Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

[ଦେଖନ୍ତୁ ଭିଡିଓ] ଭାରସ୍ୟାମ ହରାଇ ଓଲଟିଲା ଯାତ୍ରାପାର୍ଟି ବସ୍, ୧୩ ଯାତ୍ରା କଳାକାର ଗୁରୁତର

ଢେଙ୍କାନାଳ  :  ମଦୁଆ ଡ୍ରାଇଭର ଓଲଟାଇ ଦେଲା ଯାତ୍ରାପାର୍ଟି ବସ । ଏହି ଦୁର୍ଘଟଣା ଫଳରେ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗଡ଼ପଳାଶୁଣି ରାସ୍ତାର ଜରଡ଼ା ଘାଟି ନିକଟରେ ଓଲଟିଲା ଯାତ୍ରାପାର୍ଟି ବସ ଜଗଦମ୍ବା । ୧୩ ଜଣ ଯାତ୍ରୀ ଗୁରୁତର ଆହତ…

୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକକୁ ନୃଶଂସ ହତ୍ୟା

ଢେଙ୍କାନାଳ: ୪ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଢେଙ୍କାନାଳ ତୁମୁସିଙ୍ଗା ସୋଗର ଗାଁ ଝଗଡ଼ପଦାରେ ଏହି ଶିଶୁଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ଅପରାହ୍ନରେ ଗାଁରେ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ହଠାତ କେଉଁ ଆଡେ ଗାଏବ…

[ଦେଖନ୍ତୁ ଭିଡିଓ] ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ଗଛମୂଳେ ପ୍ରସବ କଲେ ମହିଳା

ଢ଼େଙ୍କାନାଳ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେତେ ଡିଣ୍ଡିମ ପିଟିଲେ ବି ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହିଛି ।  ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ, ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

ପ୍ରି-ଆକ୍ଟିଭେଟ ସିମରେ ଠକେଇ ଘଟଣାରେ ତନାଘନା, ଢ଼େଙ୍କାନାଳରୁ ୩ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ:  ଗୋଟିଏ ସିମ୍ ବିକ୍ରି କଲେ ମିଳୁଥିଲା ୪ ଶହ ଟଙ୍କା । ସିମ୍‌ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍‌ ହୋଇଥିଲା । ଦେଶବ୍ୟାପୀ ଲମ୍ବି ଥିଲା ନେଟ୍‌ୱର୍କ। କ୍ରାଇମବ୍ରାଞ୍ଚର ସାଇବର ଟିମ୍ ଫ୍ରଡ୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଏଭଳି ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ…

[ଦେଖନ୍ତୁ ଭିଡିଓ] ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ : ଗ୍ରୀଷ୍ମପ୍ରବାହରେ ବି କରୁଛନ୍ତି ସେବା

ଢେଙ୍କାନାଳ : ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ ,  ଜଣେ ଯୁବକ ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ । ଯାହାଙ୍କ ଅନାବିଳ ଭଲ ପାଇବାର ନିଦର୍ଶନ ସମାଜର ଚିତ୍ରପଟରେ ପ୍ରତିଫଳିତ । ସେ ଚାକିରୀ ଜୀବନର ଅବସର ସମୟରେ ନିଜ ହାତରୁ ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବାରେ ଲାଗି ପଡିଛନ୍ତି । ଆଉ ତାଙ୍କର ଏହି…

ରାତିରେ ମୋବାଇଲ ସିମ୍ ଦୋକାନ ଉପରେ ରେଡ୍

ଢେଙ୍କାନାଳ: ମୋବାଇଲ ସିମ୍ ଦୋକାନ ଉପରେ ରେଡ୍ । ଗତକାଲି ସଂଧ୍ୟା ସମୟରେ କ୍ରାଇମବ୍ରାଞ୍ଚ ଢେଙ୍କାନାଳରେ ରେଡ୍ କରିଛି । ଢେଙ୍କାନାଳର ସହରର ଟାଉନ ପ୍ଲାନିଂ ଅଂଚଳରେ ରହିଛି ଏହି ସିମ୍ ଦୋକାନ। ସ୍ଥାନୀୟ ପୁଲିସ ସହାୟତାରେ ଆସି କ୍ରାଇମବ୍ରାଞ୍ଚ ଏହି ରେଡ୍ କରିଛି। ଦୋକାନରେ ବସୁଥିବା ଦୁଇ ଜଣ…

ହାତୀ ପାଇଁ ଓଭରପାସ୍: ଆଠଗଡ-ଢେଙ୍କାନାଳ ରେଳଲାଇନ୍ ଉପରେ ତିଆରି ହେବ ଓଭରପାସ

ଢେଙ୍କାନାଳ : ପ୍ରଥମଥର ପାଇଁ ରାଜ୍ୟରେ ହାତୀ ପାଇଁ ହେବ ଓଭରପାସ୍ । ଆଠଗଡ-ଢେଙ୍କାନାଳ ରେଳ ଲାଇନ୍ ଉପରେ ଏହି ଓଭରପାସ୍ ନିର୍ମାଣ କରାଯିବ । ୧୦୦ ମିଟର ଚଉଡାରେ ଏହି ଓଭରପାସ୍ ତିଆରି ହେବ । ଢେଙ୍କାନାଳ କପିଳାସ ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କ ରେଳଲାଇନ୍ ଅତିକ୍ରମ ପାଇଁ ଏହି ଓଭରପାସ୍ ତିଆରି…

ଢେଙ୍କାନାଳ ଗୁଳିକାଣ୍ଡ ଘଟଣା: ୱାର୍ଡମେମ୍ବରଙ୍କୁ ହତ୍ୟା ପରେ ପ୍ରତିଶୋଧ ନେଲେ ମୃତକଙ୍କ ପରିବାର

ଢେଙ୍କାନାଳ : ଉଗ୍ର ହେଲା ଢେଙ୍କାନାଳ ଗୁଳିକାଣ୍ଡ ଘଟଣା । ୱାର୍ଡମେମ୍ବରକୁ ଗୁଳିମାରିବା ପରେ, ମୁଖ୍ୟ ଅଭିଯୁକ୍ତଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗୁଳିମାଡର ପ୍ରତିଶୋଧ ନେଇଛନ୍ତି ମୃତକଙ୍କ ପରିବାର ଲୋକ । ତେବେ ଅଭିଯୁକ୍ତ ନୁରୁ ନାୟକଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅକୁ…

ୱାର୍ଡମେମ୍ବରକୁ ଗୁଳି କରି ହତ୍ୟା: ପୋଖରୀ ଖୋଳାକୁ ବାରଣ କରିବାରୁ ଗୁଳିକାଣ୍ଡ

ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ । ପୋଖରୀ ଖୋଳାକୁ ନେଇ ଗଡ଼ିଲା ମୁଣ୍ଡ । ଢେଙ୍କାନାଳ ସଦର ଥାନା କନ୍ଧପାଲ ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ହେଉଛନ୍ତି କନ୍ଧପାଲ ଗାଁର ଦଳେଇ ନାୟକ । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରଥମେ ଗାଁରେ…