Latest Odisha News

BREAKING NEWS

Browsing Category

କଟକ

Cuttack

ଆମେଚର୍ ଟେନିକୋଏଟ୍ ଆସୋସିଏସନର ୩୩ତମ ବାର୍ଷିକ ସମ୍ମିଳନୀ

କଟକ: ଗ୍ରାମାଞ୍ଚଳରେ ଟେନିକୋଏଟ୍ କ୍ରୀଡ଼ାର ପ୍ରଚାର ପ୍ରସାର କରାଯିବ। ଆଗକୁ ହେବାକୁ ଥିବା ରାଜ୍ୟ ଟେନିକୋଏଟ୍ ପ୍ରତିଯୋଗିତା ପାଇଁ ବିଭିନ୍ନ ଖସଡ଼ାମାନ ପ୍ରସ୍ତୁତ କରାଯାଇଛି। ଏନେଇ ଆମେଚର୍ ଟେନିକୋଏଟ୍ ଆସୋସିଏସନ ୩୩ତମ ବାର୍ଷିକ ସମ୍ମିଳନୀରେ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଲମ୍ପିକ୍…

କାଳୀପୂଜା ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ

କଟକ: କାଳୀପୂଜାକୁ ଶାନ୍ତିଶୃଙ୍ଖଳାଭାବେ କରିବା ପାଇଁ ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ିସିପି ପ୍ରତୀକ ସିଂ, ବିଭିନ୍ନ ଜୋନର ଏସିପି, ଥାନା ଅଧିକାରୀ, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ…

ଆଇପିଏଲ ବିଡିଂ ରେ ସାମିଲ୍ ହେବ ବାରବାଟୀ ଷ୍ଟାଡିୟମ !

କଟକ : ଆଇପିଏଲ ବିଡିଂ ରେ ସାମିଲ୍ ହେବ କଟକ ବାରବାଟୀ ଷ୍ଟାଡିୟମ। ଆଉ ଚଳିତ ମାସ ୨୫ ତାରିଖରେ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା କରାଯିବ । ଏଥିପାଇଁ ଆଗ୍ରହ ଦେଖାଇଛି ଜିନ୍ଦଲ୍ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ । ଆଇପିଏଲ ୨୦୨୨ ଵିଡିଙ୍ଗରେ କଟକ ସାମିଲ ହୋଇଛି । ପାଖାପାଖି ୨୦ଟି କମ୍ପାନୀ…

ଦଳୀୟ କର୍ମୀଙ୍କୁ ଉଠାଇ ନେବାରୁ ଥାନାରେ ବିଜେପି ପକ୍ଷରୁ ଉତ୍ତେଜନା

ନରସିଂହପୁର : ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରଚାପାଟ ଗାଁ ରେ ୩ ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଛି । ସେମାନେ ହେଉଛନ୍ତି ମନୋଜ ନାୟକ ,ରଞ୍ଜନ ସାମନ୍ତରାୟ, ଲିପୟ ବଳବନ୍ତରାୟ ସିଂ । ବିନା କାରଣରେ ୩ ଜଣ…

ମମିତା ମେହେର ମୃତ୍ୟୁ ଘଟଣା : କଟକରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

କଟକ: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଏହି ଘଟଣାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏନେଇ କଟକରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉଭୟ ମହିଳା ଓ ଯୁବ କଂଗ୍ରେସ। ନଗର ମହିଳା କଂଗ୍ରେସର କର୍ମୀମାନେ ଡିଜିପିଙ୍କ କାର୍ଯ୍ୟାଳୟ…

ହାଇକୋର୍ଟ ଗଲା ମମିତା ହତ୍ୟା ମାମଲା ,ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ସିବିଆଇ ତଦନ୍ତ ଦାବି

କଟକ:ଓଡ଼ିଶା ହାଇକୋର୍ଟରେ ପହଁଚିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା। ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ। ସିବିଆଇ କିମ୍ବା ଅନ୍ୟ କୌଣସି ସ୍ୱାଧିନ ତଦନ୍ତ କାରୀ ସଂସ୍ଥା ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ…

ଚାହୁଁ ଚାହୁଁ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

କଟକ : କଟକ ମାଣିକଘୋଷ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଝୁଣା ଧୂପରୁ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ପ୍ରବଳ ବେଗରେ ଦୁଇ ମହଲା ଘରକୁ ବ୍ୟାପି ଯାଇଛି । ରାସ୍ତା ସଙ୍କୀର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବା କଷ୍ଟସାଧ୍ୟ…

କଟକରେ ଅପରାଧ କ୍ଲିନ୍ ଅଭିଯାନ

କଟକ : କଟକରେ ଅପରାଧ କ୍ଲିନ୍ ଅଭିଯାନ । କଟକରେ କମିଶନରେଟ୍ ପୋଲିସ ଜାରି ରଖିଛି ଅପରାଧ କ୍ଲିନ୍ ଅଭିଯାନ । ସେହି ଆଧାରରେ କଟକ ସହରରୁ ପୁଣି ଜବତ ହୋଇଛି ୫ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି । ବନ୍ଧୁକ ବିକ୍ରି କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଜଣଙ୍କ ଘର କଟକରେ ହୋଇଥିବା ବେଳେ…

ଜାଲରେ ପଡିଲା ବିଷଧର ତମ୍ପ

ସାଲେପୁର : ଜାଲରେ ପଡିଲା ବିଷଧର ତମ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ବହୁଗ୍ରାମରେ । ବହୁଗ୍ରାମ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ପୋଖରୀରୁ ଏହି ସାପଟି ଜାଲରେ ପଡିଛି । ମାଛ ଧରିବା ପାଇଁ ଯିବା ବେଳେ ଏହି ସାପଟିକୁ ଜାଲରେ ଲାଗିଥି ବା ଦେଖି ଭୟଭୀତ ହୋଇଯାଇଥିଲେ ।…

କାଠଯୋଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡ଼େଇଁ ପଡ଼ିବା ଘଟଣା। ଖୋଜାଖୋଜି ପରେ ମିଳିଲା ଯୁବକଙ୍କ ମୃତଦେହ। ଦୀର୍ଘ ଘଣ୍ଟା ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି। କଟକ-ଭୁବନେଶ୍ୱର ରାସ୍ତା କାଠଯୋଡ଼ି ବ୍ରିଜରୁ ଡ଼େଇଁପଡ଼ିଥିଲେ ଯୁବକ। ମୃତକ ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ…