Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡିଓ] କଟକରେ କୁମ୍ଭୀର ଆତଙ୍କ

କଟକ: କଟକ-ବାରଙ୍ଗ ପୁରୀ ମୁଖ୍ୟ କେନାଲରେ ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି । କେନାଲକୁ କେହି ଗାଧୋଇବାକୁ ଯାଉ ନାହାନ୍ତି । କୁମ୍ଭୀରଟିକୁ ଲୋକେ ଗତ ଶୁକ୍ରବାର ଦିନ ୪ ଟା ସମୟରେ ବାରଙ୍ଗ ବ୍ଲକ ନିକଟ ହନୁମାନ ବାଟିକା ନିକଟରେ…

[ଦେଖନ୍ତୁ ଭିଡିଓ] ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ର ଛାତ୍ରୀ: ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ ୟୁକ୍ରେନରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ଫଳରେ ସେଠାରେ ଫସିଯାଇଛନ୍ତି କିଛି ଓଡ଼ିଆ ଛାତ୍ର । ୟୁକ୍ରେନରେ…

[ଦେଖନ୍ତୁ ଭିଡିଓ] ବାଜିଲାଣି ପୌର ନିର୍ବାଚନ ବିଗୁଲ୍,ଆଶାୟୀ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ

କଟକ: ବାଜିଲାଣି ପୌର ନିର୍ବାଚନ ବିଗୁଲ୍ । ଏ ନେଇ ସରକାରଙ୍କ ପକ୍ଷରୁ ନିର୍ବାଚନ କମିସନରଙ୍କୁ ପୌର ପରିଷଦ,ଵିଜ୍ଞାପିତ ଅଞ୍ଚଳ, ମହାନଗର ନିଗମ ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେବା ପରେ କଟକରେ ଦେଖାଗଲାଣି ନିର୍ବାଚନୀ ହାୱା । ଆଉ ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପାଇଁ…

[ଦେଖନ୍ତୁ ଭିଡିଓ] ତପସ୍ୱିନୀଙ୍କୁ ବଡ଼ ଝଟକା, ମାସିକ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଦେବେ ସୁମିତ୍

କଟକ : ବହୁ ଚର୍ଚ୍ଚିତ ସୁମିତ ତପସ୍ୱିନୀ ମାମଲା। ଏବେ ତପସ୍ୱିନୀଙ୍କୁ ଲାଗିଲା ବଡ଼ ଝଟକା। ଏହି ବିବାଦ ମାମଲାରେ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ। ଏବେ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ମିଳିବ ୧୦ ହଜାର ଟଙ୍କା । ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ବଦଳରେ ୧୦ହଜାର…

ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, ପୋଲିସର ଛାନଭିନ୍ ଜାରି

କଟକ : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କଟକ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ  ଗାଁ ରେ ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲ୍ଲୀକଙ୍କୁ ଘରକୁ ରାତି ଅଧିଆ ବୋମା ମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ସମସ୍ତେ…

ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତି ଶପଥ ଗ୍ରହଣ କଲେ

କଟକ : ଓଡିଶା ହାଇକୋର୍ଟର ତିନି ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁୁରହରୀ ଶ୍ରୀ ରମଣ ଆଜି ଶପଥ ପାଠ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ…

ବିଶ୍ୱ ରେଡ଼ିଓ ଦିବସ: ଏବେ ବି ରେଡ଼ିଓ ସବୁଠୁ ଆଗରେ

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ । ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ପ୍ରତି ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଦିନଟିଏ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା…

କମିଶନରେଟ ପୋଲିସ ପଞ୍ଝାରେ ୨ ଗଞ୍ଜେଇ ମାଫିଆ,୨୦ କେଜି ଗଞ୍ଜେଇ ସହ ୭୫ଲକ୍ଷ ଟଙ୍କା ଜବତ

କଟକ : କମିଶନରେଟ ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଦୁଇ ଜଣ ଗଞ୍ଚେଇ ବେପାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ ।ଏମାନେ ହେଲେ ନାରାୟଣ ପତି ଓରଫ ବିବୁ ଓ ସହଯୋଗୀ ଅବକାଶ ସ୍ୱାଇଁ । ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ , ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର ଓ ଦୁଇଟି ମୋବାଇଲ…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେଲେ ନୂଆ ୩ ବିଚାରପତି

ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ଏହି ନୂଆ ୩ଜଣ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ସମ୍ବିଧାନର ଧାରା…

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି…