Latest Odisha News
Browsing Category

ଭଦ୍ରକ

Bhadrak

ନିଆରା ନେତା: ଚାଷୀ ପରିବାରରୁ ରାଜନୀତିରେ ପିଏଚଡି ପ୍ରାର୍ଥୀ

ଭଦ୍ରକ :ସବୁଠି ଏବେ ନିର୍ବାଚନୀ ଉଷ୍ମତା । ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାୟ ଶିକ୍ଷିତ ପ୍ରାର୍ଥୀ ମାନଙ୍କୁ ଦେଖିବାକୁ ମିଳିଛି। ଯାହାକି ଏବେ ରାଜନୀତି ମାହୋଲକୁ ଆହୁରି ସରଗରମ କରୁଛି। ଗାଁ ରାଜନୀତିରେ ପାଠୁଆଙ୍କ ଲାଗିଛି ଭିଡ , ସେମତି ଭଦ୍ରକରେ ଜଣେ ପିଏଚଡି ପ୍ରାର୍ଥୀ ଲଢୁଛନ୍ତି…

[ଭିଡ଼ିଓ] ହାର୍ ମାନିଛି ବୟସ, ନିର୍ବାଚନୀ ମୈଦାନରେ ୭୫ ବର୍ଷୀୟା ମୀନତି

ଭଦ୍ରକ : କୌଣସି କାମ ନେଇ ବୟସ ମହତ୍ତ୍ୱ ରଖେନି। ମନରେ ଇଚ୍ଛା ଥିଲେ ସବୁ କାମ ସହଜ ହୋଇଯାଏ । ସେହିଭଳି ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଜଣେ ୭୫ ବର୍ଷୀୟା ମହିଳା । ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ…

ବଞ୍ଚିଛି ମାନବିକତା, ବଳକା ଅର୍ଥ ଫେରାଇଲେ ମୃତ ଅଭିଷେକଙ୍କ ପତ୍ନୀ

ଭଦ୍ରକ: ଏବେ ବି ବଞ୍ଚିଛି ମାନବିକତା । ଦିନ ଥିଲା କରୋନା ଜନିତ ଚିକିତ୍ସା ପାଇଁ ସମସ୍ତଙ୍କର ସହାୟତା ମାଗିଥିଲେ । କିନ୍ତୁ ଚିକିତ୍ସା ପରେ ମଧ୍ୟ ସ୍ୱାମୀଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ ଡାକ୍ତର । ଆଉ ସମସ୍ତଙ୍କ ସହାୟତା କିଛି କାମରେ ଲାଗିଲା । କିନ୍ତୁ ଏବେ ସ୍ୱାମୀଙ୍କ ଚିକିତ୍ସା…

[ଭିଡ଼ିଓ] ଆସିଲାନି ସ୍ତ୍ରୀ, ମାଡ ଖାଇ ଯୁବକ ହସପିଟାଲରେ ଭର୍ତ୍ତି

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର । ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ…

୨୦ରୁ ଉର୍ଦ୍ଧ୍ଵ ଗାଈଙ୍କୁ ଉଦ୍ଧାର କଲା ବଜରଙ୍ଗୀ ଦଳ

ଭଦ୍ରକ : ଗୋରୁ ବୋଝେଇ ଗାଡି ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଦୁଇଟି ଗୋରୁ ବୋଝେଇ ଗାଡି ଜବତ ହୋଇଛି ।୨୦ ରୁ ଉର୍ଦ୍ଧ୍ଵ ଗାଇ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁସାରେ ଦୁଇଟି ଗୋରୁ ବୋଝେଇ ପିକଅଫ୍ ଭ୍ୟାନ୍ ବାସୁଦେବପୁର ଆସୁଥିଲା ।ଏହି ସମୟରେ ବଜରଙ୍କ ଦଳ ସଦସ୍ୟ ମାନେ ଦୁଇଟି…

ଟ୍ରକ ଧକ୍କାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା ଜାରି

ଭଦ୍ରକ:  ଭଦ୍ରକ ବାସୁଦେବପୁର କଲେଜ ଛକରେ ଅଘଟଣ । ଆଇଟିଆଇ ଛାତ୍ରଙ୍କ ଉପରେ ଚଢିଗଲ ଟ୍ରକ ଚଢିଯିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ବିନାୟକ ପୁର ଗାଁର ସୁକା ସାହୁଙ୍କ ପୁଅ ରିଙ୍କୁ କୁମାର ସାହୁ ବୋଲି ଜଣାପଡ଼ିଛି। ରିଙ୍କୁ ଆଜି ଏକ ବାଇକରେ ଆସୁଥିବା ସମୟରେ…

[ଭିଡ଼ିଓ] ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଧାରଣାରେ ପରିବାର

ଭଦ୍ରକ : ଭଦ୍ରକ ଧୁଷୁରୀ ନାବାଳିକା ଅପହରଣ ଘଟଣା । ନ୍ୟାୟ ପାଇଁ ଧାରଣାରେ ନାବାଳିକା ପରିବାର । ଝିଅ ଅପହରଣ ଘଟଣାର ୮ମାସ ବିତିଗଲାଣି । ହେଲେ ଝିଅର ଏଯାଏ ପତ୍ତା ମିଳୁନି । ସେହି ଗାଁର ଜଣେ ଯୁବକ ଝିଅକୁ ଏକତରଫା ପ୍ରେମ କରୁଥିବା ବେଳେ ଅନିଚ୍ଛା ପରେ ବି ଅପହରଣ କରିନେଇଥିବା ଅଭିଯୋଗ…

ତପସ୍ୱିନୀଙ୍କୁ ବାହା ହୋଇଛନ୍ତି ବୋଲି ମାନିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ତପସ୍ୱିନୀ ଡାକ୍ତରଙ୍କ ଘରେ ଧାରଣାରେ ବସିବା ଘଟଣାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଥିବା ନେଇ ସ୍ୱିକାର କରିଛନ୍ତି ସୁମିତ । ପ୍ରଥମେ ମହିଳା ଜଣକ ହିଁ ଗଣ୍ଡୋଗୋଳ କରି ୪୯୮ ମାମଲା ରୁଜୁ…

[ଭିଡ଼ିଓ]ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍ ହୋଇଛି। ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଅଘଟଣ। ୩ଟି ମୋବାଇଲ ସହ ୧୫ରୁ ୨୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ଭଦ୍ରକ ଆରଡ଼ି ଛକରେ ଥିବା ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ହୋଇଛି ଲୁଟ୍। ଗତାକଲି ରାତିରେ ମେଡ଼ିସିନ ଦୋକାନ…

ଧାନ ଚାଷରେ ଦାଉ ସାଧୁଛି ରୋଗ ପୋକ

ଭଦ୍ରକ : ଧାନ ଚାଷରେ ଦାଉ ସାଜିଛି ରୋଗପୋକ । ଅମଳ ସମୟ ଯେତିକି ପାଖଉ ଆସୁଛି , ରୋଗ ସେତିକି ପରିମାଣରେ ମାଡିଆସୁଛି । କୀଟନାଶକ ଏବଂ ଔଷଧ ମଧ୍ୟ କାମ କରୁନାହିଁ । ଚିନ୍ତାରେ ଏବେ ଚାଷୀ । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଦେଖିବାକୁ ଲାଗିଛି ଏପରି ଘଟଣା । ଏବେ ଧାନ ଅମଳର ସମୟ।…