ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, କୋଭିଡ୍ କଟକଣାରେ ପାଳନ ହେବ

ବ୍ରହ୍ମପୁର: କରୋନା କଟକଣାରେ ଚଳିତବର୍ଷ ହେବ ବ୍ରହ୍ମପୁରର ମାଆ ଠାକୁରାଣୀ ଯାତ୍ରା । ଏଥିପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ...

ଵ୍ରହ୍ମପୁର ଖଜୁରିଆ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ୫ ଅଭିଯୁକ୍ତ ଗିରଫ, ୨ ଫେରାର୍‌

ଵ୍ରହ୍ମପୁର: ଵ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗାଁରେ ଗୁଳିକାଣ୍ଡ ଘଟିଛି । ଉକ୍ତ ଗାଁର ହୀନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୭ ଜଣ ଦୁର୍ବୁତ୍ତ ଏହି ଗୁଳିମାଡ଼ କରିଥିବା...

ବେଆଇନ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ: ମଦ ନଷ୍ଟ କଲା ପୋଲିସ

ସାନଖେମୁଣ୍ଡି: ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ୍ ମଦ ବିକ୍ରି । ମଦ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇ ମଦ ଜବତ କରାଯିବ ପରେ ତାହାକୁ ନଷ୍ଟ କରାଯାଇଛି । ପାଟପୁର ଥାନାରୁ ମାତ୍ର ୧ କି.ମି. ଦୂର ପଳାସପୁରଠାରେ...

ସୁନାପୁର ବେଳାଭୂମିରେ ଲାଗିଲା‌ ବିଶାଳକାୟ ସାର୍କ, ମତ୍ସ୍ୟଜୀବୀ-ବନ କର୍ମଚାରୀ ଛାଡ଼ିଲେ ସମୁଦ୍ରରେ

ବ୍ରହ୍ମପୁର: ଆଜି ଅପରାହ୍ଣରେ ବେଳାଭୂମିରେ ଲାଗିଥିଲା ଏକ ବିଶାଳକାୟ ସାର୍କ । ହାତ ପାଆନ୍ତାରେ ଏତେ ବଡ଼ ସାର୍କକୁ ଦେଖି ‌ସେଠାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ ।  ହ୍ବେଲ୍‌...

ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ବିରୋଧ 

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବା ପଦକ୍ଷେପକୁ ବିରୋଧ । ପ୍ରତିବାଦରେ ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ମତ୍ସ୍ୟଜୀବୀ । ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ  ମତ୍ସ୍ୟଜୀବୀଙ୍କ ତରଫରୁ ପ୍ରତିବାଦ କରାଯାଇଛି...

ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ହେଲେ ଯୁବନେତା ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯିବା ସହ ସୁଜୟଙ୍କୁ...
Cattle Laden Truck Overturned In Jaleswar, 15 Cows Killed

ଛତ୍ରପୁରରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

ଛତ୍ରପୁର: ଡିଆରଡିଏ ଛକରେ ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାଁ ସୀତାରାମ ରେଡି। ଘର ଶାନ୍ତିନଗରରେ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାଶୁଝା ଚାଲିଛି ।

ନାଟକ ଏକାଡେମୀ ତରଫରୁ ସନ୍ୟାସୀ ମହାରଣାଙ୍କୁ ମିଳିଲା ୨୦୨୧ ମସିହାର ରଙ୍ଗମଞ୍ଚ ସମ୍ମାନ

ବ୍ରହ୍ମପୁର : ବ୍ରହ୍ମପୁର ନାଟକ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ପ୍ରଯୋଜକ ନିର୍ଦ୍ଦେଶକ ସନ୍ୟାସୀ ମହରଣାଙ୍କୁ ଚଳିତ ୨୦୨୧ ମସିହା ରଙ୍ଗମଞ୍ଚ ସମ୍ମାନ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରେଇବା ପାଇଁ ଶ୍ରୀ ମହାରଣା ଅନେକ...

ପୁଣି ରିମାଣ୍ଡରେ ପାଠକ ବାପା-ପୁଅ

ବ୍ରହ୍ମପୁର: ପୁଣି ପୋଲିସ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସେମାନଙ୍କୁ ନେଇଛି ପୋଲିସ । ୩ଟି ଠକେଇ...

ବିମାନବନ୍ଦର ସ୍ଥାପନ ନେଇ ସପ୍ତମ ପଥପ୍ରାନ୍ତ ସଭା

ବ୍ରହ୍ମପୁର: ବ୍ରହ୍ମପୁର ଆଂକୁଲି ଛକଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି ।  ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ନେଇ...

ସାହିତ୍ୟ