[ଭିଡ଼ିଓ ] ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ । ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି ।  ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

[ଭିଡ଼ିଓ ] ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

ପୁରୀ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ପୁରୀ ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଂକ ନିମାପଡା କାର୍ଯ୍ୟଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ...

[ଭିଡ଼ିଓ] ମୁଁ ବି ସକ୍ଷମ. . .ବଡ଼ ଦାଣ୍ଡରେ ଖଟି ଖାଇ ବଞ୍ଚିବି

ପୁରୀ  : ପ୍ରତିକୂଳ ପରିସ୍ଥିତିରେ ବି ନିଜକୁ ସୁଦୃଢ କରିଛନ୍ତି । ସବୁ ଘାତ ପ୍ରତିଘାତ ସହି ଆଗକୁ ବଢିଛନ୍ତି । ଦୃଷ୍ଟି ଶକ୍ତି ହରାଇବା ପରେ ବି ହାର ମାନିନାହାନ୍ତି । ନିଜ ପରିବାର ପାଇଁ ନିଜ ଗୋଡରେ ନିଜେ ଛିଡା...

ବାଲୁକା କଳା ଦ୍ୱାରା ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳା ମାଧ୍ୟମରେ ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ୱର୍ଣ୍ଣିମ ବିଜୟ ବର୍ଷ...

ମରିଗଲା ମାନବିକତା, ଟ୍ରଲିରେ ବୁହା ହୋଇ ଗଲେ ମୃତ ମହିଳା

ପୁରୀ  : ମରିଗଲା ମାନବିକତା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସଂସ୍କାର ପାଇଁ ମିଳିଲାନି ସହଯୋଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ । ମୃତକ ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହିର ମାମୁଲି...

[ଭିଡ଼ିଓ] ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ...

ଦୀର୍ଘ ଦିନ ପରେ ବସିଲା ପୁରୀ ଜିଲ୍ଲା ପରିଷଦ ବୈଠକ

ପୁରୀ : ଦୀର୍ଘ ଦିନ ପରେ ବସିଲା ଜିଲ୍ଲା ପରିଷଦ ବୈଠକ । ପୁରୀ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ। ଏହି ବୈଠକରେ ଜିଲ୍ଲାପରିଷଦର ସମସ୍ତ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଦୀର୍ଘ ଦୁଇ ବର୍ଷ ପରେ...

[ଭିଡ଼ିଓ] ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସ’ରେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ

ପୁରୀ : ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଅଷ୍ଟମ ଶ୍ରେଣୀର ଛାତ୍ର । ଓଲଟା ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ପୁରୀ ବାସେଳୀ ସାହିର ଛାତ୍ର ଆୟୁଷ ମହାପାତ୍ର ।  ବିପରୀତ ଦିଗରେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ...

ଗୋପ ପୋଲିସ ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ ,୪ ଗିରଫ

ପୁରୀ :ଗୋପ ପୋଲିସକୁ ସଫଳତା । ଏକ ବାଇଟ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।ଅଭିଯୁକ୍ତଙ୍କ ଠାରୁ ୮ ରୁ ଉର୍ଦ୍ଧ୍ବ ବାଇକ ଜବତ କରିଛି ପୋଲିସ ।  ଗିରଫ...

ପୁରୀ ବାସୀନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବାକୁ ଆଇନଜୀବୀ ଓ ଜଗନ୍ନାଥ ସେନାର ଦାବି

ପୁରୀ : ଖୋଲାଯାଉ ଶ୍ରୀମନ୍ଦିର ଚାରିଦ୍ୱାର। ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ଲୋକେ...

ସାହିତ୍ୟ