Latest Odisha News

BREAKING NEWS

Browsing Category

ପୁରୀ

Puri

[ଭିଡ଼ିଓ] ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ

ପୁରୀ: ପୁରୀରେ ପୁୂଣି ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେରିଟେଜ କରିଡରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପଶ୍ଚିମ ଦ୍ୱାରରେ ଥିବା କୋଠା ଗୁଡିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ୯୫ ପ୍ରତିଶତ ଅଂଚଳରୁ…

[ଭିଡ଼ିଓ] ଝିଅ କାନ୍ଧରେ ମାଆର ଶେଷ ଯାତ୍ରା

ପୁରୀ: କଳି ଯୁଗର କୁଳାଙ୍ଗାର ପୁଅ । ପରିଣତ ବୟସରେ କୋଳ ପୋଛା ପୁଅ ପର କରିଦେଲା ଜନ୍ମ କଲା ମାଆକୁ । ଲହୁ ଲୁହକୁ ଏକାଠି କରି ଛୋଟରୁ ବଡ଼ କରିଥିବା ମାଆକୁ ଶେଷ ସମୟରେ ପଚାରିଲାନି । ହେଲେ ଶେଷରେ ମାଆକୁ କାନ୍ଧ ଦେଇଛନ୍ତି ୪ ଝିଅ । ନିଜେ ମାଆର ମୃତ ଦେହକୁ ସ୍ୱର୍ଗ ଦ୍ୱାର ବୋହି ନେଇ ସେଠାରେ…

ଆଇସକ୍ରିମ କାଠି କଳାକୃତିରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ ବିଶ୍ୱଜିତ

ପୁରୀ : ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଞ୍ଚଳର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଆଇସକ୍ରିମ କାଠି ମାଧ୍ୟମରେ ନିଆରା କଳାକୃତି କରିଛନ୍ତି । ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଶ୍ୱଜିତ୍ । ୨୭୫ ଟି ଆଇସି କ୍ରିମ କାଠିରେ…

ବାଲୁକା ଚିତ୍ରକଳାରେ ନୂଆବର୍ଷର ଶୁଭେଚ୍ଛା ଜଣେଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା ଚିତ୍ରକଳାରେ ନୂଆବର୍ଷର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ସାରା ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। । ଚଳିତ ବର୍ଷ ବାଲୁକା ଚିତ୍ରକଳାରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି…

[ଭିଡିଓ] ଏନଡିଏ ପ୍ରବେଶିକା ପରୀକ୍ଷାରେ ପୁରୀର ଓମକାର ଆଶୁତୋଷ ଟପ୍ପର

ପୁରୀ : ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦେଇଥାଏ । ବୟସରେ କମ୍ ହେଲେ ମଧ୍ୟ ଇଚ୍ଛା ଦେଶ ସେବା କରିବା । ପୁରୀ ସିଟି ରୋଡର ରହୁଥିବା ଓମକାର ଆଶୁତୋଷ  ନ୍ୟାସନାଲ ଡିଫେନ୍ସେ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ଟପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଦୃଢ ମନୋବଳ ଓ କଠିନ ପରିଶ୍ରମ କରି…

ଶ୍ରୀମନ୍ଦିରକୁ ୫ଲକ୍ଷ ଟଙ୍କା ସହ ୭ କେଜି ୬୬୨ ଗ୍ରାମ ୩ଟି ରୂପା ଗରା,ଥାଳି ଦାନ କଲେ ଭକ୍ତ

ପୁରୀ : ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ସୁବ୍ରତ ରଥ ନାମକ ଜଣେ ବ୍ୟକ୍ତି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ଭେଟି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ…

ପୋଲିସ ଓ ଏସଟିଏଫ୍ ପଞ୍ଝାରେ ଦୁଇ ବ୍ରାଉନସୁଗର ବେପାରୀ

ପୁରୀ : ପୋଲିସ ପଞ୍ଝାରେ ଧଳା ଜହର ବେପାରୀ । ଏସଟିଏଫ୍ ଓ ତାଳବଣିଆ ପୋଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀ ହେଲା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଅଭିଯୁକ୍ତମାନଙ୍କ ଠାରୁ ୧୦୦…

ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ରିମାଣ୍ଡରେ ୨ ଅଭିଯୁକ୍ତ

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲା । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ରିମାଣ୍ଡରେ ଯାଇଛନ୍ତି  । ସେପଟେ ଅଭିଯୁକ୍ତ ଦ୍ୱୟଙ୍କୁ ୭ ଦିନିଆ ରିମାଣ୍ଡରେ…

ବିଶ୍ୱର ବୃହତ୍‌ ବାଲୁକା-ଗୋଲାପ ସାନ୍ତାକ୍ଲଜ୍‌

ପୁରୀ : ବଡ଼ଦିନକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥର ବାଲି ସହ ଗୋଲାଫ ଫୁଲରେ ସେ ପ୍ରସ୍ତୁତ କରିଛନ୍ତି ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡ଼ାର ସାନ୍ତାକ୍ଲଜ୍‌ । ବେଳାଭୂମିରେ ବାଲୁକା-ଗୋଲାପରେ ନିର୍ମିତ ଏହି ସାନ୍ତାକ୍ଲଜ୍‌ ବିଶ୍ବର ପ୍ରଥମ ।…

[ଭିଡ଼ିଓ] ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଗିରଫ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…