Latest Odisha News

BREAKING NEWS

Browsing Category

କଟକ

Cuttack

ସାଇବର ଅପରାଧର ସଚେତନତା କାର୍ଯ୍ୟକ୍ରମ

କଟକ: କଟକରେ ସାଇବର ଅପରାଧର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମର୍କତନଗରର ଶକୁନ୍ତଳା ମଣ୍ଡପରେ ସାଇବର ଅପରାଧ ସେଲ ବିଭାଗ ଓ ସହରାଞ୍ଚଳ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା। ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ…

କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ,୪ ଅଭିଯୁକ୍ତ ଗିରଫ

କଟକ : କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ। କମିଶନରେଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଗର ମଲ୍ଲିକ୍ ସମେତ କେନ୍ଦ୍ରାପଡା ମାର୍ଶାଘାଇ କରମାକୁଳ…

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ: ଦଶହରା ସରିବା ପରେ କଟକରେ ପୋଲିସର ଏନକାଉଣ୍ଟର । ଆଜି ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରିଛି କମିଶନରେଟ ପୋଲିସ । ଏଥିରେ ବାଲିକୁଦା ଅଞ୍ଚଳର ହାର୍ଡକୋର୍ କ୍ରିମିନାଲ୍ ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକାର ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼…

ବିଜୟା ଦଶମୀରେ ଫିକା ପଡିଛି ପାର୍ବଣ

ଭୁବନେଶ୍ୱର: ଆଜି ବିଜୟ ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଦିନ । ହେଲେ ଦଶହରା ଫିକା ପଡ଼ିଛି ଶ୍ରଦ୍ଧାଳୁୂ ବିନା । ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ…

[ ଭିଡ଼ିଓ] ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା

କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସିଲଭର୍ ସିଟି କଟକ । ଆଜି ମାଆଙ୍କ ମହାସପ୍ତମୀ ପୂଜା କରାଯାଇଛି । ସହରର ପ୍ରତ୍ୟକଟି ମଣ୍ଡପରେ ମାଆଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଗତକାଲି ବିଲ୍ୱବରଣ ହେବା ପରେ ମହାନଦୀରୁ…

କଟକ ମହାନଦୀ ବିହାରରେ ଉଦଘାଟିତ ହେଲା ରୁଚି-ଫ୍ରୋଜିଟର ଫୁଡ଼୍ ଆଉଟଲେଟ୍

କଟକ: କଟକ ମହାନଦୀ ବିହାର ଜଷ୍ଟିସ୍ ଛକ ନିକଟରେ ଉଦଘାଟିତ ହେଲା ରୁଚି ଫ୍ରୋଜିଟର ନୂତନ ତଥା ରୁଚିର ସର୍ବବୃହତ ଫୁଡ଼୍ ଆଉଟଲେଟ୍। ଓଡ଼ିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍ ଲାଇନ୍ ଟିଭି ଦ୍ୱାରା ଏହା ପରିଚାଳିତ। ଏହାକୁ ଉଦଘାଟନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର…

[ଭିଡ଼ିଓ] ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା

କଟକ : ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ପରିବେଶ । ମାଆଙ୍କର ପୂଜା ବେଶ ଧୁମଧାମରେ ଚାଲିଥିବା ବେଳେ ମଣ୍ଡପରେ ଆରମ୍ଭ ହୋଇଯାଇଛି ଷଷ୍ଠୀ ପୂଜା ଏବେ କୋଭିଡ଼ କଟକଣା ଭିତରେ ମାଆଙ୍କର ସମସ୍ତ ନୀତିକ୍ରାନ୍ତି କରାଯାଉଛି । ଶାରଦୀୟ ଦୂର୍ଗାପୂଜାରେ ଆଜି ଦେବୀପୀଠଗୁଡ଼ିକରେ ମା’ଙ୍କ…

ଜାଗୃତିଙ୍କ ଫୋଟୋ ପୋଷ୍ଟ କରି ଟ୍ରୋଲ୍ ହେଲେ ଅନୁଭବ

ଭୁବନେଶ୍ବର: ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅନୁଭବ । ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ନିଜ…

ବିଧାୟକଙ୍କ ଘରୁ ଚୋରି

କଟକ: ବିଧାୟକଙ୍କ ଘରୁ ଚୋରି। କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବା ବର୍ତ୍ତମାନର ଯୁବ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ମହାନଦୀ ବିହାରସ୍ଥିତ ବାସଭବନରୁ ଗତକାଲି ରାତିରେ ଲୁଟ୍ ହୋଇଛି। ପ୍ରଭାତ ବିଶ୍ୱାଳଙ୍କ ଏକ ଘରୁ ଲ୍ୟାପଟପ୍ ସହ ଏକ ମୋବାଇଲ ଲୁଟି ନେଇଛନ୍ତି କୌଣସି…

କଟକ ପୂଜାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର

କଟକ: ପୂଜା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା । ଦୁର୍ଗା ପୂଜା ଓ ନାଇଟ୍‌ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତହେବେ । ଏହା ସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସେହିପରି ଡିସିପି ଆହୁରୀ ମଧ୍ୟ…