Home ସହର ଭୁବନେଶ୍ୱର

ଭୁବନେଶ୍ୱର

Bhubaneswar

ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର, ଅର୍ଥ ସହାୟତା ଲୋଡ଼ିଲେ ପରିବାର ଲୋକ

ଭୁବନେଶ୍ୱର: ରାଜ୍ୟରୁ ଆଉ ଜଣେ କରୋନା ସଂକ୍ରମିତଙ୍କୁ ଏକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଆଦିତ୍ୟ କୁମାର ପାତ୍ରଙ୍କୁ ସ୍ପର୍ଶ ହସ୍ପିଟାଲରୁ ଚେନ୍ନାଇର ଏମଜିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଦିତ୍ୟ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଓଡ଼ିଶା ଷ୍ଟେଟ ସିଡ୍ସ...

କାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍ । ମୋଟ୍ ୨୫ଟି ରୁଟରେ ୧୯୪ଟି ମୋ ବସ୍ ଚଳାଚଳ ଆରମ୍ଭ କରିବ । ଏହି ସୂଚନା ଦେଇଛି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ବା କ୍ରୁଟ୍‌ । କରୋନା କଟକଣା ଯୋଗୁଁ...

ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପୂରଣ ହେଲା ଟାର୍ଗେଟ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୮ଲକ୍ଷ ୩୫ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡୋଜ୍ ଟିକା...

OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ(OSSC) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ତାଙ୍କର ଅମାପ ସମ୍ପତ୍ତିର ହିସାବ ନିକାଶ ଚାଲିଛି । ଗିରଫ ପରେ ବିରଞ୍ଚି ନାରାୟଣ...

ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଅଫିସର । ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ଘର...

OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କନିଶନ ବା OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ଭୁବନେଶ୍ୱରରେ ୬ଟି ସ୍ଥାନରେ ରେଡ୍ ହୋଇଛି । ଏହି ଚଢ଼ାଉରେ...

ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ

ଭୁବନେଶ୍ୱର : ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ ସେଥିରୁ ୯୫ ପ୍ରତିଶତ ନିଜ ରୋଗକୁ ନେଇ ଅଜ୍ଞ । ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି ।...

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ...

ଜୁନ୍ ୨୦୨୨ ସୁଦ୍ଧା ସରିବ ବରମୁଣ୍ଡା ବସଷ୍ଟାଣ୍ଡ ଟର୍ମିନାଲ କାମ, ସ୍ଥିତି ପରଖିଲେ 5T ସଚିବ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି. କେ. ପାଣ୍ଡିୟାନ୍ । ଆଜି ସକାଳୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବରମୁଣ୍ଡାରେ ନିର୍ମାଣଧୀନ ଅତ୍ୟାଧୁନିକ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାମର ଅନୁଧ୍ୟାନ...

ନନ୍ଦନକାନନରେ ନୂଆ ଅତିଥି: ମାଆ ହେଲା ସିଂହୀ ବିଜଲୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି । ମାତୃତ୍ୱ ଲାଭ କରିଛି ସିଂହୀ ବିଜଲି । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି । ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ହୋଇଛି । ସିଂହ ସଫାରୀର ଏକ...

ସାହିତ୍ୟ