି ଚିଠି ଲେଖୁନାହାଁନ୍ତି ନବୀନ ପଟ୍ଟନାୟକ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଓଡିଶାର ଗଜପତି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ...
ରୁକୁଣା ରଥଯାତ୍ରା ପାଇଁ ୧୪୪ ଧାରା ଜାରି
ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଦିନ ୧୪୪ ଧାରା ଜାରି କରାଯାଇଛି।
ସୂଚନା ଅନୁଯାୟୀ, କାଲି ଦିନ ୧୨ଟାରୁ ସଂଧ୍ୟା ପର୍ୟ୍ୟନ୍ତ ୧୪୪ ଧାରା ଜାରି ହେବ। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ପ୍ରଦାନ...
୧୬ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ସହ କାଳବୈଶାଖୀ ବର୍ଷା ସମ୍ଭାବନା । ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ପ୍ରାୟ ୧୬ଟି ଜିଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...
ରାଜ୍ୟରୁ ସୁସ୍ଥ ହେଲେ ୧୫୦୩ କରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦିନକରେ ସୁସ୍ଥ ହୋଇଛନ୍ତି ୧୫୦୩ ଆକ୍ରାନ୍ତ।
ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସୁନ୍ଦରଗଡରୁ ସର୍ବାଧିକ ୩୫୨ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଚିହ୍ନଟ ହୋଇଥିବା ୧୫୦୩ ନୂଆ...
ରାଜ୍ୟର ସବୁ ସହରାଞ୍ଚଳରେ ୨୪ରୁ ସପ୍ତାହନ୍ତ ସଟଡାଉନ୍ ଘୋଷଣା
ଭୁବନେଶ୍ୱର: ଦେଶ ଓ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ବେଳେ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ୯ ହଜାରରୁ ଅଧିକ କୋଭିଡ୍ ବେଡ୍ ରହିଛି । ବିଭିନ୍ନ ରାଜ୍ୟରେ କୋଭିଡର ଦ୍ୱିତୀୟ ପ୍ରବାହରେ ପାଖାପାଖି ୩୦ରୁ...