Latest Odisha News

BREAKING NEWS

Browsing Category

ବରଗଡ଼

Baragarh

ବରଗଡ଼ ହାଜତ ମୃତ୍ୟୁ ମାମଲା , ବିଭିନ୍ନ ଦାବି ନେଇ ଧାରଣାରେ ବିଜେପି

ବରଗଡ଼ :ବରଗଡ଼ ଟାଉନ ଥାନା ହେପାଜତରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦଙ୍କୁ ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବରଗଡ଼ ବିଜେପି ଦଳ।  । ତେବେ ପୋଲିସ ବିରୋଧରେ ଟାଉନ ଥାନାରେ ହୋଇଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ଏଫ.ଆଇ.ଆର…

ପୋଲିସ ନାଁ ରେ ସଙ୍ଗୀନ ଅଭିଯୋଗ , ଦାବି ପୁରଣ ନହେଲେ ଆତ୍ମହତ୍ୟା ଧମକ ଦେଲେ ମୃତ ବ୍ୟକ୍ତିଙ୍କ ଭାଇ

ବରଗଡ଼ : ପୋଲିସ ଗାଁ ଲୋକ ମୁହାଁମୁହିଁ । ବରଗଡ଼ ଟାଉନ ଥାନା ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ । ଘରୁ ଡାକି ପୋଲିସ ଜଣେ ଯୁବକଙ୍କୁ ମାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ସୂଚନା ଅନୁସାରେ ଟାଉନ ଥାନା ପୋଲିସ ତୋରା ଗାଁ ର ୨୫ ବର୍ଷୀୟା ଯୁବକ ଗୋବିନ୍ଦ କୁମାରଙ୍କୁ କୌଣସି କାରଣରୁ ରାତି ୨ ଟାରେ…

ବରଗଡ ଜିଲ୍ଲା ନୃସିଂହନାଥ ରେଂଜରେ ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ବରଗଡ: ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ । ଆତଙ୍କିତ ହୋଇପଡିଛନ୍ତି ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ନୃସିଂହନାଥ ରେଂଜ ଅଂଚଳ ବାସିନ୍ଦା । ବିଗତ ତିନିଦିନ ଧରି ସ୍ଥାନୀୟ ଅଂଚଳରେ ଦୁଇଦୁଇଟି ହାତୀ ଆତଙ୍କ ଖେଳାଇଥିବା ସୂଚନା ରହିଛି । ବର୍ଷା ଓ ମରୁଡି ଭଳି ଦୁଇଟି ପ୍ରାକୃତିକ…

ଜିଏସଟି ଠକେଇ ସନ୍ଦେହରେ ଚଢଉ

ବରଗଡ଼ : ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଫାଙ୍କିଥିବା ସନ୍ଦେହରେ ଗଜଲକ୍ଷ୍ମୀ ଷ୍ଟୋର ଉପରେ ଚଢଉ। ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦନାଥ ଅଗ୍ରୱାଲଙ୍କ ଷ୍ଟୋର ଉପରେ ଜିଏସଟି ବିଭାଗ ଚଢଉ କରିଛି । ଜିଏସଟି ବିଭାଗ ବରଗଡ଼,ସମ୍ବଲପୁର ଓ ରାଉରକେଲା ର ତିନିଗୋଟି ଟିମ୍ ଏକକାଳିନ ଚଢଉ…

ଅଜଗର ସାପ ଉଦ୍ଧାର

ବରଗଡ଼ : ଉଦ୍ଧାର ହେଲା ଅଜଗର ସାପ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ହୀରାପୁର ଛକ ନିକଟରେ ୮ ଫୁଟ ଲମ୍ବର ବଡ ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଦ୍ୱାରା ସାପଟି ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଏକ ବୁଦା ମୂଳରେ ସାପ ଥିବା ଦେଖିଥିଲେ। ପରେ ସେହିରାସ୍ତା ଦେଇ ଯାଉଥିବା…

ବୋଲେରୋ ଦୁର୍ଘଟଣାରେ ୧୩ ଜଣ ଆହତ

ବରଗଡ଼: ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲ ବୋଲେରୋ । ଏଥିରେ ୧୩ ଜଣ ଆଙତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଘୁଲିପାଳି ଛକଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲୁଥିବା ଗାଈକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା…

ସାମ୍ବାଦିକ,ପର୍ବତାରୋହିଙ୍କ ବାଇକ ଯାତ୍ରା

ବରଗଡ଼ : ସଚେତନତା ସୃଷ୍ଟି କରୁଥିବା ବାଇକ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା । ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀରୁ ଲେହ ଲଦାକ୍ ଯାତ୍ରା କରିଥିବା ଦୁଇ ଜଣିଆ ମୋଟର ସାଇକେଲ ଯାତ୍ରୀ ଦଳଙ୍କୁ ବରଗଡ଼ ମା ସମଲେଇ ମନ୍ଦିର ଠାରେ ସମ୍ବର୍ଦ୍ଧନା ଦିଆଯାଇଛି।…

ଏଟିଏମ୍ ଲୁଟେରା ଗ୍ୟାଙ୍ଗ ସହ ମାଷ୍ଟରମାଇଣ୍ଡକୁ ମାଡିବସିଲା ବରଗଡ ପୋଲିସ

ବରଗଡ: ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ନେଇ ଅତିଷ୍ଠ ହୋଇପଡିଥିଲେ ବରଗଡ ବାସିନ୍ଦା । ଚିନ୍ତାରେ ପଡିଥିଲେ ପୋଲିସ ପ୍ରଶାସନ । ଶେଷରେ ତଦନ୍ତକାରୀ ଟିମକୁ ମିଳିଛି ବଡ ସଫଳତା । ଏଟିଏମ୍ ଲୁଟେରା ଗ୍ୟାଙ୍ଗ ସମେତ ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ । ବରଗଡ ଏସ୍‌ପିଙ୍କ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ

ବରଗଡ଼ : ଜୀରା ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ । ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏହି ରାସ୍ତା ଦେଇ ଆସୁଥିବା ସମୟରେ ବାଇକ ସହ ଭାସିଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।…