Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ରାସ୍ତାକଡରୁ ଉଦ୍ଧାର ମୃତ ନବଜାତ ଶିଶୁ, କେତେ ସଜାଗ ପୋଲିସ ପ୍ରଶାସନ ?

ଅନୁଗୁଳ: ଦିନକୁ ଦିନ ମାନବିକତାର ଅର୍ଥକୁ ସମାଜ ଅବିଧାନରୁ ଲିଭାଇବାରେ ଲାଗିଛି ମଣିଷ ଜାତି । ସଂସାର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଖୋଦ ନିଜ ଅସ୍ତିତ୍ୱକୁ କଳୁଷିତ କରିବାରେ ଲାଗିଛି । ଏହି ଦୁଇଟି ଉକ୍ତି ଅନୁଗୁଳ ଜିଲ୍ଲାର ଏକ ଅଭାବନୀୟ ଘଟଣାକୁ ଇଙ୍ଗିତ କରୁଛି । ଜିଲ୍ଲାର ଦୈନିକ…

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ସନ୍ଦେହ, ଚାଲିଛି ତଦନ୍ତ

ଅନୁଗୁଳ: ପୁଣି ଗଡିଲା ଏକ ଦନ୍ତା ହାତୀର ମୁଣ୍ଡ । ଅନୁଗୁଳ ଜିଲ୍ଲାରେ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ସକାଳୁ ତଳଗଡ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ ଆଘାତରେ ଦନ୍ତା…

ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଯୁବକ ଗୁରୁତର

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ଦୁଇ ପରିବାର ଭିତରେ ସଂଘର୍ଷ ପରେ ଫୁଟିଲା ଗୁଳି । ଜଣେ ଯୁବକଙ୍କ ଗୁଳିମାଡ଼ରେ ଆଉ ଜଣେ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ କନ୍ତକୁଳ ଗାଁରେ । ଆହତ ଯୁବକ ହେଉଛନ୍ତି ଗାଁର ଅଖିଳ ବେହେରା । ଗୁରୁତର ଅବସ୍ଥାରେ ତାଙ୍କୁ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ସମାଜରେ ଡାକ୍ତରଙ୍କୁ ମିଳିଛି ଦ୍ୱିତୀୟ ଭଗବାନଙ୍କ ଆଖ୍ୟା । ହେଲେ ସେହି ମଣିଷ ରୂପି ଭଗବାନଙ୍କୁ ଜଣେ ବ୍ୟକ୍ତିର ସଇତାନୀ ମାନସିକତା ଅପମାନିତ କରିଛି । ଜାଣି ଚକିତ ହେବେ ଜଣେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣାକୁ ନେଇ ଲଜ୍ଜା…

ବିରଳ ‘Oh+ve’ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଲେ ରାଉରକେଲାର ରଜତ

ଅନୁଗୋଳ: ରକ୍ତ ସମ୍ପର୍କ ନାହିଁ । କିନ୍ତୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ । ରାଉରକେଲାରୁ ଆସିଲେ ଅନୁଗୋଳ । ଜଣେ ଗର୍ଭବତୀଙ୍କୁ ବିରଳ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଛନ୍ତି ରାଉରକେଲାର ରଜତ ଏକ୍କା । ତାଙ୍କର ମହାନତା ଓ ପରୋପକାରକୁ ନେଇ ଏବେ ଅନୁଗୋଳ ସହରରେ ଭାରି ଚର୍ଚ୍ଚା । ଢେଙ୍କାନାଳ…

ସିମ୍ ବନ୍ଦ ହୋଇଯିବ କହି ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷ ୨୫ ହଜାର ଟଙ୍କା

ଅନୁଗୋଳ: ମାତିଛନ୍ତି ସାଇବର ଠକ । କେୱାଇସିରେ ତ୍ରୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇଗଲେ । ଅନୁଗୋଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ନେଇ…

ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା, ଆଉ ତାପରେ …

ଅନୁଗୋଳ: ବାଡ଼ିରେ ଏମେତେଣେ ବୁଲୁବୁଲୁ ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା ସାପ । ଛଟପଟ ହେଉଥିଲା । ଲୋକ ଦେଖି ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେଲେ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡ଼ିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଗାଁର ଉମାକାନ୍ତ ବେହେରାଙ୍କ…

ହାରିଗଲେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’…

ଅନୁଗୁଳ: ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’ । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ‘ବଡ଼ ଖବର’ ଅନୁଗୁଳ ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇଥିଲେ । ତା…

ଅଭିଷେକଙ୍କ ପାଇଁ ଆଗେଇ ଆସିଲେ ସାତ ସାବିତ୍ରୀ

ଅନୁଗୁଳ: ବେଶ କିଛିଦିନ ଧରି ଭଦ୍ରକ ବାସୁଦେବପୁରର ଅଭିଷେକଙ୍କ ଚିକିତ୍ସା ପାଇଁ ସାରା ରାଜ୍ୟରେ ସହାୟତାର ହାତ ଲମ୍ବିଛି । ଖାସ କରି ସ୍ୱାମୀକୁ ବଂଚାଇବା ପାଇଁ ନବବିବାହିତା ସ୍ତ୍ରୀ ମୌସୁମୀଙ୍କ ଆକୁଳ ନିବେଦନ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏପରିକି ଟଙ୍କାଟିଏ ଦାନ କଲେ ଅଭିଷେକଙ୍କ ଜୀବନ…

କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ଅନୁଗୁଳ: ପୂର୍ବରୁ ଠିକାଦାର କିମ୍ବା ବେସରକାରୀ ସଂସ୍ଥାକୁ ବଟି ମାଗି ସାମ୍ବାଦିକ ଗିରଫ ହେବା ଖବର ସାମ୍ନାକୁ ଆସିଥିଲା । କିଛି ହାତଗଣତି ଲୋକଙ୍କ ପାଇଁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ଅଳ୍ପ ବହୁତ ବଦନାମ ବି ହୋଇଥିଲା । ହେଲେ ଏବେ କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ…