Latest Odisha News

BREAKING NEWS

Browsing Category

ପୁରୀ

Puri

ବ୍ୟଞ୍ଜନ ଦ୍ୱାଦଶୀରେ ୭୦୧ ପ୍ରକାରର ବ୍ୟଞ୍ଜନ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ | ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମ ଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇ ଥିବା ବେଳେ ୭୦୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା | ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ…

[ଭିଡ଼ିଓ] ଚିତ୍ତ ହତ୍ୟା ଘଟଣାର ନୂଆ ମୋଡ଼: ନ୍ୟାୟ ଅପେକ୍ଷାରେ ପରିବାର

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାଲି ପରିବାର ଲୋକେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଆଉ ଆଜି କିଛି ଅଲଗା । ଚିତ୍ତଙ୍କ ହତ୍ୟାରେ ତାଙ୍କ ବନ୍ଧୁଙ୍କ ହାତ ରହିଥିବା ଜଣାଇ ପୁରୀ…

ଗରମ ଡାଲି ପଡି ଶ୍ରୀମନ୍ଦିରରେ ସୁଆର ସେବାୟତ ଗୁରୁତର

ପୁରୀ : ପୁରୀରେ ପୁଣି ଗରମ ଡାଲି ପଡି ସେବାୟତ ଗୁରୁତର । ମହାପ୍ରାସଦ ନେଇ ଯାଉଥିବା ବେଳେ ଗୋଡ ଖସି ଯିବାରୁ ଜଣେ ସୁଆର  ଆହତ ହୋଇଛନ୍ତି । ସୁଆର ଜଣକ ହଚରଣ୍ଡି ସାହିର ନରସିଂହ ମହାପାତ୍ର । ସେ ଭୋଗ ମଣ୍ଡପରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଇ ଯାଉଥିବା ବେଳେ ଗୋଡ ଖସିଯାଇଥିଲା ।ଗରମ ଡାଲି ପଡି…

ପୁରୀରେ ଫସଲ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍

ପୁରୀ: ପୁରୀରେ କେନ୍ଦ୍ରୀୟ ଟିମ୍  । ଫସଲ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍ । ବାତ୍ୟା ଜୱାଦ ଜନିତ ଫସଲ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳ କ୍ଷେତ୍ର ପରିଦର୍ଶନ କରିଛନ୍ତି  । କେନ୍ଦ୍ରୀୟ ଟମ୍ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ପୁରୀ ଜିଲ୍ଲାର ପ୍ରଶାସନିକ…

ବିଧାନସଭା ଶୀତକାଳୀନ ଅଧିବେସନ ମୁଲତବୀ ପ୍ରତିବାଦରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କଲା ବିଜେପି

ପୁରୀ : ବିଧାନସଭାରେ ଶୀତ କାଳୀନ ଅଧିବେଶନ ମୁଲତବୀ ପ୍ରତିବାଦରେ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପ୍ରଣିପାତ ଜଣାଇଛନ୍ତି । ଏଥିସହ ୧୪ ଜଣ ବିଜେପି ବିଧାୟକ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରି ଭଜନ ଜଣାଣ କରି ବସି ରହିବା ସହ ଅଭିନବ ପ୍ରତିବାଦ କରିଥିଲେ। ମମିତା…

[ଭିଡ଼ିଓ] ଓଢଣଷଷ୍ଠୀରେ ଶ୍ରୀଜିଉଙ୍କ ଘୋଡ଼ଲାଗି ବେଶ

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଓଡ଼ଣଷଷ୍ଠୀ । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ ଲାଗି କରାଯାଇଛି ।  ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼…

ଆଜି ଶ୍ରୀମନ୍ଦିରରେ ଓଢ଼ଣଷଷ୍ଠୀ ପାଳିତ, ମହାପ୍ରଭୁଙ୍କୁ ଲାଗି ହେଲା ଶୀତବସ୍ତ୍ର

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଓଡ଼ଣଷଷ୍ଠୀ ପାଳିତ ହୋଇଛି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି କରାଯାଇଛି । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼…

ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ପିପିଲି : ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍। ପିପିଲି ଅଞ୍ଚଳରେ ଲୁଟେରା ମାନେ ଦିନ ଦ୍ୱି ପ୍ରହରରେ ଲୁଟି ନେଇଛନ୍ତି ଟଙ୍କା। ସୂଚନା ଅନୁସାରେ ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା ଦୋକାନ ସମ୍ମୁଖରେ ଜଣେ ବ୍ୟବସାୟୀଙ୍କ ବାଇକ ଡିକିରୁ ୫୦ ହଜାର ଟଙ୍କା…

[ ଭିଡ଼ିଓ] ପୁରୀ ପାଖ ଦେଇ ଚାଲିଯିବ ‘ଜୱାଦ’

ଭୁବନେଶ୍ବର: ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର…

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି…