କରୋନା ମୁକାବିଲା: ସ୍ୱୟଂଚାଳିତ ସାନିଟାଇଜେସନ ମେସିନ ଉଦ୍ଭାବନ କଲେ ଯାଜପୁରର ଯୁବ ବୈଜ୍ଞାନିକ

ଭୁବନେଶ୍ୱର: ମେସିନକୁ ନଛୁଇଁ ନିଜ ହାତକୁ ସପା ରଖନ୍ତୁ ଆଉ କୋରୋନା ଠାରୁ ଦୂରେଇ ରୁହନ୍ତୁ । ସାରା ବିଶ୍ୱରେ କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଖୋଜାଯାଉଥିବା ବେଳେ ଯାଜପୁର ପୌରାଚଂଚଳ ଅନ୍ତର୍ଗତ ଶ୍ରୀରାମପୁର ଅଂଚଳର ଯୁବ ଇଂଜିନିୟର...

ଯାଜପୁରରେ କରୋନା ସ୍ଥିତି; ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର: ଗତକାଲି ଯାଜପୁର ଜିଲ୍ଲାରେ ୧୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ୧୧ଜଣଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ଦଶରଥପୁର ବ୍ଲକ୍ ଅଞ୍ଚଳର । ତେବେ...

ଯାଜପୁରରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗରେ ବାପ ପୁଅ ଗିରଫ

ଯାଜପୁର: ଜଣେ ମହିଳାଙ୍କ ଯୌତୁକ ଜନିତ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲାରେ ବାପ ପୁଅଙ୍କୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନାନୁଯାୟୀ, ୨୦୧୮ରେ ଦଶରଥପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମର ସଙ୍ଗିତା ଦାସ ଦୁଦୁରନ୍ତା ଗ୍ରାମର ବିକାଶ ପରିଡ଼ାଙ୍କୁ ବୈଦିକ ରୀତି ଅନୁଯାୟୀ...

ଯାଜପୁରରେ ଏଯାଏଁ ପଞ୍ଜିକରଣ କଲେ ୫୦ ହଜାରରୁ ଅଧିକ ପ୍ରବାସୀ

ଯାଜପୁର: ବାହାର ରାଜ୍ୟରୁ ଯାଜପୁର ଜିଲ୍ଲାରେ ପହଞ୍ଚିବାରେ ଲାଗିଛନ୍ତି ଓଡ଼ିଆ ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିସାରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ଅଧିକ...

ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାଜପୁର ଫେରୁଛନ୍ତି ପ୍ରବାସୀ; ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

ଯାଜପୁର: ସ୍ୱତନ୍ତ୍ର ଟ୍ରେନ ଯୋଗେ ଅନେକ ସଂଖ୍ୟାରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଯାଜପୁର ଜିଲ୍ଲାକୁ ପ୍ରତ୍ୟାବର୍ତନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡ ରେଳ...

ରବିବାର ଯାଜପୁରରୁ ଚିହ୍ନଟ ୫ ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଯାଜପୁର: ରବିବାର ଦିନ ଯାଜପୁର ଜିଲ୍ଲାରୁ ମୋଟ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଯାଜପୁର ବ୍ଳକର ବାସୁଦେବପୁର ରୁ ଜଣେ ଏବଂ ଏରବାଙ୍କରୁ ଦୁଇ ଜଣ କୋରୋନା ରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ପ୍ରଥମ ଥର ପାଇଁ ଧର୍ମଶାଳା ବ୍ଲକରୁ...

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ୬ ପଞ୍ଚାୟତ କଣ୍ଟେନ୍‌ମେଣ୍ଟଜୋନ୍ ଭାବେ ଘୋଷିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଆଜି ରସୁଲପୁର ବ୍ଲକର ରାହାମ୍ବା, ଭୋଟକା, ରସୁଲପୁର, ଶ୍ରୀବନ୍ତପୁର, ଜାବରା ଏବଂ ନାଥବର ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷିତ କରିଛନ୍ତି । ଆଜି ଯାଜପୁର ଜିଲ୍ଲାର ରାହାମ୍ବା ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ...
Odisha Reports 3108 Covid19 Cases In Last 24 Hours

ଯାଜପୁରରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍‌, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି

ଭୁବନେଶ୍ୱର : ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୬୫ ବର୍ଷ ବୋଲି ଜଣାପଡିଛି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି । ଏହି ନୂଆ କରୋନା ପଜିଟିଭ୍...

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟତା କରିବ ‘ରୋବୋ ବାସ୍କେଟ’

ଯାଜପୁର: ରୋବଟ କରିବ କରୋନା ଚିକିତ୍ସାରେ ସହାୟତା । ସୁରକ୍ଷିତ ରହିବେ କରୋନା ଯୋଦ୍ଧା ଡାକ୍ତର ଓ ନର୍ସ । ଏଥିପାଇଁ ଆଗେଇ ଆସିଛନ୍ତି ଯାଜପୁର ସ୍ଥିତ ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ୍ ମାନସ ରଞ୍ଜନ ମହାନ୍ତି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ମାନସ...

କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବାକୁ ନେଇ ଆକ୍ରମଣ; ଜଣେ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତର ନିଳକଣ୍ଠପୁର ଗାଁରେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନେଇ ଗଣ୍ଡଗୋଳ ଘଟିଛି । ଗଣ୍ଡଗୋଳରେ ଜଣେ  ବ୍ୟକ୍ତି ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଗାଁର ଜଣେ ଯୁବକ ଜିଲା ଓ ଜିଲା ବାହାରୁ ବୁଲାବୁଲି...

ସାହିତ୍ୟ