ବର୍ଷାରେ ବେହାଲ ଭଦ୍ରକ,ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବର୍ଷାରେ ବେହାଲ ଭଦ୍ରକ ସହର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଲୋକମାନେ ଯିବା ଆସିବାରେ ହଇରାଣ ହୋଇଛନ୍ତି. । ବର୍ଷା ପବନ ଲାଗି ରହିଥିବାରୁ...

ନକଲି ଜର୍ଦ୍ଦା ଜବତ,ଜଣେ ଗିରଫ

ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ...

ଫେଲ୍ ମାରିଲା ଇକ୍‌ମୋ ଚିକିତ୍ସା, ହାରିଗଲେ ଅଭିଷେକ

ଭୁବନେଶ୍ୱର: କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର । ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଯୁବ ଇଞ୍ଜିନିୟର ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା...

ଟ୍ରେନ୍ ଦୁର୍ଘଟଣାରେ ଯୁବକ ଆହତ

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନରେ ଅଘଟଣ। ଟ୍ରେନ ଦୁର୍ଘଟଣାରେ ହାତ କଟିଯିବା ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି। ଯୁବକ ଜଣକ ଭଦ୍ରକ ୧୪ ନମ୍ବର ୱାର୍ଡର ନୀଳକଣ୍ଠପୁର ଗାଁ ର କାଳିଆ...

ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର

ଭଦ୍ରକ: ପୁଣି ଗୋରାମାଟି ସରପଞ୍ଚ ପରିବାରର ଦବଙ୍ଗଗିରି । ଭଦ୍ରକ ସାବରଙ୍ଗ ଥାନା ତୋରଣପଦା ଗାଁରେ ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର । ଇଟାଭାଟି ମାଲିକକୁ ଆକ୍ରମଣ ଘଟଣାର ତଦନ୍ତ ଓ ଆସାମୀ ଧରିବା ପାଇଁ ଯାଇଥିବା...

ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ପୁଲିସ | ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ...

ଗାଁରେ ଦନ୍ତା ଆତଙ୍କ

ଭଦ୍ରକ : ଗାଁରେ ଦନ୍ତା ଆତଙ୍କ । ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗୁଡିକରେ ହାତୀ ପଶି ଆତଙ୍କ ଖେଳାଇଛି । ଆଉ ହାତୀ ଭୟରେ ଲୋକେ ତାଟି କବାଟ ପକାଇ ରହିଛନ୍ତି । ଦିନ ଦିପହରରେ ବି ହାତୀ ଆତଙ୍କ ଖେଳାଇଛିି...

କଟକଣା ଭିତରେ ଦେବଦମ୍ପତିଙ୍କ ବିବାହ ନୀତି

ଭଦ୍ରକ: ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ଧୁମଧାମରେ ନହେଲେ ବି କଟକଣା ଭିତରେ ପାରମ୍ପରିକ ରୀତିରେ ହେବ ବିବାହ । ଏନେଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତି ମାନ ଆରମ୍ଭ ହୋଇଯାଇଛି । ମଙ୍ଗଳପାଗ ପାଇଁ ବର ଓ କନ୍ୟା ପକ୍ଷ...

କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବୁଲିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ବାତ୍ୟା ଚାଲିଯାଇଛି । ଧୀରେ ଧୀରେ ସୁଧୁରୁଛି ଲୋକଙ୍କ ସ୍ଥିତି । ସେହିଭଳି ଭଦ୍ରକରେ ବହୁ କ୍ଷତି ହୋଇଥିବାବେଳେ ସେଠାରେ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତି ସାଙ୍ଗକୁ ଲୋକଙ୍କର ସ୍ଥିତି...

ବାବା ଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବାତ୍ୟା ୟାସ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ରହିଥିବା ବେଳେ ଆରମ୍ଭଗ ହୋଇଛି ଜଳ ନିସ୍କାସନ କାମ । ସେହିଭଳି ପୁର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଥିଲା ସମୁଦ୍ରା ଫଳରେ ଉଚ୍ଚ ଜୁଆର...

ସାହିତ୍ୟ