Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ୪୨ ଜଣ ବନ କର୍ମଚାରୀ ନିୟୋଜିତ

ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ବାଲେଶ୍ୱର ଜିଲ୍ଲାର କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଆଜିଠାରୁ ବାଘ ଗଣନା ଆରମ୍ଭ। ଏହି ଗଣନା କାର୍ଯ୍ୟ ଆଜିଠୁ ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ। ନୀଳଗିରିର କୁଲଡିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟ୍ ରେ…

ବାଲେଶ୍ବରରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ : ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ  । ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା…

ସ୍ୱାଧୀନତାକୁ ୭୭ବର୍ଷ ପରେବି ଗାଁ କୁ ନାହିଁ ରାସ୍ତା, ରେଳ ଧାରଣା ଦେଇ ଯାଉଛନ୍ତି ଗ୍ରାମବାସୀ

ଜଳେଶ୍ୱର: ଦେଶ ସ୍ୱାଧୀନତାକୁ ଇତି ମଧ୍ୟରେ ୭୭ବର୍ଷ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଗ୍ରାମକୁ ରାସ୍ତାଟିଏ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଦେଶ, ବିକାଶର ଅମୃତ ମହୋତ୍ସଵ ପାଳନ କରୁଥିବା ବେଳେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଚାଷୀମାନେ ରେଳ ଧାରଣାକୁ ମୁଖ୍ୟ ରାସ୍ତା…

ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ଜଳକା

ବାଲେଶ୍ଵର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ସହର । ଲଘୁଚାପ ଜନିତ ଲଗାଣ ବର୍ଷା କରଣରୁ ବଢୁଛି ବୈତରଣୀ ନଦୀର ଜଳସ୍ତର । ସେପଟେ ବିପଦ ସଙ୍କେତ ଉପରେ ଜଳକା । ନଦୀର ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପ୍ରବାହିତ ହେଉଛି ।…

୨୫ ହଜାରରେ ବିକ୍ରି ହେଲା୧୧୦କେଜି ଓଜନର ମାଛ

ଜଳେଶ୍ବର: ଆପଣ ମାନେ ମାଛ ଦେଖିଥିବେ , କିନ୍ତୁ ୧୧୦ କିଲୋର ମାଛ କେବେ ଦେଖିଛନ୍ତି  । ହଁ ଆଜ୍ଞା ଦୀଘା ମୁହାଣ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କିଲୋ ଓଜନର ଏକ ମାଛ ପଡିଛି  । ଯାହାକୁ ଦେଖିବାକୁ ଆଜି ଦୀଘା ମୁହାଣ ମାଛ ମାର୍କେଟରେ ପ୍ରବଳ ଲୋକଙ୍କର ଭିଡ ଜମିଥିଲା । ଏହି ବିରାଟ…

ପାଖରେ ଫାଣ୍ଡି ଥାଇ ବି ଏଟିଏମ୍ ଭାଙ୍ଗି ଲୁଟିନେଲେ ଟଙ୍କା

ବାଲେଶ୍ବର :ବାଲେଶ୍ବର ଜିଲ୍ଲା ସକ୍ରିୟ ଲୁଟେରା ଗ୍ୟାଙ୍ଗ୍  । ଏଟିଏମ୍ ଠାରୁ ୩୦ କିଲୋମିଟର ଦୂରରେ ଏକ ଫାଣ୍ଡି ରହିଛି  । ତଥାପି ନିର୍ଭୟରେ ଆସି ଗ୍ୟାସ୍ କଟରରେ ଏଟିଏମ କାଟିଲେ ଏବଂ ଟଙ୍କା ଲୁଟି ନେଇଗଲେ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା…

ରାଜ୍ୟରେ ଚାଲିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତି ମଧ୍ୟରେ ୯ ବର୍ଷ ପୁରିବାକୁ ଯାଉଛି । ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ…

ମାଆ ସାଜିଲା ପିଶାଚୀ: ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା

ବାଲେଶ୍ଵର: ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ । ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା । ମେଡିକାଲ ପାଇଖାନା ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ।…

ଘରୋଇ କଳହକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା  । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ  । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ ବଚସା ହୋଇଥିଲା  । ଏଥିରେ ରାଗି ଯାଇ ସୁଶାନ୍ତ ତାଙ୍କ…

ବାଲେଶ୍ବର ଜିଲ୍ଲାରେ ସ୍କୁଲ ଗୁଡିକର ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେବେ ଅଙ୍ଗନବାଡି ଦିଦି

ବାଲେଶ୍ବର: ଗତ କିଛି ଦିନ ହେବ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ୩ ଦଫା ଦାବି ନେଇ ଧାରଣାରେ ବସିଛନ୍ତି  । ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି । ପିଲାମାନେ ସ୍କୁଲକୁ ଆସୁଛନ୍ତି ହେଲେ ଫେରି ଯାଉଛନ୍ତି  । ଫଳରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି  । ଯାହାକୁ ଦୃଷ୍ଟିରେ ରଖି ବିକଳ୍ପ…