Home ସହର ବ୍ରହ୍ମପୁର

ବ୍ରହ୍ମପୁର

Berhempur

ନ୍ୟାୟ ଦାବି କରି ସ୍ୱାମୀଙ୍କ ଘର ସାମ୍ନାରେ ମାଣ ବସାଇଲେ ସ୍ତ୍ରୀ

ବ୍ରହ୍ମପୁର: ସ୍ୱାମୀଙ୍କ ଘର ଆଗରେ ମାଣ ବସାଇଲେ ସ୍ତ୍ରୀ । ନ୍ୟାୟ ଦାବି କରି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମାଣ ବସାଇଲେ । ଚିତା ପକାଇ, ଖଟୁଳି ଉପରେ ମାଣ ଥୋଇ ପୂଜା କଲେ । ହୁଳହୁଳି ଦେଇ ଲକ୍ଷ୍ମୀ ପୁରାଣ...

ତପସ୍ୱିନୀଙ୍କୁ ବାହା ହୋଇଛନ୍ତି ବୋଲି ମାନିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ତପସ୍ୱିନୀ ଡାକ୍ତରଙ୍କ ଘରେ ଧାରଣାରେ ବସିବା ଘଟଣାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଥିବା ନେଇ ସ୍ୱିକାର କରିଛନ୍ତି ସୁମିତ । ପ୍ରଥମେ ମହିଳା ଜଣକ ହିଁ...

ବ୍ରହ୍ମପୁର ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଛନ୍ତି । ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ରାତି...

ନକଲି ଥାନା ଅଧିକାରୀ ଗିରଫ

ଖଲ୍ଲିକୋଟ : ଲୋକଙ୍କୁ ଧମକ ଦେଉଥିଲେ ହେଲେ ପୋଲିସ ହାତରେ ଧରାପଡିଗଲେ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମାଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଫୋନ ରେକଡିଂ ଭାଇରାଲ ହେବାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ...

[ଭିଡ଼ିଓ] ପରିତ୍ୟକ୍ତ ଟାୟାରରେ ସୁନ୍ଦର କଳାକୃତି

ବ୍ରହ୍ମପୁର: ବର୍ଜ୍ୟବସ୍ତୁରୁ ସୁନ୍ଦର କଳାକୃତି । ବ୍ରହ୍ମପୁରର କିଛି ଆଇଟିଆଇ ଛାତ୍ରଙ୍କ ଦ୍ୱାରା ତିଆରି ହୋଇଛି ଏହି କୃତି । ୧୦୦ଜଣ ଛାତ୍ର ମିଶି ତିଆରି କରୁଛନ୍ତି ଟାୟାର ପାର୍କ । ୪ହଜାର ବର୍ଗମିଟର ସ୍ଥାନରେ ପୁରୁଣା ଭଙ୍ଗା ଟାୟାରରେ ଅଭିନବ ଢଙ୍ଗରେ...

ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ

ବ୍ରହ୍ମପୁର : ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ । ବର୍ତ୍ତମାନ ଧାନା ଫସଲ ଅମଳ ସମୟ ହୋଇଥିବାରୁ ପାଚିଲା ଧାନରେ ବର୍ଷା ଜଳ ମାଡି ଅନେକ ଯାଗାରେ ତାହା ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ...

[ଭିଡିଓ] ମାଛ ଜାଲରୁ ଅଜଗର ଉଦ୍ଧାର

ବ୍ରହ୍ମପୁର : ମ।ଛ ଜାଲରୁ ଉଦ୍ଧାର ହେଲା ଅଜଗର । ମାଛ ଜାଲରେ ପଡ଼ି ଛଟପଟ ହେଉଥିବା ୪ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳେଭୂମି ନିକଟରେ ଥିବା ଡିପସନ ହେଚେରୀ...

ଓଡ଼ିଶାର ନୋ ଫିସିଂ ଜୋନରୁ ମାଛ ଧରୁଥିଲା ଆନ୍ଧ୍ର ; ଧରି ପକାଇଲା ବନବିଭାଗ,୮ଅଟକ

ବ୍ରହ୍ମପୁର : ଓଡ଼ିଶାର ପିଛା ଛାଡୁନି ଆନ୍ଧ୍ର । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ରର ଟ୍ରଲରକୁ ଜବତ କରିଛି ଓଡ଼ିଶା । ଏଥିସହ ୮ ଜଣ ମତ୍ସଜୀବୀଙ୍କୁ ଅଟକ ରଖିଛିା ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ...

ବ୍ରହ୍ମପୁରରେ ମିଠା ଦୋକାନରେ ଖାଦ୍ୟର ମାନ ଯାଞ୍ଚ କଲେ ଫୁଡ୍ ସେଫଟି ଅଫିସର

ବ୍ରହ୍ମପୁର : ଦୁର୍ଗାପୂଜା ଅବସରରେ ବିଭିନ୍ନ ମିଠା ଦୋକାନ ବୁଲୁଛନ୍ତି ଫୁଡ୍ ସେଫଟି ଅଫିସର ମାନେ । ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରେସନ ତରଫରୁ ଆଜି ବ୍ରହ୍ମପୁର ସହରର ବିଭିନ୍ନ ମିଠା ଦୋକାନ ବୁଲି ଦେଖିଥିଲା ଟିମ୍ । ପୂରୁଣା ମିଠା ଓ କ୍ୱାଲିଟି...

ମା’ ତାରାତାରିଣୀ ପୀଠରେ ଭୟଙ୍କର ଅଗ୍ନିକାଣ୍ଡ

ବ୍ରହ୍ମପୁର: ତାରାତାରିଣୀ ପୀଠରେ ନିଆଁ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ଦୀପ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପସିରରରେ ଥିବା ୩ ଟି ଦୀପ ଘରେ ନିଆଁ ଲାଗିଛି। ନବରାତ୍ରୀ ପୂଜା ଚାଲିଥିବା ସମୟରେ...

ସାହିତ୍ୟ